ବୟଫ୍ରେଣ୍ଡ ସହ ମିଶି ବାପା ମା’ଙ୍କୁ ହତ୍ୟା କରି ଝିଅ ଫେରାର!

ଇନ୍ଦୋର: ଜଣେ କନଷ୍ଟେବଲ ଓ ତାଙ୍କ ପତ୍ନୀଙ୍କୁ ଧାରୁଆ ଅସ୍ତ୍ରରେ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ହତ୍ୟା କରାଯାଇଛି। ମୃତ କନଷ୍ଟେବଲ ଜଣଙ୍କ ମଧ୍ୟପ୍ରଦେଶ ସ୍ପେଶାଲ ଆର୍ମଡ ଫୋର୍ସରେ କାମ କରୁଥିଲେ। ପୁଲିସ୍‌ ହତ୍ୟା ପଛର କାରଣ କିମ୍ବା ହତ୍ୟାକାରୀଙ୍କୁ ଚିହ୍ନଟ କରିପାରି ନାହିଁ। କିନ୍ତୁ ଘଟଣା ପରେ କନଷ୍ଟେବଲଙ୍କ ୧୭ ବର୍ଷୀୟ ଝିଅ ଓ ତାଙ୍କ ବୟଫ୍ରେଣ୍ଡ ଫେରାର ହୋଇଯାଇଛନ୍ତି। ତେଣୁ ଏହା ପଛରେ ସେମାନଙ୍କ ହାତ ଥିବା ପୁଲିସ୍‌ ସନ୍ଦେହ କରି ତଦନ୍ତ ଆରମ୍ଭ କରିଛି। […]

gfa

gfa

Hemant Lenka
  • Published: Thursday, 17 December 2020
  • Updated: 17 December 2020, 09:16 PM IST

Sports

Latest News

ଇନ୍ଦୋର: ଜଣେ କନଷ୍ଟେବଲ ଓ ତାଙ୍କ ପତ୍ନୀଙ୍କୁ ଧାରୁଆ ଅସ୍ତ୍ରରେ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ହତ୍ୟା କରାଯାଇଛି। ମୃତ କନଷ୍ଟେବଲ ଜଣଙ୍କ ମଧ୍ୟପ୍ରଦେଶ ସ୍ପେଶାଲ ଆର୍ମଡ ଫୋର୍ସରେ କାମ କରୁଥିଲେ। ପୁଲିସ୍‌ ହତ୍ୟା ପଛର କାରଣ କିମ୍ବା ହତ୍ୟାକାରୀଙ୍କୁ ଚିହ୍ନଟ କରିପାରି ନାହିଁ। କିନ୍ତୁ ଘଟଣା ପରେ କନଷ୍ଟେବଲଙ୍କ ୧୭ ବର୍ଷୀୟ ଝିଅ ଓ ତାଙ୍କ ବୟଫ୍ରେଣ୍ଡ ଫେରାର ହୋଇଯାଇଛନ୍ତି। ତେଣୁ ଏହା ପଛରେ ସେମାନଙ୍କ ହାତ ଥିବା ପୁଲିସ୍‌ ସନ୍ଦେହ କରି ତଦନ୍ତ ଆରମ୍ଭ କରିଛି।

ଆଜି ଭୋରରୁ ୪୫ ବର୍ଷୀୟ ଜ୍ୟୋତି ପ୍ରକାଶ ଶର୍ମା ଓ ତାଙ୍କ ପତ୍ନୀ ୪୩ ବର୍ଷୀୟ ନୀଲମଙ୍କର ରକ୍ତାକ୍ତ ମୃତଦେହ ସେମାନଙ୍କ ଘରୁ ଉଦ୍ଧାର କରାଯାଇଛି। ଧାରୁଆ ଅସ୍ତ୍ରରେ ଉଭୟଙ୍କୁ ହତ୍ୟା କରାଯାଇଥବା ଆଡିସନାଲ ଏସପି ପ୍ରଶାନ୍ତ ଚୌବେ କହିଛନ୍ତି। ସେ କହିଛନ୍ତି, ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା କଥା ଯେ ଗୁରୁବାର ଭୋର ସମୟରେ ଜ୍ୟୋତିଙ୍କ ନାବାଳିକା ଝିଅ ଘର ବାହାରେ ବୁଲୁଥିଲା।

ଏହି ସମୟରେ ଘର ଭିତରୁ ଚିତ୍କାର ଶୁଭୁଥିଲେ ହେଁ ସେ ବଚଳିତ ନ ହୋଇ ସେମିତି ଘର ବାହାରେ ବୁଲିଥିଲା। ଚିତ୍କାର ଶବ୍ଦ ଶୁଣି ପଡ଼ୋଶୀ ଓ ଘର ପାଖରେ ରହୁଥିବା ତାଙ୍କ ଅଜାଆଈ ଆସିଥିଲେ। ସେମାନେ ଚିତ୍କାର ସମ୍ପର୍କରେ ପଚାରିଥିଲେ। ହେଲେ ଜ୍ୟୋତି ପ୍ରକାଶଙ୍କ ଝିଅ ସେମାନଙ୍କୁ କହିଥିଲେ ଯେ ବାପା ମା’ ପରସ୍ପର ମଧ୍ୟରେ ଝଗଡ଼ା କରୁଛନ୍ତି।

କିଛି ସମୟ ପରେ ସେମାନେ ସେଠାରୁ ଚାଲି ଯାଇଥିଲେ। ସେହିପରି ବାପା ମା’ଙ୍କ ମୃତ୍ୟୁ ପରେ ସେମାନଙ୍କ ନାବାଳିକା ଝିଅ ଓ ତାଙ୍କ ବୟଫ୍ରେଣ୍ଡ ମଧ୍ୟ ଫେରାର ହୋଇଯାଇଛନ୍ତି। ତେଣୁ ଏଥିରେ ସେମାନଙ୍କ ହାତ ଥିବା ଆମେ ସନ୍ଦେହ କରୁଛୁ। ଏଥିସହ ଗତ ମାସରେ ଝିଅଟିର ବୟଫ୍ରେଣ୍ଡ ସହ ଜ୍ୟୋତି ପ୍ରକାଶଙ୍କର ପାଟିତୁଣ୍ଡ ମଧ୍ୟ ହୋଇଥିଲା ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story