୧୭ ହଜାର ଅତିକ୍ରମ କଲା କରୋନା ମୃତ୍ୟୁସଂଖ୍ୟା

ବେଜିଂ: ଚାଇନାରୁ ସୃଷ୍ଟି ହୋଇ ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଭାଇରସ ଏବେ ୟୁରୋପରେ ଅଧିକ ତାଣ୍ଡବ ରଚିଛି। ଚାଇନାରେ କରୋନା ଭାଇରସ ନିୟନ୍ତ୍ରଣକୁ ଆସିଥିବା ବେଳେ ବିଶ୍ୱର ଅନ୍ୟ ପ୍ରାନ୍ତରେ ଏହା ବେକାବୁ ହୋଇଯାଇଛି। ବିଶେଷ କରି ଇଟାଲୀ, ଇରାନ, ସ୍ପେନ ଓ ଆମେରିକା ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଇଟାଲୀରେ ମୃତ୍ୟୁସଂଖ୍ୟା ୬ ହଜାର ପାର ହୋଇଥିବା ବେଳେ ସମଗ୍ର ବିଶ୍ୱରେ କରୋନା ୧୭ ହଜାରରୁ ଅଧିକ ମୁଣ୍ଡ ନେଇ ସାରିଲାଣି। […]

dvc

dvc

Hemant Lenka
  • Published: Tuesday, 24 March 2020
  • Updated: 24 March 2020, 06:07 PM IST

Sports

Latest News

ବେଜିଂ: ଚାଇନାରୁ ସୃଷ୍ଟି ହୋଇ ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଭାଇରସ ଏବେ ୟୁରୋପରେ ଅଧିକ ତାଣ୍ଡବ ରଚିଛି। ଚାଇନାରେ କରୋନା ଭାଇରସ ନିୟନ୍ତ୍ରଣକୁ ଆସିଥିବା ବେଳେ ବିଶ୍ୱର ଅନ୍ୟ ପ୍ରାନ୍ତରେ ଏହା ବେକାବୁ ହୋଇଯାଇଛି। ବିଶେଷ କରି ଇଟାଲୀ, ଇରାନ, ସ୍ପେନ ଓ ଆମେରିକା ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି।

ଇଟାଲୀରେ ମୃତ୍ୟୁସଂଖ୍ୟା ୬ ହଜାର ପାର ହୋଇଥିବା ବେଳେ ସମଗ୍ର ବିଶ୍ୱରେ କରୋନା ୧୭ ହଜାରରୁ ଅଧିକ ମୁଣ୍ଡ ନେଇ ସାରିଲାଣି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷର ନିକଟବର୍ତ୍ତୀ ହୋଇଛି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏକ ଲକ୍ଷରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ବର୍ତ୍ତମାନ ସୁଦ୍ଧା ୧୯୬ ଦେଶରେ କାୟା ମେଲାଇଥିବା କରୋନା ୧୭ ହଜାର ୧୪୮ ଜଣଙ୍କ ଜୀବନ ନେଇଛି। ଏଥିରେ ୩,୯୨, ୪୪୦ ଜଣ ଆକ୍ରାନ୍ତ ହୋଇଛନ୍ତି। ୧୦୩,୩୯୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଇଟାଲୀରେ ଗତ ୨୪ ଘଣ୍ଟାରେ ୬୦୨ ଜଣଙ୍କ ଜୀବନ ଯିବାରୁ ଏଠାରେ ମୃତ୍ୟୁସଂଖ୍ୟା ୬୦୭୭ରେ ପହଞ୍ଚି ଯାଇଛି। ସ୍ପେନରେ ମଧ୍ୟ ୨୪ ଘଣ୍ଟାରେ ୩୮୫ ଜଣ ପ୍ରାଣ ହରାଇବାରୁ ଏଠାରେ ମୃତ୍ୟୁସଂଖ୍ୟା ୨୬୯୬ ଛୁଇଁଛି। ଇରାନରେ ୧୨୨ ଜଣଙ୍କ ମୃତ୍ୟୁ ଘଟିବାରୁ ଏଠାରେ ମୃତ୍ୟୁସଂଖ୍ୟା ୧୯୩୪ ରହିଛି।

ସମଗ୍ର ଦେଶରେ ୨୪, ୮୧୧ ଜଣ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୮,୯୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଫ୍ରାନ୍ସରେ ମୃତ୍ୟୁସଂଖ୍ୟା ୮୬୦ ଛୁଇଁଛି। ଫ୍ରାନ୍ସ ସରକାର ଏକାଧିକ କଟକଣା ଲଗାଇଛନ୍ତି। ତଥାପି ଏଠାରେ କରୋନା ପ୍ରକୋପ କମିବାର ଥମିବାର ନାଁ ଧରୁନି।

ଆମେରିକାରେ ବି ମୃତ୍ୟୁସଂଖ୍ୟା ୫ ଶହ ଅତିକ୍ରମ କରିଛି। ଏଠାରେ ୫୨୮ ଜଣ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୪୬,୧୬୮ ରହିଛି।

ଜର୍ମାନୀ ସ୍ଥିତି ମଧ୍ୟ ଧୀରେ ଧୀରେ ବିଗିଡ଼ିବାରେ ଲାଗିଛି। ଏଠାରେ ମୃତ୍ୟୁସଂଖ୍ୟା ୧୩୦ରେ ପହଞ୍ଚି ଯାଇଛି। ୩୦,୧୫୦ ଜଣ କରୋନା ରୋଗୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ଆଜି ଚାଇନାରେ କରୋନା ଯୋଗୁ ୭ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଫଳରେ ଏଠାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩,୨୭୭ରେ ପହଞ୍ଚି ଯାଇଛି। ଏଠାରେ ସ୍ଥିତି ସୁଧୁରିବାରୁ ଆସନ୍ତାକାଲି ଚାଇନା ସରକାର ଭାଇରସର ପ୍ରାଣ କେନ୍ଦ୍ର କୁହାଯାଉଥିବା ଉହାନରେ ଲାଗୁ କରିଥିବା କଟକଣାକୁ ଉଠାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ଦକ୍ଷିଣ କୋରିଆରେ ଆଜି ୯ ଜଣଙ୍କ ମୃତ୍ୟୁ ଘଟିବାରୁ ଏଠାରେ ମୃତ୍ୟୁସଂଖ୍ୟା ୧୨୦ରେ ଛୁଇଁଛି। ସ୍ୱିଜରଲ୍ୟାଣ୍ଡରେ ୧୨୨, ବ୍ରିଟେନରେ ୩୩୫, ନେଦରଲ୍ୟାଣ୍ଡସରେ ୨୧୩, ଅଷ୍ଟ୍ରିଆରେ ୨୫, ବେଲଜିୟମରେ ୧୨୨, ନରୱେରେ ୧୧, ଅଷ୍ଟ୍ରେଲିଆରେ ୮, ପର୍ତ୍ତୁଗାଲରେ ୨୩, ସ୍ୱିଡେନରେ ୩୩, ଡେନମାର୍କରେ ୩୨, ଜାପାନରେ ୪୨, ମ୍ୟାଲେସିୟାରେ ୧୫, କାନାଡା ୨୦, ବ୍ରାଜିଲରେ ୩୪, ଗ୍ରୀସରେ ୧୭, ପାକିସ୍ତାନରେ ୭, ପୋଲାଣ୍ଡରେ ୯, ଇଣ୍ଡୋନେସିଆରେ ୫୫, ୟୁଏଇ ୨, ତୁର୍କୀରେ ୩୭, ବାହାରିନରେ ୩, ଫିଲିପାଇନ୍ସରେ ୩୫, ଥାଇଲ୍ୟାଣ୍ଡରେ ୪, ଇଜିପ୍ଟରେ ୧୯, ପେରୁରେ ୫, ହଂକଂରେ ୪ , ଇରାକରେ ୨୩, ରୁଷରେ ୧, ସୁଦାନରେ ୧, ଗୁଏଟମାଲାରେ ୧, ୟୁକ୍ରେନରେ ୩, ଗୁଆନାରେ ୧, ଆର୍ଜେବାଇଜାନରେ ୧, ମର୍କୋରେ ୪, ଇକ୍ୱିଡରରେ ୧୮, ହଙ୍ଗେରୀରେ ୯, ଆଲବାନିଆରେ ୫, ବୁଲଗେରିଆରେ ୩, ଆଲଜେରିଆରେ ୧୦, ପାନମାରେ ୬, ଆର୍ଜେଣ୍ଟିନାରେ ୪, ତାଇୱାନରେ ୨, ତୁନିସିଆରେ ୩, ବାଂଲାଦେଶ ୪, ସାନ ମାରିନୋରେ ୨୦, ମେକ୍ସିକୋରେ ୪, ଲେବାନନରେ ୪, ସ୍ଲୋଭେନିଆରେ ୧, ଓ ଭାରତରେ ୧୦ ଜଣ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story