କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୮୪

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୪ରେ ପହଞ୍ଚିଛି। ଆଜି ନାଗପୁର ଏବଂ ତେଲେଙ୍ଗାନାରେ ଦୁଇ ଜଣ ଏହି ମହାମାରୀ ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ୮୪ ଜଣଙ୍କ ମଧ୍ୟରେ ଦୁଇ ଜଣ ମୃତକ ଏବଂ ସୁସ୍ଥ ହୋଇ ଘରକୁ ଫେରିଥିବା ୧୦ ଜଣ ରହିଛନ୍ତି। ଶନିବାର ମହାରାଷ୍ଟ୍ରର ନାଗପୁରରେ କରୋନା ସଂକ୍ରମଣରେ ଜଣେ ଆସିଛି। ଏହାକୁ ମିଶାଇ ମହାରାଷ୍ଟ୍ରରେ କରୋନା ଆକ୍ରନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି। ଭାରତ ସମେତ ୧୨୦ଟି ଦେଶକୁ ଏହି ଭାଇରସ ବ୍ୟାପିଛି। ୧,୩୫୦୦୦ରୁ […]

coronavirus

coronavirus

Subhransu Sekhar
  • Published: Saturday, 14 March 2020
  • Updated: 14 March 2020, 06:49 PM IST

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୪ରେ ପହଞ୍ଚିଛି। ଆଜି ନାଗପୁର ଏବଂ ତେଲେଙ୍ଗାନାରେ ଦୁଇ ଜଣ ଏହି ମହାମାରୀ ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ୮୪ ଜଣଙ୍କ ମଧ୍ୟରେ ଦୁଇ ଜଣ ମୃତକ ଏବଂ ସୁସ୍ଥ ହୋଇ ଘରକୁ ଫେରିଥିବା ୧୦ ଜଣ ରହିଛନ୍ତି। ଶନିବାର ମହାରାଷ୍ଟ୍ରର ନାଗପୁରରେ କରୋନା ସଂକ୍ରମଣରେ ଜଣେ ଆସିଛି। ଏହାକୁ ମିଶାଇ ମହାରାଷ୍ଟ୍ରରେ କରୋନା ଆକ୍ରନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି।

ଭାରତ ସମେତ ୧୨୦ଟି ଦେଶକୁ ଏହି ଭାଇରସ ବ୍ୟାପିଛି। ୧,୩୫୦୦୦ରୁ ଅଧିକ ଏହି ମହାମାରୀରେ ଆକ୍ରାନ୍ତ ହୋଇଥିବା ବେଳେ ୫ ହଜାରରୁ ଅଧିକଙ୍କର ମୃତ୍ୟୁ ଘଟିଛି। କରୋନା ବ୍ୟାପୁଥିବା ଦେଖି ଦିଲ୍ଲୀ, ଓଡ଼ିଶା, ରାଜସ୍ଥାନ, ମହାରାଷ୍ଟ୍ର, ତେଲେଙ୍ଗାନା, ଉତ୍ତର ପ୍ରଦେଶସ କେରଳ ଓ ପଶ୍ଚିମବଙ୍ଗ ଭଳି ଅନେକ ରାଜ୍ୟରେ ସ୍କୁଲ, କଲେଜ, ସିନେମା ହଲ୍, ସପିଂ ମଲ୍ ଆଦି ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story