ଆମେରିକାରେ କରୋନା ମୃତ୍ୟୁ ସଂଖ୍ୟା ୭୫୦ ଅତିକ୍ରମ କଲା

ଓ୍ୱାଶିଂଟନ: ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକାରେ ବି କରୋନା ଦୌରାତ୍ମ ଦେଖାଉଛି। ଏଯାବତ ଆମେରିକାରେ ୭୮୨ ଜଣଙ୍କର ଜୀବନ ନେଇଛି କରୋନା। ୫୪, ୮୬୭ ଜଣ ଏହି ଘାତକ ମହାମାରୀରେ ଆକ୍ରାନ୍ତ ହୋଇଥିବା ବେଳେ ୩୭୮ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ୫୩,୭୦୭ ଜଣ ଚିକିତ୍ସିତ ହେଉଥିବା ବେଳେ ୧,୧୭୫ ଜଣଙ୍କ ଅବସ୍ଥା ଗୁରୁତର ରହିଛନ୍ତି। ଅନ୍ୟପଟେ କରୋନା ପାଇଁ ଆମେରିକାରେ ଲକ୍‌ଡାଉନ୍ ବ୍ୟବସ୍ଥାରେ କୋହଳ କରାଯାଇଛି। ଯଦି ସାରା ଦେଶ ଲକ୍‌ଡାଉନ୍‌ରେ ରହିବ ତା’ହେଲେ […]

US-President-Trump

US-President-Trump

Subhransu Sekhar
  • Published: Wednesday, 25 March 2020
  • Updated: 25 March 2020, 09:49 AM IST

Sports

Latest News

ଓ୍ୱାଶିଂଟନ: ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକାରେ ବି କରୋନା ଦୌରାତ୍ମ ଦେଖାଉଛି। ଏଯାବତ ଆମେରିକାରେ ୭୮୨ ଜଣଙ୍କର ଜୀବନ ନେଇଛି କରୋନା। ୫୪, ୮୬୭ ଜଣ ଏହି ଘାତକ ମହାମାରୀରେ ଆକ୍ରାନ୍ତ ହୋଇଥିବା ବେଳେ ୩୭୮ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ୫୩,୭୦୭ ଜଣ ଚିକିତ୍ସିତ ହେଉଥିବା ବେଳେ ୧,୧୭୫ ଜଣଙ୍କ ଅବସ୍ଥା ଗୁରୁତର ରହିଛନ୍ତି।

ଅନ୍ୟପଟେ କରୋନା ପାଇଁ ଆମେରିକାରେ ଲକ୍‌ଡାଉନ୍ ବ୍ୟବସ୍ଥାରେ କୋହଳ କରାଯାଇଛି। ଯଦି ସାରା ଦେଶ ଲକ୍‌ଡାଉନ୍‌ରେ ରହିବ ତା’ହେଲେ ଆମେରିକା ନିଜର ସ୍ଥିତି ହରାଇବ ବୋଲି ମଙ୍ଗଳବାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ଦେଶ ବନ୍ଦ ହେଲେ ବରବାଦ ହୋଇଯିବ। ତେଣୁ କୋହଳ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି।

https://twitter.com/WhiteHouse/status/1242567637646766080

ଦେଶର ଅର୍ଥବ୍ୟବସ୍ଥାକୁ ସୁଧାରିବା ପାଇଁ ସାମାଜିକ ଦୂରତ୍ୱ ଏବଂ ପୃଥକୀକରଣ ରହିବା ପ୍ରକ୍ରିୟା ଉପରେ ସେ ସମୀକ୍ଷା କରିବେ। ଆଗାମୀ ସପ୍ତାହରେ ଏ ଏବାବଦରେ ସରକାରଙ୍କ ନିଷ୍ପତ୍ତି ଜଣାଇବେ ବୋଲି ଟ୍ରମ୍ପ କହିଛନ୍ତି।

ସେ ଆହୁରି କହିଛନ୍ତି, 'ଆମେ ବୋଇଂକୁ ହରାଇ ପାରିବୁ ନାହିଁ, ଆମେ ଏହି କମ୍ପାନୀଗୁଡିକୁ ହରାଇ ପାରିବୁ ନାହିଁ। ଯଦି ଆମେ ଏହି କମ୍ପାନୀଗୁଡିକୁ ହରାଉଛୁ ତାହେଲେ ଆମେ ହଜାର ହଜାର, ଲକ୍ଷ ଲକ୍ଷ ଚାକିରୀଆଙ୍କୁ ବିପଦରେ ପକାଉଛୁ'।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story