ବ୍ରିଟେନ ଜାରି କଲା କରୋନାର ୭ ନୂଆ ଲକ୍ଷଣ

ଲଣ୍ଡନ: ବ୍ରିଟେନରେ ବ୍ୟାପିଥିବା କରୋନା ଏବେ ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି। ଯଦିଓ ଟିକା ଆସିବାକୁ ଯାଉଛି ହେଲେ କରୋନାର ନୂଆ ଲକ୍ଷଣ ବିଶେଷଜ୍ଞ ଏବଂ ଚିକିତ୍ସିକଙ୍କ ସମସ୍ୟା ବଢ଼ାଇଛି। ବ୍ରିଟେନର ନ୍ୟାଶନାଲ ହେଲଥ ସର୍ଭିସ୍ (ଏନଏସଏଚ) କହିଛି ଯେ କରୋନା ଭାଇରସର ୭ଟି ନୂଆ ଲକ୍ଷଣ ସାମ୍ନାକୁ ଆସିଛି। ଏଥିପାଇଁ ଦେଶବାସୀଙ୍କୁ ସତର୍କ ରହିବାକୁ ବ୍ରିଟେନର ସ୍ୱାସ୍ଥ୍ୟ ବିଭାଗ କହିଛି। କରୋନାର ସାଧାରଣ ଲକ୍ଷଣ ଜ୍ୱର, ଶୁଖିଲା କାଶ, ସ୍ୱାଦ, ନିଃଶ୍ୱାସ ପ୍ରଶ୍ୱାସରେ ସମସ୍ୟା […]

briten-corona

briten-corona

Subhransu Sekhar
  • Published: Thursday, 24 December 2020
  • Updated: 24 December 2020, 06:57 PM IST

Sports

Latest News

ଲଣ୍ଡନ: ବ୍ରିଟେନରେ ବ୍ୟାପିଥିବା କରୋନା ଏବେ ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି। ଯଦିଓ ଟିକା ଆସିବାକୁ ଯାଉଛି ହେଲେ କରୋନାର ନୂଆ ଲକ୍ଷଣ ବିଶେଷଜ୍ଞ ଏବଂ ଚିକିତ୍ସିକଙ୍କ ସମସ୍ୟା ବଢ଼ାଇଛି। ବ୍ରିଟେନର ନ୍ୟାଶନାଲ ହେଲଥ ସର୍ଭିସ୍ (ଏନଏସଏଚ) କହିଛି ଯେ କରୋନା ଭାଇରସର ୭ଟି ନୂଆ ଲକ୍ଷଣ ସାମ୍ନାକୁ ଆସିଛି। ଏଥିପାଇଁ ଦେଶବାସୀଙ୍କୁ ସତର୍କ ରହିବାକୁ ବ୍ରିଟେନର ସ୍ୱାସ୍ଥ୍ୟ ବିଭାଗ କହିଛି।

କରୋନାର ସାଧାରଣ ଲକ୍ଷଣ ଜ୍ୱର, ଶୁଖିଲା କାଶ, ସ୍ୱାଦ, ନିଃଶ୍ୱାସ ପ୍ରଶ୍ୱାସରେ ସମସ୍ୟା ରହିଛି। ହେଲେ ଏବେ ନୂଆ ଲକ୍ଷଣ ହେଲା ଭୋକ ନହେବା, ଅଳସୁଆ ପଣ ଲାଗିବା, ମାନସିକ ଭ୍ରମ ଦେଖାଦେବା, ମାଂସପେଶୀରେ ଯନ୍ତ୍ରଣା ହେବା, ଚର୍ମ ଲାଲ ପଡ଼ିଯିବା, ଡାଇରିଆ, ମୁଣ୍ଡ ବ୍ୟଥା ହେବା ବୋଲି ରହିଛି।

ନିକଟରେ ଡିସେମ୍ବର ୧୯ରେ ଡାଉନିଂ ଷ୍ଟ୍ରିଟରେ ଭିଡିଓ କନଫରେନସିଂ ଜରିଆରେ ସାମ୍ବାଦିକ ସମ୍ମିଳନୀ କରି ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନଶନ କରୋନାର ନୂଆ ରୂପ ବାବଦରେ କହିଥିଲେ। ଏହି ଭାଇରସ ଲଣ୍ଡନ ଏବଂ ଇଂଲଣ୍ଡର ଦକ୍ଷିଣ-ପୂର୍ବରେ ଶୀଘ୍ର ବ୍ୟାପିଛୁ ବୋଲି କହିଥିଲେ। ଏବେ ଚିହ୍ନଟ ହେଉଥିବା ଭାଇରସ ୭୦ ପ୍ରତିଶତ ଅଧିକ ସଂକ୍ରାମକ ହୋଇପାରେ ବୋଲି ବୋରିଶ କହିଥିଲେ।

ସେହିପରି ବ୍ରିଟେନର ସ୍ୱାସ୍ଥ୍ୟ ସଚିବ ମ୍ୟାଟ୍ ହେନକାର୍କ ଗତକାଲି କରୋନା ବାବଦରେ ସୂଚନା ଦେଇ କହିଥିଲେ ୟୁକେରେ ଦଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନେ ଦକ୍ଷିଣ ଆଫ୍ରିକା ଯାତ୍ରା କରିଥିଲେ। ଏବେ ଏହି ଦୁଇ ଜଣ ବ୍ରିଟେନ ନାଗରିକଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି। ଏମିତିକି ୧୫ ଦିନ ତଳେ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ସମସ୍ତ ନାଗରିକଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story