ତାମିଲନାଡୁରେ ପ୍ରଥମ ଜୀବନ ନେଲା କରୋନା

ଚେନ୍ନାଇ: କିଲର କରୋନା ଭାଇରସରେ ତାମିଲନାଡୁରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ମଦୁରାଇର ବାସିନ୍ଦା। କରୋନାରେ ଆକ୍ରାନ୍ତ ହେବା ପରେ ମଦୁରାଇରେ ଥିବା ରାଜାଜି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଗତକାଲି ବିଳମ୍ୱିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି। ଏ ନେଇ ତାମିଲନାଡୁର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଚର ସି ବିଜୟବସ୍କର ସୂଚନା ଦେଇଛନ୍ତି। ଆଉ ଏହା ସହିତ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୧୧ରେ ପହଞ୍ଚିଛି। ମୃତକ ଜଣଙ୍କ ଉଚ୍ଚ ରକ୍ତଚାପ ଓ ହୃଦରୋଗରେ ଆକ୍ରାନ୍ତ ଥିଲେ। […]

RAJAJI HOSPITAL TAMILNADU

RAJAJI HOSPITAL TAMILNADU

Subhransu Sekhar
  • Published: Wednesday, 25 March 2020
  • Updated: 25 March 2020, 10:47 AM IST

ଚେନ୍ନାଇ: କିଲର କରୋନା ଭାଇରସରେ ତାମିଲନାଡୁରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ମଦୁରାଇର ବାସିନ୍ଦା। କରୋନାରେ ଆକ୍ରାନ୍ତ ହେବା ପରେ ମଦୁରାଇରେ ଥିବା ରାଜାଜି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଗତକାଲି ବିଳମ୍ୱିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି। ଏ ନେଇ ତାମିଲନାଡୁର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଚର ସି ବିଜୟବସ୍କର ସୂଚନା ଦେଇଛନ୍ତି। ଆଉ ଏହା ସହିତ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୧୧ରେ ପହଞ୍ଚିଛି।

ମୃତକ ଜଣଙ୍କ ଉଚ୍ଚ ରକ୍ତଚାପ ଓ ହୃଦରୋଗରେ ଆକ୍ରାନ୍ତ ଥିଲେ। ସେ ବିଦେଶ ଗସ୍ତ କରି ନଥିଲେ। ତେଣୁ ସେ କାହା ସଂସ୍ପର୍ଶରେ ଆସିବା ପରେ କରୋନାରେ ଆକ୍ରାନ୍ତ ହେଲେ ସେ ନେଇ ଅନୁଧ୍ୟାନ କରାଯାଉଛି ବୋଲି ତାମିଲନାଡୁର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।

https://twitter.com/ANI/status/1242560420797247488

ସେହିପରି ମଙ୍ଗଳବାର ଦିଲ୍ଲୀରେ ଜଣଙ୍କର ମୃତ୍ୟୁ ହୋଇଥିଲା। ଦିଲ୍ଲୀରେ ଏଯାବତ ଦୁଇ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଏଥିସହ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୩୫ ଅତିକ୍ରମ କରିଛି। ୩୫ ଜଣ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି। କରୋନା ବ୍ୟାପୁଥିବା ଦେଖି କେନ୍ଦ୍ର ସରକାର ବୁଧବାର ମଧ୍ୟରାତ୍ରୀରୁ ଲକ୍ ଡାଉନ୍ ଘୋଷଣା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story