ଛଦ୍ମବେଶରେ ହସ୍ପିଟାଲରୁ ଖସି ଯାଇଥିଲେ କରୋନା ଆକ୍ରାନ୍ତ କଏଦୀ, ଏବେ ଧରାପଡ଼ିଲା

ଜିନ୍ଦ: କ୍ୱାରେଣ୍ଟାଇନ ସେଣ୍ଟରରୁ ଅନେକ ଲୋକ ଖସି ଯାଇଥିବା ଖବର ଆପଣ ଶୁଣିଥିବେ। ହେଲେ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ କଏଦୀ କେମିତି ଛଦ୍ମବେଶରେ ଚମ୍ପଟ ମାରିଥିଲେ, ସେକଥା ହୁଏତ ଆପଣ କେବେ ଶୁଣି ନଥିବେ। କିନ୍ତୁ ହରିଆଣାର ଜିନ୍ଦରେ ଏମିତି ଏକ ଘଟଣା ଘଟିଛି। ଜେଲରେ ଥିବା ଜଣେ କଏଦୀ କରୋନାରେ ଆକ୍ରାନ୍ତ ହେବାରୁ ତାଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ସେ କୌଶଳ କ୍ରମେ ଡାକ୍ତର ଓ […]

do

do

Hemant Lenka
  • Published: Wednesday, 10 June 2020
  • Updated: 10 June 2020, 08:38 PM IST

Sports

Latest News

ଜିନ୍ଦ: କ୍ୱାରେଣ୍ଟାଇନ ସେଣ୍ଟରରୁ ଅନେକ ଲୋକ ଖସି ଯାଇଥିବା ଖବର ଆପଣ ଶୁଣିଥିବେ। ହେଲେ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ କଏଦୀ କେମିତି ଛଦ୍ମବେଶରେ ଚମ୍ପଟ ମାରିଥିଲେ, ସେକଥା ହୁଏତ ଆପଣ କେବେ ଶୁଣି ନଥିବେ। କିନ୍ତୁ ହରିଆଣାର ଜିନ୍ଦରେ ଏମିତି ଏକ ଘଟଣା ଘଟିଛି।

ଜେଲରେ ଥିବା ଜଣେ କଏଦୀ କରୋନାରେ ଆକ୍ରାନ୍ତ ହେବାରୁ ତାଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ସେ କୌଶଳ କ୍ରମେ ଡାକ୍ତର ଓ ନର୍ସମାନେ କରୋନା ଚିକିତ୍ସା ବେଳେ ପିନ୍ଧୁଥିବା ପିପିଇ କିଟ୍‌କୁ ଖସିବା ପାଇଁ ବ୍ୟବହାର କରିଥିଲେ। ସେ ପିପିଇ କିଟ୍‌ ପିନ୍ଧି ହସ୍ପିଟାଲରୁ ଚମ୍ପଟ ମାରିବାରେ ସକ୍ଷମ ହୋଇଥିଲେ। ପୁଲିସ୍‌ ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଆଗରେ ସେ ଯାଉଥିଲେ ହେଁ କେହି ବି ତାଙ୍କୁ ଚିହ୍ନି ପାରି ନଥିଲେ।

ହେଲେ ପରବର୍ତ୍ତୀ ଅବସ୍ଥାରେ ପୂରା ଘଟଣା ସାମ୍ନାକୁ ଆସିଥିଲା ଓ ଶେଷରେ ପୁଲିସ୍‌ ତାଙ୍କୁ ଗିରଫ ମଧ୍ୟ କରିଛି। ବରିଷ୍ଠ ପୁଲିସ୍‌ ଅଧିକାରୀ ଧର୍ମବୀର ସିଂହ କହିଛନ୍ତି, ବ୍ୟକ୍ତି ଜଣଙ୍କ କରୋନାରେ ଆକ୍ରାନ୍ତ ହେବାରୁ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ସେ ପିପିଇ ପିନ୍ଧି ଝରକା ଭାଙ୍ଗି ଖସି ଯାଇଥିଲେ।

ସିସିଟିଭ ଫୁଟେଜ ଅନୁଧ୍ୟାନ କରିବା ବେଳେ ବ୍ୟକ୍ତି ଜଣଙ୍କ ହସ୍ପିଟାଲର ଅନ୍ୟ କର୍ମଚାରୀଙ୍କ ଭଳି ପିପିଇ କିଟ୍‌ ପିନ୍ଧି ଖସି ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। କରିଡର ମଧ୍ୟରେ ସେ ଯାଉଥିବା ଆଉ ଏକ ଦୃଶ୍ୟ ସାମ୍ନାକୁ ଆସିଥିଲା। ଶେଷରେ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ତାଙ୍କୁ ଗିରଫ କରାଯାଇଛି। ଏବେ ସେ ପୁଣି ହସ୍ପିଟାଲରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story