ନିମୋନିଆ ରୋଗୀଙ୍କର ହେବ କରୋନା ଟେଷ୍ଟ

ନୂଆଦିଲ୍ଲୀ: କରୋନା ଭାଇରସର ମୁକାବିଲା ପାଇଁ ସରକାର ରଣନୀତିରେ ପରିବର୍ତ୍ତନ କରିଛନ୍ତି। ଏଣିକି ନିମୋନିଆ ରୋଗୀଙ୍କର ମଧ୍ୟ କରୋନା ଟେଷ୍ଟ ହେବ ବୋଲି କେନ୍ଦ୍ର ସରକାର କହିଛନ୍ତି। ଶୁକ୍ରବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏ ନେଇ ସମସ୍ତ ରାଜ୍ୟ ସରକାରଙ୍କୁ ଅବଗତ କରାଇଛନ୍ତି। ଏଣିକି ଯେଉଁ ହସ୍ପିଟାଲରେ ନିମୋନିଆ ରୋଗୀ ଥିବେ ସୋମନଙ୍କ ବାବଦରେ ହସ୍ପିଟାଲ କତ୍ତୃପକ୍ଷ ଏନସିଡିସି କିମ୍ୱା ଆଇଡିଏସପିକୁ ସୂଚନା ଦେବେ। ହସ୍ପିଟାଲରେ କୋଭିଡ-୧୯ ରୋଗୀ ବା ନିମୋନିଆ ରୋଗୀ ଭର୍ତ୍ତି ହେବା ମାତ୍ରେ […]

corona ward

corona ward

Subhransu Sekhar
  • Published: Saturday, 21 March 2020
  • Updated: 21 March 2020, 06:06 PM IST

Sports

Latest News

ନୂଆଦିଲ୍ଲୀ: କରୋନା ଭାଇରସର ମୁକାବିଲା ପାଇଁ ସରକାର ରଣନୀତିରେ ପରିବର୍ତ୍ତନ କରିଛନ୍ତି। ଏଣିକି ନିମୋନିଆ ରୋଗୀଙ୍କର ମଧ୍ୟ କରୋନା ଟେଷ୍ଟ ହେବ ବୋଲି କେନ୍ଦ୍ର ସରକାର କହିଛନ୍ତି। ଶୁକ୍ରବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏ ନେଇ ସମସ୍ତ ରାଜ୍ୟ ସରକାରଙ୍କୁ ଅବଗତ କରାଇଛନ୍ତି। ଏଣିକି ଯେଉଁ ହସ୍ପିଟାଲରେ ନିମୋନିଆ ରୋଗୀ ଥିବେ ସୋମନଙ୍କ ବାବଦରେ ହସ୍ପିଟାଲ କତ୍ତୃପକ୍ଷ ଏନସିଡିସି କିମ୍ୱା ଆଇଡିଏସପିକୁ ସୂଚନା ଦେବେ। ହସ୍ପିଟାଲରେ କୋଭିଡ-୧୯ ରୋଗୀ ବା ନିମୋନିଆ ରୋଗୀ ଭର୍ତ୍ତି ହେବା ମାତ୍ରେ ସୂଚନା ଏନସିଡିସି କିମ୍ୱା ଆଇଡିଏସପିକୁ ସୂଚନା ଦେବାକୁ କୁହାଯାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ହସ୍ପିଟାଲ ଓ ମେଡିକାଲ କଲେଜକୁ ପର୍ଯ୍ୟାପ୍ତ ପରିମାଣରେ ଭେଣ୍ଟିଲେଟର ଏବଂ ଅକ୍ସିଜେନ ନଳୀ କିଣିବାକୁ କହିବା ସହିଚ ହସ୍ପିଟାଲରେ ଗହଳି କମ୍ କରିବାକୁ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos