କାର୍‌ ଆସିଲାଣି ମୁଁ ଯାଉଛି, କୋର୍ଟ କାମ ଛାଡ଼ି ଚାଲିଗଲେ ଷ୍ଟେନୋ, ତା ପରେ କଣ ହେଲା

  ନୂଆଦିଲ୍ଲୀ: ଆପଣ କେବେ ଶୁଣିଛନ୍ତି କି ଅଦାଲତ ଚାଲିଥିବା ବେଳେ କୌଣସି ଷ୍ଟାଫ୍‌ ତରତର ହୋଇ ଘରକୁ ଚାଲିଯିବାର। ଆଉ ଏହି ଘଟଣା ପରେ ଦୀର୍ଘ ସମୟ ଧରି କୋର୍ଟ ବନ୍ଦ ରହିବ।  ଆପଣଙ୍କୁ ବିଶ୍ୱାସ ନହେଲେ ବି କଥାଟା ଏକଦମ୍‌ ସତ। ଏପରି ଘଟଣା ଘଟିଛି ଦିଲ୍ଲୀର ତିସ୍‌ ହଜାରୀ କୋର୍ଟ୍ସ କମ୍ଲେକ୍ସରେ।  ଏକ ମାମଲାରେ କୋର୍ଟରେ ଭିଡିଓ କନଫେରେସିଂ ଜରିଆରେ ଶୁଣାଣି ଚାଲିଥିଲା। ଏହି ସମୟରେ କୋର୍ଟରେ କାର୍ଯ୍ୟରତ ଜଣେ ମହିଳା ଷ୍ଟେନୋଗ୍ରାଫର […]

dc-Cover-fikjf1h3p5cpgp0a5ldog6ui60-20170526074349.Medi

Rakesh Mallick
  • Published: Wednesday, 31 May 2017
  • Updated: 31 May 2017, 08:46 PM IST

Sports

Latest News

ନୂଆଦିଲ୍ଲୀ: ଆପଣ କେବେ ଶୁଣିଛନ୍ତି କି ଅଦାଲତ ଚାଲିଥିବା ବେଳେ କୌଣସି ଷ୍ଟାଫ୍‌ ତରତର ହୋଇ ଘରକୁ ଚାଲିଯିବାର। ଆଉ ଏହି ଘଟଣା ପରେ ଦୀର୍ଘ ସମୟ ଧରି କୋର୍ଟ ବନ୍ଦ ରହିବ।  ଆପଣଙ୍କୁ ବିଶ୍ୱାସ ନହେଲେ ବି କଥାଟା ଏକଦମ୍‌ ସତ। ଏପରି ଘଟଣା ଘଟିଛି ଦିଲ୍ଲୀର ତିସ୍‌ ହଜାରୀ କୋର୍ଟ୍ସ କମ୍ଲେକ୍ସରେ।

 ଏକ ମାମଲାରେ କୋର୍ଟରେ ଭିଡିଓ କନଫେରେସିଂ ଜରିଆରେ ଶୁଣାଣି ଚାଲିଥିଲା। ଏହି ସମୟରେ କୋର୍ଟରେ କାର୍ଯ୍ୟରତ ଜଣେ ମହିଳା ଷ୍ଟେନୋଗ୍ରାଫର ହଠାତ୍‌ ନିଜ କାମରୁ ଉଠି ଘରକୁ ଚାଲିଯାଇଥିଲେ। ଏହାପରେ କୋର୍ଟର କାର୍ଯ୍ୟ ବନ୍ଦ ହୋଇ ଯାଇଥିଲା। କାରଣ ପୁରା ପ୍ରୋସିଡିଂର ରେକର୍ଡ ଲେଖିବା ଦାୟିତ୍ୱ ତାଙ୍କ ଉପରେ ଥିଲା। ଏଥିପାଇଁ କୋର୍ଟକୁ ପୁଣି ଥରେ ଆରମ୍ଭ କରିବା ପାଇଁ ଆହୁରି ୫୧୦ ମିନିଟ୍‌ ଅପେକ୍ଷା କରିବାକୁ ପଡିଥିଲା।  ଫଳରେ ଅନ୍ୟ ଜଣେ ଷ୍ଟେନୋଗ୍ରଫର ଆସିବା ପରେ କୋର୍ଟର କାର୍ଯ୍ୟ ପୁଣି ଆରମ୍ଭ ହୋଇଥିଲା। ଏନେଇ ମହିଳା ଷ୍ଟେନୋଗ୍ରଫରଙ୍କୁ ପଚରା ଯିବାରୁ ସେ କହିଥିଲେ ଯେ ତାଙ୍କ ଟ୍ୟାକ୍ସି ବାହାରେ ଅପେକ୍ଷା କରିଥିବାରୁ ସେ ଘରକୁ ଯାଉଛନ୍ତି।

ଏହି ଘଟଣା ପରେ ଜଜ୍‌ ସମ୍ପୃକ୍ତ ମହିଳାଙ୍କୁ ଭର୍ତ୍ସନା କରିବା ସହ ଚେତାବନୀ ମଧ୍ୟ ଦେଇଛନ୍ତି। ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ନିଯୁକ୍ତି ପାଇଥିଲେ ମଧ୍ୟ ଏହାର ମୂଲ୍ୟ ନ ବୁଝି ମହିଳା ଜଣଙ୍କ କୋର୍ଟ ଚାଲିଥିବା ବେଳେ ଘରକୁ ଚାଲିଯାଇଥିବା ଘଟଣା ଏବେ ଚର୍ଚ୍ଚାରେ । ଏହି ଘଟଣା ଗତ ସପ୍ତାହରେ ଘଟିଥିଲା। ମହିଳା ଷ୍ଟେନୋଗ୍ରାଫରଙ୍କ ଡ୍ୟୁଟି ସମୟ ସଂଧ୍ୟା ୫ଟା ପର୍ଯ୍ୟନ୍ତ ରହିଥିବା ବେଳେ କୋର୍ଟ ଚାଲିଥିବା ସମୟରେ ସେ  ଅପରାହ୍ନ ୪.୨୫ ମିନିଟରେ ଘରକୁ ଚାଲିଯାଇଥିଲେ।  

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story