'ଜୁନ୍-ଜୁଲାଇରେ ବଢ଼ିବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା'

ନୂଆଦିଲ୍ଲୀ: ଦେଶରେ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଜୁନ୍ ଏବଂ ଜୁଲାଇ ବେଳକୁ କରୋନା ଆହୁରି ଦୌରାତ୍ମ୍ୟ ଦେଖାଇବ ବୋଲି ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି। ଦେଶରେ ବଢ଼ୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦେଖି ଗୁଲେରିଆ ଏଭଳି କହିଛନ୍ତି। ଲକଡାଉନ ପାଇଁ ଅନ୍ୟ ଦେଶ ତୁଳନାରେ ଭାରତରେ କରୋନା ସଂକ୍ରମିତ କମ୍ ରହିଛନ୍ତି ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି, କରୋନା କେତେ ଦିନ ପର୍ଯ୍ୟନ୍ତ କରୋନା ପ୍ରକୋପ ଦେଖାଇବ ତାହା […]

aiims_randeep guleria

aiims_randeep guleria

Subhransu Sekhar
  • Published: Thursday, 07 May 2020
  • Updated: 07 May 2020, 08:24 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଜୁନ୍ ଏବଂ ଜୁଲାଇ ବେଳକୁ କରୋନା ଆହୁରି ଦୌରାତ୍ମ୍ୟ ଦେଖାଇବ ବୋଲି ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି। ଦେଶରେ ବଢ଼ୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦେଖି ଗୁଲେରିଆ ଏଭଳି କହିଛନ୍ତି। ଲକଡାଉନ ପାଇଁ ଅନ୍ୟ ଦେଶ ତୁଳନାରେ ଭାରତରେ କରୋନା ସଂକ୍ରମିତ କମ୍ ରହିଛନ୍ତି ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି, କରୋନା କେତେ ଦିନ ପର୍ଯ୍ୟନ୍ତ କରୋନା ପ୍ରକୋପ ଦେଖାଇବ ତାହା ଏବେ ଆକଳନ କରିହେବନି। କିନ୍ତୁ ଏହା ସତ, ଥରେ ଗୋଟିଏ ରୋଗ ଦୌରାତ୍ମ୍ୟ ଦେଖାଇବ ମାନେ କିଛି ଦିନ ପରେ ଏହା କମିବ। ଜୁନ୍ ମାସରେ କୋରୋନା ଅଧିକ ପ୍ରକୋପ ଦେଖାଇବ ଯଦି ପରେ ଆକ୍ରାନ୍ତଙ୍କ ସଂଖ୍ୟା କମିବ ବୋଲି ସେ କହିଛନ୍ତି। ଏବେ କରୋନା ଟେଷ୍ଟ ବଢ଼ିଛି। ତେଣୁ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି ବୋଲି ଗୁଲେରିଆ କହିଛନ୍ତି।

ସୂଚନାଯୋଗ୍ୟ, ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨, ୯୫୨ ପହଞ୍ଚିଛି। ୩୫,୯୦୨ ଜଣ ଚିକିତ୍ସାଧୀନ ଥିବାବେଳେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ୧୫, ୨୬୭। ମୃତକଙ୍କ ସଂଖ୍ୟା ୧,୭୮୩ ଛୁଇଁଥିବା ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story