ଭଲ ଖବର: ୩ ମାସ ଭିତରେ ଲୋକଙ୍କୁ ମିଳିବ କରୋନା ଟିକା

ଲଣ୍ଡନ: ମହାମାରୀ କରୋନା ସଂକ୍ରମଣ ସମୟରେ ଟିକାକୁ ନେଇ ଭଲ ଖବର ଆସିଛି। ଆସନ୍ତା ୩ ମାସ ଭିତରେ ସାଧାରଣ ଲୋକଙ୍କ ପାଇଁ କରୋନାକୁ ମାତ ଦେଇପାରୁ ଥିବା ଟିକା ବଜାରକୁ ଆସିବ। ବ୍ରିଟେନ ସରକାରଙ୍କ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି। ବ୍ରିଟେନରେ କରୋନା ଟିକା ଉପରେ ଗବେଷଣା କରୁଥିବା ବୈଜ୍ଞାନିକଙ୍କ ମତକୁ ଉଦ୍ଧାର କରି ଟାଇମ୍ସରେ ଏ ସମ୍ପର୍କିତ ଖବର ପ୍ରକାଶ ପାଇଛି। ଏଥିରେ ପ୍ରକାଶିତ ଖବର ଅନୁଯାୟୀ, ଅକ୍ସଫୋର୍ଡ ଟିକା ଉପରେ ବୈଜ୍ଞାନିକମାନେ କାମ […]

c

c

Hemant Lenka
  • Published: Saturday, 03 October 2020
  • Updated: 03 October 2020, 03:24 PM IST

Sports

Latest News

ଲଣ୍ଡନ: ମହାମାରୀ କରୋନା ସଂକ୍ରମଣ ସମୟରେ ଟିକାକୁ ନେଇ ଭଲ ଖବର ଆସିଛି। ଆସନ୍ତା ୩ ମାସ ଭିତରେ ସାଧାରଣ ଲୋକଙ୍କ ପାଇଁ କରୋନାକୁ ମାତ ଦେଇପାରୁ ଥିବା ଟିକା ବଜାରକୁ ଆସିବ। ବ୍ରିଟେନ ସରକାରଙ୍କ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି। ବ୍ରିଟେନରେ କରୋନା ଟିକା ଉପରେ ଗବେଷଣା କରୁଥିବା ବୈଜ୍ଞାନିକଙ୍କ ମତକୁ ଉଦ୍ଧାର କରି ଟାଇମ୍ସରେ ଏ ସମ୍ପର୍କିତ ଖବର ପ୍ରକାଶ ପାଇଛି।

ଏଥିରେ ପ୍ରକାଶିତ ଖବର ଅନୁଯାୟୀ, ଅକ୍ସଫୋର୍ଡ ଟିକା ଉପରେ ବୈଜ୍ଞାନିକମାନେ କାମ ଜାରି ରଖିଛନ୍ତି। ସେମାନଙ୍କର ଆଶା ୩ ମାସରୁ ବି କମ ସମୟରେ ଏହି ଟିକାକୁ ସରକାରଙ୍କ ମଞ୍ଜୁରୀ ମିଳିବ। ଏହାପରେ ଏହା ବଜାରକୁ ପ୍ରବେଶ କରିବ। ବିଶେଷଜ୍ଞମାନଙ୍କ ଆକଳନର ଯଥେଷ୍ଟ ପୂର୍ବରୁ ହିଁ ଦେଶରେ କରୋନା ଟିକା ପ୍ରଦାନ ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହେବ।

ତେବେ ପ୍ରାଥମିକ ପର୍ଯ୍ୟାୟରେ ଶିଶୁମାନଙ୍କୁ ଏହି କାର୍ଯ୍ୟକ୍ରମରୁ ବାଦ ଦିଆଯିବ। କିନ୍ତୁ ସମସ୍ତ ପ୍ରାପ୍ତ ବୟସ୍କଙ୍କୁ ଟିକା ଦେଇ ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ୬ ମାସ ମଧ୍ୟରେ ହିଁ ସମସ୍ତଙ୍କୁ ଟିକା ଦିଆଯିବ।

ଦି ୟୁରୋପିଆନ ମେଡିସିନ୍ସ ଏଜେନ୍ସି(ଇଏମଏ) ଗୁରୁବାର ଆଷ୍ଟ୍ରାଜେନେକା ଓ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତ ହୋଇଥିବା କରୋନା ଟିକାର ସମୀକ୍ଷା କରିଛି। କେବେ ଠିକ୍‌ ଭାବେ ଏହି ଟିକା ଲୋକଙ୍କ ପାଖରେ ପହଞ୍ଚି ପାରିବ, ତା’ର ସମୀକ୍ଷା ଇଏମଇ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story