କରୋନା ଚିକିତ୍ସା ପାଇଁ ଆସିଲା ଔଷଧ, ବଟିକାର ଦାମ୍ ୧୦୩ ଟଙ୍କା

ନୂଆଦିଲ୍ଲୀ: ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ କମ୍ପାନୀ କୋଭିଡ୍-୧୯ ଆକ୍ରାନ୍ତଙ୍କ ପାଇଁ ଔଷଧ ତିଆରି କରିଛି। ଶନିବାର ଏ ବାବଦରେ କମ୍ପାନୀ ସୂଚନା ଦେଇଛି। ଯେଉଁମାନେ କରୋନାରେ ସାଧାରଣ ଭାବରେ ଆକ୍ରାନ୍ତ ଥିବେ ସେମାନେ ଏହି ଔଷଧକୁ ବ୍ୟବହାର କରିବେ। ଏହି ଔଷଧର ନାମ ଫେବିପିରାବିର ରହିଛି। ଫେବିଫ୍ଲୁ ବ୍ରାଣ୍ଡ ନାମରେ କମ୍ପାନୀ ଏହି ଔଷଧ ପ୍ରସ୍ତୁତ କରିଛି। ମୁମ୍ୱାଇରେ ଏହି ଫାର୍ମାସ୍ୟୁଟିକାଲ କମ୍ପାନୀ ରହିଛି। ଏହି ଔଷଧର ମାର୍କେଟିଂ ପାଇଁ ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିସିସିଆଇ) ପାଖରୁ ଅନୁମତି […]

favipiravir

favipiravir

Subhransu Sekhar
  • Published: Saturday, 20 June 2020
  • Updated: 20 June 2020, 04:54 PM IST

Sports

Latest News

ନୂଆଦିଲ୍ଲୀ: ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ କମ୍ପାନୀ କୋଭିଡ୍-୧୯ ଆକ୍ରାନ୍ତଙ୍କ ପାଇଁ ଔଷଧ ତିଆରି କରିଛି। ଶନିବାର ଏ ବାବଦରେ କମ୍ପାନୀ ସୂଚନା ଦେଇଛି। ଯେଉଁମାନେ କରୋନାରେ ସାଧାରଣ ଭାବରେ ଆକ୍ରାନ୍ତ ଥିବେ ସେମାନେ ଏହି ଔଷଧକୁ ବ୍ୟବହାର କରିବେ। ଏହି ଔଷଧର ନାମ ଫେବିପିରାବିର ରହିଛି। ଫେବିଫ୍ଲୁ ବ୍ରାଣ୍ଡ ନାମରେ କମ୍ପାନୀ ଏହି ଔଷଧ ପ୍ରସ୍ତୁତ କରିଛି। ମୁମ୍ୱାଇରେ ଏହି ଫାର୍ମାସ୍ୟୁଟିକାଲ କମ୍ପାନୀ ରହିଛି।

ଏହି ଔଷଧର ମାର୍କେଟିଂ ପାଇଁ ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିସିସିଆଇ) ପାଖରୁ ଅନୁମତି ମିଳିଛି ବୋଲି ଗ୍ଲେନମାର୍କ କମ୍ପାନୀର ନିର୍ଦ୍ଦେଶକ ଗ୍ଲେନ୍ ସଲଦାହ୍ନା କହିଛନ୍ତି। କ୍ଲିନିକାଲ ପରୀକ୍ଷାରେ ଫେବିଫ୍ଲୁ ସଫଳ ସଫଳ ହୋଇଛି। ଯେଉଁମାନେ କରୋନାରେ ଅଳ୍ପ ପ୍ରଭାବିତ ହୋଇଥିବେ ସେମାନଙ୍କ ଉପରେ ଏହି ଔଷଧ ସଫଳ ସାବ୍ୟସ୍ତ ହେବ ବୋଲି ସେ କହିଛନ୍ତି। ତେବେ ଡାକ୍ତରଙ୍କ ପରାମର୍ଶ କ୍ରମେ ଏହି ଔଷଧ ଖାଇବା ଦରକାର ବୋଲି ସେ କହିଛନ୍ତି। ଗୋଟିଏ ବଟିକାର ଦାମ ୧୦୩ ଟଙ୍କା ରହିଛି।

ପ୍ରଥମେ ୧୮୦୦ ଏମଜିର ଦୁଇଟି ଟାବଲେଟ୍ ଖାଇବାକୁ ହେବ। ଏହାପରେ ୧୪ ଦିନ ଯାଏ ୮୦୦ ଏମଜିର ଦିନକୁ ଦୁଇଟି ବଟିକା ଖାଇବା ଦରକାର ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story