ମହିଳା କୋଚ୍‌ରେ ଏମିତି କାମ କରୁଥିଲେ ଦିନେଶ୍, ସିସିଟିଭିରେ ଧରାପଡ଼ିଲେ

ମୁମ୍ବାଇ: ଅଜବ ମାନସିକତା। ଅଦ୍ଭୁତ କାଣ୍ଡ। ଟ୍ରେନ୍‌ରେ ମହିଳାଙ୍କ ପାଇଁ ଉର୍ଦ୍ଦିଷ୍ଟ ବଗିରେ ହସ୍ତମୈଥୁନ କରିବା ଏବଂ ମଳତ୍ୟାଗ କରିବା ଅଭିଯୋଗରେ ପୁଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ କରଜତ୍‌ରେ ରହୁଥିବା ଦିନେଶ ଲକ୍ଷ୍ମଣ ଦୁର୍ଭେ ।

ଦିନେଶଙ୍କୁ ମୁମ୍ବାଇର ଆର୍‌ପିଏଫ ଗିରଫ କରିଛି। ଦିନେଶ ମୁମ୍ବାଇର ମୁଖ୍ୟ ତଥା ଛତ୍ରପତି ଶିବାଜୀ ଟର୍ମିନସ୍‌ ରେଲୱେ ଷ୍ଟେଶନ(CSMT )ରେ ନିୟମିତ ଏଭଳି କାଣ୍ଡ କରି ଆସୁଥିଲେ। ତେବେ ଗିରଫ ପରେ  ଅଭିଯୁକ୍ତ ଦିନେଶ ଘଟଣାକୁ ନେଇ ସ୍ୱିକାର କରିବା ସହ ଏମିତି କାମରୁ ତାଙ୍କୁ  ଖୁସି ମିଳୁଥିଲା ବୋଲି କହିଛନ୍ତି।

ପୁଲିସ କହିବା ଅନୁଯାୟୀ ଗତ ମାସେ ହେଲା ଯୁବକ ଜଣକ ପାଖାପାଖି ୧୦ଟି ଲୋକାଲ ଟ୍ରେନ୍‌କୁ ଏମିତି ଟାର୍ଗେଟ କରୁଥିଲା। ତେବେ ଏହି ସବୁ ଦୃଶ୍ୟ ସିସିଟିଭି କ୍ୟାମେରାରେ ଧରାପଡ଼ିଥିଲା।

ଦିନେଶ ଜଣେ ଶ୍ରମିକଭାବେ କାମ କରନ୍ତି। ସବୁଦିନ ରାତିରେ ଦିନେଶ ଏହି ଷ୍ଟେଶନକୁ ଶୋଇବାକୁ ଆସନ୍ତି ଆଉ ଏଠାରେ ରହୁଥିବା ଟ୍ରେନ୍‌ ଗୁଡ଼ିକରେ ମହିଳା କୋଚ୍‌କୁ ଯାଇ ହସ୍ତମୈଥୁନ କରୁ ଥିଲେ। ସେହିପରି ମଳ ତ୍ୟାଗ କରି ବଗି ଭିତରେ ପକାଉଥିଲେ। ତେବେ ଏସବୁ ଦୃଶ୍ୟ ସିସିଟିଭିରେ ଧରାପଡ଼ିବା ପରେ ପୁଲିସ ତାଙ୍କୁ ଧାରା ୧୪୫(ବି), ୧୪୭ ଏବଂ ୧୬୨ତଥା ରେଲୱେ ଆକ୍ଟରେ ଗିରଫ କରିଛି।

ସୌଜନ୍ୟ:ଟାଇମ୍‌ସ ଅଫ୍‌ ଇଣ୍ଡିଆ

ଆହୁରି ପଢ଼ନ୍ତୁ

ଫେବୃଆରୀ ସୁଦ୍ଧା ଅଧା ଭାରତୀୟ କରୋନାରେ ଆକ୍ରାନ୍ତ ହୋଇପାରନ୍ତି: ସରକାରୀ ପ୍ୟାନେଲ

ମଉଳି ଗଲା ଲ’ ଛାତ୍ରୀଙ୍କ ଲଭଷ୍ଟୋରୀ, ମାରିଦେଲା ପ୍ରେମିକ

ପୁଲିସ୍‌ ଇନସପେକ୍ଟରଙ୍କୁ ଗୁଳି କରି ଆତଙ୍କୀଙ୍କ ହତ୍ୟା

ଚାଇନାକୁ ଚେକ୍‌: ଭାରତୀୟ ନୌସେନାର ଯୁଦ୍ଧାଭ୍ୟାସରେ ସାମିଲ ହେବ ଅଷ୍ଟ୍ରେଲିଆ

ମଇଁଷି ଉପରେ ବସି ଆସିଲେ, ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ

ଉପମୁଖ୍ୟମନ୍ତ୍ରୀଙ୍କ ପରିବାରର ୭ ଜଣଙ୍କୁ କରୋନା, ପୁଅଙ୍କ ଅବସ୍ଥା ସାଂଘାତିକ

ବ୍ୟାନ୍‌ ପରେ ପୁଣି ଫେରିଲା ଟିକଟକ୍‌

ୟୁପି ଗୁଳିକାଣ୍ତ: ଅଭିଯୁକ୍ତଙ୍କୁ ସମର୍ଥନ କରିବାରୁ ବିଜେପି ବିଧାୟକଙ୍କୁ ନଡ୍ଡାଙ୍କ ନୋଟିସ

ପୂଜା ମଣ୍ଡପକୁ ଲୋକଙ୍କ ପାଇଁ ନୋ-ଏଣ୍ଟ୍ରି ଜୋନ୍ ଘୋଷଣା କଲେ କୋର୍ଟ

କରୋନାର ସମ୍ଭାବ୍ୟ ଚିକିତ୍ସା ପଦ୍ଧତି ବାହାର କରିଥିବା ନାବାଳିକା ଜିତିଲେ ୨୫ ହଜାର ଡଲାର୍‌

ଗଞ୍ଜେଇ ଖାଇଲେ ଫୁସଫୁସର କ୍ଷତି କରିପାରିବ ନାହିଁ କରୋନା!

ଲଦାଖରୁ ଧରାପଡ଼ିଲେ ଚାଇନା ଯବାନ, ପ୍ରତିରକ୍ଷା ଦସ୍ତାବିଜ୍ ମିଳିଲା