ମରିଗଲା ମାନବିକତା, ରାସ୍ତା କଡ଼ ଦୋକାନୀଙ୍କ ଆମ୍ବ ଲୁଟିନେଲେ ଲୋକେ

ନୂଆଦିଲ୍ଲୀ: କରୋନା ଲକଡାଉନ ଓ ସାମାଜିକ ଦୂରତାକୁ ଫୁ’ କରି ଲୋକମାନେ ମଗଣା ଜିନିଷ ମିଳିଲେ କିଛି ବି କରିପାରନ୍ତି ବୋଲି ପୁଣି ପ୍ରମାଣିତ ହୋଇଛି। ସେହିପରି ଲୋକମାନେ ମଗଣା ଜିନିଷ ପାଇଁ ମାନବିକତା ବି ଭୁଲି ଯାଆନ୍ତି। ଦିଲ୍ଲୀରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ଆମ୍ବ ବିକାଳି ରାସ୍ତା କଡ଼ର ଠେଲା ଲଗାଇଥିଲେ। କିଛି ଲୋକ ତାଙ୍କ ସହ ଯୁକ୍ତିତର୍କ କରିବାରୁ ସେ ନିକଟସ୍ଥ ସ୍କୁଲ ପାଖରେ ମାମଲାର ସମାଧାନ କରୁଥିଲେ। ଏହାର […]

yf

yf

Hemant Lenka
  • Published: Friday, 22 May 2020
  • Updated: 22 May 2020, 12:53 PM IST

Sports

Latest News

ନୂଆଦିଲ୍ଲୀ: କରୋନା ଲକଡାଉନ ଓ ସାମାଜିକ ଦୂରତାକୁ ଫୁ’ କରି ଲୋକମାନେ ମଗଣା ଜିନିଷ ମିଳିଲେ କିଛି ବି କରିପାରନ୍ତି ବୋଲି ପୁଣି ପ୍ରମାଣିତ ହୋଇଛି। ସେହିପରି ଲୋକମାନେ ମଗଣା ଜିନିଷ ପାଇଁ ମାନବିକତା ବି ଭୁଲି ଯାଆନ୍ତି।

ଦିଲ୍ଲୀରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ଆମ୍ବ ବିକାଳି ରାସ୍ତା କଡ଼ର ଠେଲା ଲଗାଇଥିଲେ। କିଛି ଲୋକ ତାଙ୍କ ସହ ଯୁକ୍ତିତର୍କ କରିବାରୁ ସେ ନିକଟସ୍ଥ ସ୍କୁଲ ପାଖରେ ମାମଲାର ସମାଧାନ କରୁଥିଲେ। ଏହାର ସୁଯୋଗ ନେଇ ରାସ୍ତାରେ ଯାଉଥିବା ଲୋକମାନେ ତାଙ୍କ ଠେଲା ଲାଗଥିବା ପ୍ରାୟ ୩୦ ହଜାର ଟଙ୍କାର ଆମ୍ବ ଲୁଟ କରିନେଇଛନ୍ତି।

ଠେଲା ବ୍ୟବସାୟୀ ଛୋଟେ କହିଛନ୍ତି, “ଦିଲ୍ଲୀର ଜଗତପୁରୀରେ ମୁଁ ଫଳ ବ୍ୟବସାୟ କରୁଥିଲି। ମୁଁ ରାସ୍ତା କଡ଼ରେ ଠେଲା ଲଗାଇଥିବାରୁ କିଛି ପଡ଼ୋଶୀ ବ୍ୟବସାୟୀ ମୋ ସହ ଯୁକ୍ତି ତର୍କ କରିଥିଲେ। ନିକଟସ୍ଥ ସ୍କୁଲ ପାଖରେ ଆମର ପାଟିତୁଣ୍ଡ ଚାଲିଥିବା ବେଳେ ମୋ ଠେଲା ଏଠି ରହିଥିଲା।

ଠେଲା ପାଖରେ କେହି ନଥିବାରୁ ଏହାର ସୁଯୋଗ ନେଇ ରାସ୍ତାରେ ଯାଉଥିବା ଲୋକମାନେ ଏହାକୁ ଲୁଟ କରି ନେଇଥିଲେ। ମୋ ପାଖରେ ପ୍ରାୟ ୩୦ ହଜାର ଟଙ୍କାର ଆମ୍ବ ରହିଥିଲା। ହେଲେ ଏବେ ଗୋଟିଏ ଟଙ୍କାର ବି ଜିନିଷ ନାହିଁ। ଲକଡାଉନ ଯୋଗୁ ବ୍ୟବସାୟ ହ୍ରାସ ପାଇଥିବା ବେଳେ ଏବେ ମୁଁ ଲୁଟର ଶିକାର ହୋଇଛି। ମୋ ମେରୁଦଣ୍ଡ ସଂପୂର୍ଣ୍ଣ ରୂପ ଭାଙ୍ଗି ଯାଇଛି।”

ଘଟଣା ବେଳର ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଲୋକମାନେ କେଉଁଭଳି ଭାବେ ଆମ୍ବକୁ ବିକଳିଆଙ୍କ ଭଳି ଲୁଟ କରୁଛନ୍ତି, ତା’ର ଦୃଶ୍ୟ ରହିଛି। କିଏ ହେଲମେଟ ଭିତରେ ଆମ୍ବ ନେଇ ଯାଉଛି ତ ଆଉ କିଏ ହାତରେ ଆମ୍ବ ନେଇ ଦୌଡ଼ୁଥିବା ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story