ସିୟାଲ: ଦକ୍ଷିଣ କୋରିଆର ସାମୁଦ୍ରିକ ସୀମା ନିକଟରେ ସେନା ଛାଉଣୀ ତିଆରି କରୁଛି ଉତ୍ତର କୋରିଆ। ଦକ୍ଷିଣ କୋରିଆ ପକ୍ଷରୁ ଏହି ଅଭିଯୋଗ କରାଯାଇଛି।
ସମୁଦ୍ର ତଟରେ ସୁରକ୍ଷା ବଳର ଏକ କ୍ୟାମ୍ପ ନିର୍ମାଣ କରାଯାଇଛି। ଦକ୍ଷିଣ କୋରିଆ ପ୍ରତିରକ୍ଷା ମନ୍ତ୍ରଣାଳୟର ପ୍ରବକ୍ତା କିମ୍-ମିନ୍ ସିୟୋକ କହିଛନ୍ତି ଯେ, ଉତ୍ତର କୋରିଆ ସେନା ଦକ୍ଷିଣ କୋରିଆ ସୀମାବର୍ତ୍ତୀ ଦ୍ୱୀପ ୟିଅନପ୍ୟାଗରୁ ପ୍ରାୟ ୪.୫ କିଲୋମିଟର ଦୂରରେ ଅବସ୍ଥିତ ଗାଲ ଦ୍ୱୀପରେ ସେନା ଛାଉଣୀ ନିର୍ମାଣ କରୁଛି। ଏହା ଏକ ନିର୍ଜନ ଅଞ୍ଚଳ । କିମ୍ କହିଛନ୍ତି ଯେ, ଗାଲ ଦ୍ୱୀପର ଭୌଗୋଳିକ ସ୍ଥିତି ଓ ୟିଅନପ୍ୟାଗ ଦ୍ୱୀପ ଠାରୁ ଏହାର କମ୍ ଦୂରତ୍ୱକୁ ଦୃଷ୍ଟିରୁ ରଖି ଉତ୍ତର କୋରିଆ ଏହି ସେନା ଛାଉଣୀ ତିଆରି କରୁଛି । ଏହି ଛାଉଣୀରେ ସେନାର ଯବାନ ମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା କରାଯାଉଛି। ଦ୍ୱାରା ସ୍ଥାପିତ କରାଯାଉଛି । ଆଉ ଏହା ଦକ୍ଷିଣ କୋରିଆର ନାଦେନ୍ ଲିମିଟ୍ ଲାଇନ୍ (ଏନଏଲଏଲ) ଅଭିଯାନ ପାଇଁ ଭାରି ବିପଦ ହୋଇପାରେ ବୋଲି କିମ୍ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପୁଣି ବଢ଼ିବ ବିୟର ଦାମ, ଖୁବଶୀଘ୍ର ଘୋଷଣା କରିବେ ସରକାର
ସରକାର ୨୦୨୪ ଅଗଷ୍ଟରେ ଷ୍ଟ୍ରଙ୍ଗ ବିୟର ବୋତଲ ଗୁଡ଼ିକ ଉପରେ ଅତିରିକ୍ତ ଅବକାରୀ ଟିକସ ଲାଗୁ କରିବାକୁ ପ୍ରସ୍ତାବ ଦେଇଥିଲେ।
National
ରୋକୋ-ଟୋକୋ ଅଭିଯାନ ବେଳେ ବାଇକରେ ଚାଲିଥିବା ବେଆଇନ ମଦ ଚାଲାଣର ପର୍ଦ୍ଦାଫାସ
ଆଗକୁ ସାଧାରଣତନ୍ତ୍ର ଦିବସ ଓ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାରୁ ଦକ୍ଷିଣ ଦିଲ୍ଲୀର ପୁଲିସ୍ କଡ଼ାକଡ଼ି ଯାଞ୍ଚ କରୁଛି।
National
ଇଟାଲୀ ପିଏମ ମେଲୋନିଙ୍କ ସହ ଭାଇରାଲ ମେମ୍ସ: ଏମିତି କହିଲେ ମୋଦି
ରେଳ ଷ୍ଟେସନରେ ଚା’ ବିକିବା ବେଳେ ମୋଦି କେମିତି ହିନ୍ଦୀ ଶିଖିଥିଲେ, ସେକଥା ମଧ୍ୟ କହିଛନ୍ତି।
National
ମୋଦିଙ୍କ ପୋଡକାଷ୍ଟ ଡେବ୍ୟୁ: କହିଲେ- ମୁଁ ମଣିଷ, ଭଗବାନ ନୁହେଁ
୨ ଘଣ୍ଟାର ପୋଡକାଷ୍ଟରେ ପ୍ରଧାନମନ୍ତ୍ରୀ ନିଜର ପିଲା ବେଳ ଠାରୁ ଆରମ୍ଭ କରି ସଂଘର୍ଷ ଓ ସରକାର ଚଳାଇବାର କୌଶଳ ସମ୍ପର୍କରେ ମତ ରଖିଛନ୍ତି।
National
ସର୍ଜରୀ ପାଇଁ ଏମ୍ସରେ ଭର୍ତ୍ତି ହେଲା ଜେଲରେ ଥିବା ଛୋଟା ରାଜନ
ଏକଦା ଦାଉଦ ଇବ୍ରାହିମର ସହଯୋଗୀ ଭାବେ କାମ କରୁଥିବା ରାଜନକୁ ୨୦୨୪ରେ ହୋଟେଲ ମାଲିକ ଜୟା ସେଟ୍ଟୀଙ୍କ ହତ୍ୟା ଘଟଣାରେ ଆଜୀବନ ଜେଲଦଣ୍ତ ମିଳିଥିଲା।