ଦକ୍ଷିଣ କୋରିଆର ସାମୁଦ୍ରିକ ସୀମାରେ ସେନା ଛାଉଣୀ ତିଆରି କରୁଛି ଉତ୍ତର କୋରିଆ

ସିୟାଲ: ଦକ୍ଷିଣ କୋରିଆର ସାମୁଦ୍ରିକ ସୀମା ନିକଟରେ ସେନା ଛାଉଣୀ ତିଆରି କରୁଛି ଉତ୍ତର କୋରିଆ। ଦକ୍ଷିଣ କୋରିଆ ପକ୍ଷରୁ ଏହି ଅଭିଯୋଗ କରାଯାଇଛି। ସମୁଦ୍ର ତଟରେ ସୁରକ୍ଷା ବଳର ଏକ କ୍ୟାମ୍ପ ନିର୍ମାଣ କରାଯାଇଛି। ଦକ୍ଷିଣ କୋରିଆ ପ୍ରତିରକ୍ଷା ମନ୍ତ୍ରଣାଳୟର ପ୍ରବକ୍ତା କିମ୍-ମିନ୍ ସିୟୋକ କହିଛନ୍ତି ଯେ, ଉତ୍ତର କୋରିଆ ସେନା ଦକ୍ଷିଣ କୋରିଆ ସୀମାବର୍ତ୍ତୀ ଦ୍ୱୀପ ୟିଅନପ୍ୟାଗରୁ ପ୍ରାୟ ୪.୫ କିଲୋମିଟର ଦୂରରେ ଅବସ୍ଥିତ ଗାଲ ଦ୍ୱୀପରେ ସେନା ଛାଉଣୀ ନିର୍ମାଣ କରୁଛି। ଏହା […]

korea

korea

Rakesh Mallick
  • Published: Tuesday, 26 May 2015
  • Updated: 04 May 2017, 03:45 PM IST

Sports

Latest News

ସିୟାଲ: ଦକ୍ଷିଣ କୋରିଆର ସାମୁଦ୍ରିକ ସୀମା ନିକଟରେ ସେନା ଛାଉଣୀ ତିଆରି କରୁଛି ଉତ୍ତର କୋରିଆ। ଦକ୍ଷିଣ କୋରିଆ ପକ୍ଷରୁ ଏହି ଅଭିଯୋଗ କରାଯାଇଛି।
ସମୁଦ୍ର ତଟରେ ସୁରକ୍ଷା ବଳର ଏକ କ୍ୟାମ୍ପ ନିର୍ମାଣ କରାଯାଇଛି। ଦକ୍ଷିଣ କୋରିଆ ପ୍ରତିରକ୍ଷା ମନ୍ତ୍ରଣାଳୟର ପ୍ରବକ୍ତା କିମ୍-ମିନ୍ ସିୟୋକ କହିଛନ୍ତି ଯେ, ଉତ୍ତର କୋରିଆ ସେନା ଦକ୍ଷିଣ କୋରିଆ ସୀମାବର୍ତ୍ତୀ ଦ୍ୱୀପ ୟିଅନପ୍ୟାଗରୁ ପ୍ରାୟ ୪.୫ କିଲୋମିଟର ଦୂରରେ ଅବସ୍ଥିତ ଗାଲ ଦ୍ୱୀପରେ ସେନା ଛାଉଣୀ ନିର୍ମାଣ କରୁଛି। ଏହା ଏକ ନିର୍ଜନ ଅଞ୍ଚଳ । କିମ୍ କହିଛନ୍ତି ଯେ, ଗାଲ ଦ୍ୱୀପର ଭୌଗୋଳିକ ସ୍ଥିତି ଓ ୟିଅନପ୍ୟାଗ ଦ୍ୱୀପ ଠାରୁ ଏହାର କମ୍ ଦୂରତ୍ୱକୁ ଦୃଷ୍ଟିରୁ ରଖି ଉତ୍ତର କୋରିଆ ଏହି ସେନା ଛାଉଣୀ ତିଆରି କରୁଛି । ଏହି ଛାଉଣୀରେ ସେନାର ଯବାନ ମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା କରାଯାଉଛି। ଦ୍ୱାରା ସ୍ଥାପିତ କରାଯାଉଛି । ଆଉ ଏହା ଦକ୍ଷିଣ କୋରିଆର ନାଦେନ୍ ଲିମିଟ୍ ଲାଇନ୍ (ଏନଏଲଏଲ) ଅଭିଯାନ ପାଇଁ ଭାରି ବିପଦ ହୋଇପାରେ ବୋଲି କିମ୍ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story