ଜୀବନ ଯୁଦ୍ଧରେ ହାରିଗଲେ ସୁଜିତ୍

ଚେନ୍ନାଇ: ବୋର୍‌ୱେଲ୍‌ରେ ପ୍ରାୟ ୮୦ ଘଣ୍ଟା ଧରି ଫସି ରହିଥିବା ତାମିଲନାଡୁର ୨ ବର୍ଷର ବାଳକ ସୁଜିତ୍‌ ୱିଲ୍‌ସନ୍‌ଙ୍କର ମୃତ୍ୟୁ ହୋଇଯାଇଛି। ତିରୁଚିରାପଲ୍ଲୀର ଏକ ଗାଁରେ ବୋର୍‌ୱେଲ୍‌ରେ ୯୦ ଫୁଟ୍ ତଳେ ଫସି ଥିବା ସୁଜିତ୍‌ଙ୍କୁ ସବୁ ପ୍ରକାର ଚେଷ୍ଟା ସତ୍ତ୍ୱେ ଜୀବିତ ଉଦ୍ଧାର କରିବା ସମ୍ଭବ ହୋଇନାହିଁ। ସୋମବାର ବିଳମ୍ବିତ ରାତିରେ ତାଙ୍କୁ ଯେତେବେଳେ ଉଦ୍ଧାର କରାଗଲା, ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ତେବେ ଗତକାଲି ନୁହେଁ, ବହୁ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। କାରଣ […]

death1

death1

Jitendra Garnayak
  • Published: Tuesday, 29 October 2019
  • Updated: 29 October 2019, 09:02 AM IST

ଚେନ୍ନାଇ: ବୋର୍‌ୱେଲ୍‌ରେ ପ୍ରାୟ ୮୦ ଘଣ୍ଟା ଧରି ଫସି ରହିଥିବା ତାମିଲନାଡୁର ୨ ବର୍ଷର ବାଳକ ସୁଜିତ୍‌ ୱିଲ୍‌ସନ୍‌ଙ୍କର ମୃତ୍ୟୁ ହୋଇଯାଇଛି। ତିରୁଚିରାପଲ୍ଲୀର ଏକ ଗାଁରେ ବୋର୍‌ୱେଲ୍‌ରେ ୯୦ ଫୁଟ୍ ତଳେ ଫସି ଥିବା ସୁଜିତ୍‌ଙ୍କୁ ସବୁ ପ୍ରକାର ଚେଷ୍ଟା ସତ୍ତ୍ୱେ ଜୀବିତ ଉଦ୍ଧାର କରିବା ସମ୍ଭବ ହୋଇନାହିଁ। ସୋମବାର ବିଳମ୍ବିତ ରାତିରେ ତାଙ୍କୁ ଯେତେବେଳେ ଉଦ୍ଧାର କରାଗଲା, ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ତେବେ ଗତକାଲି ନୁହେଁ, ବହୁ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। କାରଣ ମୃତଦେହ ବାହାରକୁ ଅଣାଯିବା ବେଳକୁ ଏଥିରୁ ଦୁର୍ଗନ୍ଧ ବାହାରୁଥିଲା। ସୂଚନାଯୋଗ୍ୟ, ଗତ ଶୁକ୍ରବାର ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ବେଳେ ସୁଜିତ୍ ଏହି ବୋରୱେଲ୍ ଭିତରେ ପଡ଼ିଯାଇଥିଲେ।

ସୁଜିତ୍‌ଙ୍କୁ ଉଦ୍ଧାର କରିବା ପାଇଁ ଏକ ୨୫ ଜଣିଆ ଉଦ୍ଧାରକାରୀ ଦଳ ସହିତ ଏନ୍‌ଡିଆର୍‌ଏଫ୍‌ର ଏକ ଟିମ୍ ମଧ୍ୟ ନିୟୋଜିତ ହୋଇଥିଲେ। ତାଙ୍କ ନିକଟକୁ ଅକ୍ସିଜେନ୍ ପଠାଯାଇଥିଲା। ଘଟଣାସ୍ଥଳକୁ ତାମିଲନାଡୁ ସରକାରଙ୍କ ଅନେକ ମନ୍ତ୍ରୀଙ୍କ ସମେତ ଉପ ମୁଖ୍ୟମନ୍ତ୍ରୀ ଓ. ପନ୍ନୀରସେଲ୍‌ଭାମ୍ ମଧ୍ୟ ଯାଇଥିଲେ ଏବଂ ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ। ହେଲେ ସବୁ ଚେଷ୍ଟା ବିଫଳ ହୋଇଥିଲା। ସୁଜିତ୍‌ଙ୍କ ପାଇଁ କେବଳ ତାମିଲନାଡୁବାସୀ ନୁହନ୍ତି, ସାରା ଦେଶ ପ୍ରାର୍ଥନା କରିଥିଲା। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟ ତାଙ୍କ ପାଇଁ ପ୍ରାର୍ଥନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story