ପଥରରେ ଲେଖାଅଛି- ‘ପଦ୍ମାବତୀ’ ବିରୋଧୀ କେବଳ କୁଶପୁତ୍ତଳିକା ପୋଡ଼ନ୍ତିନି...

ଜୟପୁର (ଓଡ଼ିଶା ରିପୋର୍ଟର ବ୍ୟୁରୋ): ‘ପଦ୍ମାବତୀ’ ଫିଲ୍ମକୁ ବିରୋଧ କରୁଥିବା ଲୋକମାନେ କେବଳ ରାସ୍ତାରେ ଆନ୍ଦୋଳନ କରନ୍ତିନି କିମ୍ବା ରାସ୍ତାରେ କୁଶପୁତ୍ତଳିକା ଦାହ କରନ୍ତିନି। ସେମାନେ ଅଧିକ କିଛି ବି କରିପାରନ୍ତି। ଆଜି ଏକ ମୃତଦେହ ପାଖରୁ ଏମିତି ଏକ ଲେଖା ମିଳିବା ପରେ ହଇଚଇ ସୃଷ୍ଟି ହୋଇଛି। ପଦ୍ମାବତୀ ବିରୋଧୀ ଆନ୍ଦୋଳନ ଯେ ଏକ ନୂଆ ଓ ଭୟଙ୍କର ମୋଡ଼ରେ ପହଞ୍ଚିବାକୁ ଯାଉଛି ତାହା ସ୍ପଷ୍ଟ ହୋଇଗଲାଣି। ଘଟଣାଟି ଏମିତି। ରାଜସ୍ଥାନର ପୁରୁଣା ଦୁର୍ଗ, ନାହରଗଡ଼ […]

Padmavati Death

Padmavati Death

Ordigital Desk
  • Published: Friday, 24 November 2017
  • Updated: 24 November 2017, 01:15 PM IST

Sports

Latest News

ଜୟପୁର (ଓଡ଼ିଶା ରିପୋର୍ଟର ବ୍ୟୁରୋ): ‘ପଦ୍ମାବତୀ’ ଫିଲ୍ମକୁ ବିରୋଧ କରୁଥିବା ଲୋକମାନେ କେବଳ ରାସ୍ତାରେ ଆନ୍ଦୋଳନ କରନ୍ତିନି କିମ୍ବା ରାସ୍ତାରେ କୁଶପୁତ୍ତଳିକା ଦାହ କରନ୍ତିନି। ସେମାନେ ଅଧିକ କିଛି ବି କରିପାରନ୍ତି। ଆଜି ଏକ ମୃତଦେହ ପାଖରୁ ଏମିତି ଏକ ଲେଖା ମିଳିବା ପରେ ହଇଚଇ ସୃଷ୍ଟି ହୋଇଛି। ପଦ୍ମାବତୀ ବିରୋଧୀ ଆନ୍ଦୋଳନ ଯେ ଏକ ନୂଆ ଓ ଭୟଙ୍କର ମୋଡ଼ରେ ପହଞ୍ଚିବାକୁ ଯାଉଛି ତାହା ସ୍ପଷ୍ଟ ହୋଇଗଲାଣି।

ଘଟଣାଟି ଏମିତି। ରାଜସ୍ଥାନର ପୁରୁଣା ଦୁର୍ଗ, ନାହରଗଡ଼ କିଲ୍ଲାରେ ଆଜି ଦେଖିବାକୁ ମିଳିଛି ଏକ ଅଜବ ଦୃଶ୍ୟ। ସକାଳୁ ସକାଳୁ ଲୋକେ ଦେଖିଥିଲେ, ଏହାର ପୁରାତନ କାନ୍ଥରୁ ଏକ ମୃତଦେହ ଝୁଲୁଛି। କିଲ୍ଲାର ସବା ଉପର କାନ୍ଥରୁ ଏହା ତଳକୁ ଝୁଲୁଥିବାରୁ ଶବଟି ବହୁ ଦୂର ଯାଏଁ ସ୍ପଷ୍ଟ ଦିଶୁଛି। ଏହାକୁ ଦେଖି ଆଖପାଖରେ ହଇଚଇ ଖେଳିଗଲା। ପୋଲିସ୍‌କୁ ଖବର ଦିଆଗଲା। କିଏ କାହିଁକି ଏମିତି ମୃତ୍ୟୁବରଣ କଲା, ତାହା ସମସ୍ତଙ୍କ ଭିତରେ ଗୁଂଜରଣ ସୃଷ୍ଟି ଗଲା। ଲୋକଟିକୁ କେହି ମାରିଛି ନା ସେ ଆତ୍ମହତ୍ୟା କରିଛି ତାହା ବି ସ୍ପଷ୍ଟ ହୋଇପାରୁ ନଥିଲା।

ଶେଷରେ ପୋଲିସ୍ ଆସିଲା। ପୋଲିସ୍ ଆସି କିଲ୍ଲା ଉପରକୁ ଗଲା ଓ ଶବଟିକୁ ସେଠୁ ଉଦ୍ଧାର କରିବାକୁ ଆୟୋଜନ କଲା। ଏହି ସମୟରେ ଆଉଏକ ଆଶ୍ଚର୍ଯ୍ୟ ଲୋକଙ୍କ ପାଇଁ ଅପେକ୍ଷା କରିଥିଲା। କାନ୍ଥରୁ ଝୁଲୁଥିବା ମୃତଦେହ ଜାଗାରେ ହିଁ ଏକ ପ୍ଲେନ୍‌ ପଥରରେ କିଛି ଲେଖା ଯାଇଥିବା ଦେଖିବାକୁ ମିଳିଲା। ସେଥିରେ ଯାହା ଲେଖାଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ପରି। ସେଥିରେ ମାତ୍ର ଗୋଟିଏ ଧାଡ଼ି ଲେଖାଥିଲା। ତାହା ହେଲା- ଆମେ ଯେଉଁମାନେ ପଦ୍ମାବତୀ ଚଳଚ୍ଚିତ୍ରକୁ ବିରୋଧ କରୁଛୁ, ସେମାନେ କେବଳ କୁଶପୁତ୍ତଳିକା ଦାହ କରୁନା କି ରାସ୍ତାରେ ଆନ୍ଦୋଳନ କରୁନା... ହମ୍‌ ମୈଁ ହେ ଦମ୍...

ବାସ୍ ଏତିକି ହିଁ ଲେଖାଥିଲା। ଚିଠିର ଏ ଧାଡ଼ିଏ ଲେଖା ବହୁତ କିଛି ବତେଇ ଦେଇଛି। ଏହାର ଅର୍ଥ ହୋଇପାରେ, ପଦ୍ମାବତୀ ବିରୋଧୀ ମଣିଷ ବି ମାରିପାରନ୍ତି। ଏହା ଦର୍ଶେଇବା ପାଇଁ ଏକ ମଣିଷକୁ ମାରି ଦିଆଯାଇଛି। କଥାଟି ସିନା ଏମିତି ମନେହେଉଛି, କିନ୍ତୁ ଏବେସୁଦ୍ଧା ପୋଲିସ୍ ଏ ସଂପର୍କରେ ସବିଶେଷ ତଥ୍ୟ ଦେଇନାହିଁ। ବାସ୍ତବରେ ଏ ଚିଠିର ସତ୍ୟତା କେତେ ତାହା ମଧ୍ୟ ଜଣାପଡୁନି। କିଏ ଲୋକଟିକୁ ହତ୍ୟାକରି ଏମିତି କୌଶଳରେ ଲେଖିଛି ନା ବାସ୍ତବରେ ଯେଉଁମାନେ ପଦ୍ମାବତୀ ବିରୋଧୀ ଏମାନେ ଏମିତି ନୃଶଂସ କାମ କରିଛନ୍ତି ତାହା ସ୍ପଷ୍ଟ ହୋଇନି।

ମୃତବ୍ୟକ୍ତିଙ୍କ ପରିଚୟ ମିଳିଛି। ସେ ହେଉଛନ୍ତି ଚେତନ ଶର୍ମା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story