ମିଡିଆ ଉପରେ ବିରକ୍ତ ହେଲେ ମୁଖ୍ୟ ବିଚାରପତି ଦୀପକ ମିଶ୍ର

ନୂଆଦିଲ୍ଲୀ(ଓଡିଶା ରିପୋର୍ଟର): ଗଣମାଧ୍ୟମ ବିଶେଷ କରି ଇଲେକ୍ଟ୍ରୋନିକ୍ସ ମିଡିଆର କାର୍ଯ୍ୟକଳାପକୁ ନେଇ କ୍ଷୁବ୍ଧ ହୋଇଛନ୍ତି ସୁପ୍ରିମକୋର୍ଟର ମୁଖ୍ୟ ବିଚାପତି ଜଷ୍ଟିସ ଦୀପକ ମିଶ୍ର । ସେ କହିଛନ୍ତି, ଇଲେକ୍ଟ୍ରୋନିକ୍ ମିଡିଆ ରାତାରାତି ନିଜକୁ ମୁଣ୍ଡିଆଳ ବୋଲି ଭାବିବା ଉଚିତ୍ ନୁହେଁ।  ମିଡିଆରେ ଥିବା ଅନେକ ବ୍ୟକ୍ତି ଭାବୁଛନ୍ତି ସେମାନେ ଯାହା ଚାହିଁବେ ଲେଖି ପାରିବେ। ଯାହା ମନକୁ ଆସିବ ତାହା ଲେଖି କଣ ଛାଡ ପାଇଯିବେ ବୋଲି ପ୍ରଶ୍ନ କରିଛନ୍ତି ଜଷ୍ଟିସ୍ ମିଶ୍ର।  ବିଜେପି ସଭାପତି ଅମିତ ଶାହାଙ୍କ […]

jjj

jjj

Rakesh Mallick
  • Published: Thursday, 15 March 2018
  • Updated: 16 March 2018, 11:17 AM IST

Sports

Latest News

ନୂଆଦିଲ୍ଲୀ(ଓଡିଶା ରିପୋର୍ଟର): ଗଣମାଧ୍ୟମ ବିଶେଷ କରି ଇଲେକ୍ଟ୍ରୋନିକ୍ସ ମିଡିଆର କାର୍ଯ୍ୟକଳାପକୁ ନେଇ କ୍ଷୁବ୍ଧ ହୋଇଛନ୍ତି ସୁପ୍ରିମକୋର୍ଟର ମୁଖ୍ୟ ବିଚାପତି ଜଷ୍ଟିସ ଦୀପକ ମିଶ୍ର । ସେ କହିଛନ୍ତି, ଇଲେକ୍ଟ୍ରୋନିକ୍ ମିଡିଆ ରାତାରାତି ନିଜକୁ ମୁଣ୍ଡିଆଳ ବୋଲି ଭାବିବା ଉଚିତ୍ ନୁହେଁ।  ମିଡିଆରେ ଥିବା ଅନେକ ବ୍ୟକ୍ତି ଭାବୁଛନ୍ତି ସେମାନେ ଯାହା ଚାହିଁବେ ଲେଖି ପାରିବେ। ଯାହା ମନକୁ ଆସିବ ତାହା ଲେଖି କଣ ଛାଡ ପାଇଯିବେ ବୋଲି ପ୍ରଶ୍ନ କରିଛନ୍ତି ଜଷ୍ଟିସ୍ ମିଶ୍ର।  ବିଜେପି ସଭାପତି ଅମିତ ଶାହାଙ୍କ ପୁଅ ଜୟ ଶାହଙ୍କ ପକ୍ଷରୁ THE WIRE ବିରୋଧରେ ଆଗତ ମାନହାନୀ ମାମଲାର ଶୁଣାଣି ବେଳେ ଜଷ୍ଟିସ୍ ମିଶ୍ର ଏଭଳି ମତ ରଖିଛନ୍ତି।

କେବଳ ଏହି ମାମଲା ନୁହେଁ, ସେ ସାମଗ୍ରିକ ଭାବେ ମତ ଦେଇଥିବା ସ୍ପଷ୍ଟ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ସେ ପ୍ରେସ୍‌ ସ୍ୱାଧୀନତାକୁ ସମ୍ମାନ ଦିଅନ୍ତି, ତେବେ ପ୍ରେସ୍‌କୁ ଦାୟିତ୍ୱ ସମ୍ପନ୍ନ ଭାବେ କାମ କରିବାକୁ ହେବ। ତେବେ ଯା ନାହିଁ ତାହା ଲେଖିବା ଓ ଦେଖାଇବାକୁ କଣ ସାମ୍ବାଦିକତା ବୋଲି କୁହାଯିବ କି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ଅନ୍ୟପକ୍ଷରେ THE WIRE ବିରୋଧରେ ଆଗତ ମାନହାନୀ ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୨ରେ ହେବ ବୋଲି କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story