ଡିଫେନ୍ସ ଅଧିକାରୀଙ୍କ ପଦରେ ଅବନତି 

ନୂଆଦିଲ୍ଲୀ: ସରକାର ରକ୍ଷା ଅଧିକାରୀଙ୍କ ପଦମର୍ଯ୍ୟାଦା ପ୍ରଣାଳୀରେ ଅବନତି କରିବାର ନିଷ୍ପତ୍ତି ନେଇଛନ୍ତି। ଏହି ଅବନତି ସେମାନଙ୍କ ସମକକ୍ଷ ସେବା ଅଧିକାରୀଙ୍କ ତୁଳନାରେ କରାଯାଇଛି।

ହିନ୍ଦୁସ୍ତାନ ଟାଇମ୍ସ ଖବର ଅନୁଯାୟୀ ଜଣେ ସିଭିଲିଆନ୍ ପ୍ରିନ୍ସପାଲ ଡାଇରେକ୍ଟର ଯିଏ ଜଣେ ବ୍ରିଗେଡିୟର ରାଙ୍କ ସମକକ୍ଷ ଥିଲେ ବର୍ତ୍ତମାନ ସେମାନଙ୍କୁ ଟୁ-ଷ୍ଟାର ଜେନେରାଲ ରାଙ୍କ ଦିଆଯାଇଛି। ଜଣେ ଡାଇରେକ୍ଟର ରାଙ୍କ ଅଫିସରଙ୍କୁ ବ୍ରିଗେଡିୟର ଏବଂ ଯୁଗ୍ମ ଡାଇରେକ୍ଟର କର୍ଣ୍ଣଲର ରାଙ୍କ କରାଯାଇଛି।

୧୮ ଅକ୍ଟୋବରରେ ଏହି ସଂପର୍କିତ ଜାରି କରାଯାଇଥିବା ଏକ ନୋଟିସ୍ କୁ ରକ୍ଷାମନ୍ତ୍ରୀ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏପରି ହେବା ଦ୍ୱାରା ସେନା ଅଧିକାରୀଙ୍କ ମଧ୍ୟରେ ନିରାଶ ଭାବ ଦେଖାଯାଇଛି। ଏପରି ହେବା ଦ୍ୱାରା ସିଭିଲ ଏବଂ ସେନା ଅଧିକାରୀଙ୍କ ଭିତରେ ଦୂରତା ବଢ଼ିଯିବ ଯାହାର ସମାଧାନର ଆବଶ୍ୟକତା ରହିଛି।

ଆହୁରି ପଢ଼ନ୍ତୁ

ବିଧାନସଭାରେ ଆଗୁଆ ଆସ୍ଥା ପ୍ରସ୍ତାବ ଆଣିବେ ମୁଖ୍ୟମନ୍ତ୍ରୀ ଗେହଲଟ

ପ୍ରଧାନମନ୍ତ୍ରୀ ପଦରେ ମୋଦିଙ୍କ ନାଁରେ ନୂଆ ରେକର୍ଡ, ପଛରେ ପଡ଼ିଲେ ବାଜପେୟୀ

କଂଗ୍ରେସ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ ବିଜେପି

ଗେହଲଟ ଘରେ ପାଇଲଟ, ସବୁ ରାଗ ଭୁଲି ଦୁହେଁ ହାତ ମିଳାଇଲେ

ବେଙ୍ଗାଲୁରୁ ଦଙ୍ଗାକୁ ନେଇ ଆସିଲା ଚାଞ୍ଚଲ୍ୟକର ତଥ୍ୟ, ଏଫଆଇଆରରେ ୫ ଅଭିଯୁକ୍ତ

ମୁମ୍ବାଇ ସ୍ୱପ୍ନ ସାକାର କରିବାକୁ ୪୫ ହଜାର ଟଙ୍କାରେ ଛୁଆକୁ ବିକିଲା ମା’

ଏଚ୍-୧ବି ଭିସା ବ୍ୟାନ ନିୟମରେ କୋହଳ କଲା ଟ୍ରମ୍ପ ପ୍ରଶାସନ

ପିପିଇ କିଟ ପିନ୍ଧି କୋଭିଡ ଲକ୍ଷଣ ଥିବା ଜଣେ ଲୋକଙ୍କୁ ବାଇକରେ ହସ୍ପିଟାଲ ନେଲେ ଟିଏମସି ନେତା

ଆଖିକୁ ଦିଶେନାହିଁ, କିନ୍ତୁ ୟୁପିଏସସି ପରୀକ୍ଷାରେ ବାଜିମାତ କଲେ ଏହି ଯୁବତୀ

କୋମାକୁ ଚାଲିଗଲେ ପ୍ରଣବ ମୁଖାର୍ଜୀ, ଅବସ୍ଥା ଅତ୍ୟନ୍ତ ଗମ୍ଭୀର

ମହନ୍ତ ନିତ୍ୟ ଗୋପାଳ ଦାସଙ୍କୁ କରୋନା, ମୋଦିଙ୍କ ସହ ଷ୍ଟେଜ ଶେୟାର କରିଥିଲେ

କରୋନା ଟିକା ନିଜ ଇଚ୍ଛାରେ କିଣି ପାରିବେନି ରାଜ୍ୟ ସରକାର