ଡିଫେନ୍ସ ଅଧିକାରୀଙ୍କ ପଦରେ ଅବନତି 

ନୂଆଦିଲ୍ଲୀ: ସରକାର ରକ୍ଷା ଅଧିକାରୀଙ୍କ ପଦମର୍ଯ୍ୟାଦା ପ୍ରଣାଳୀରେ ଅବନତି କରିବାର ନିଷ୍ପତ୍ତି ନେଇଛନ୍ତି। ଏହି ଅବନତି ସେମାନଙ୍କ ସମକକ୍ଷ ସେବା ଅଧିକାରୀଙ୍କ ତୁଳନାରେ କରାଯାଇଛି। ହିନ୍ଦୁସ୍ତାନ ଟାଇମ୍ସ ଖବର ଅନୁଯାୟୀ ଜଣେ ସିଭିଲିଆନ୍ ପ୍ରିନ୍ସପାଲ ଡାଇରେକ୍ଟର ଯିଏ ଜଣେ ବ୍ରିଗେଡିୟର ରାଙ୍କ ସମକକ୍ଷ ଥିଲେ ବର୍ତ୍ତମାନ ସେମାନଙ୍କୁ ଟୁ-ଷ୍ଟାର ଜେନେରାଲ ରାଙ୍କ ଦିଆଯାଇଛି। ଜଣେ ଡାଇରେକ୍ଟର ରାଙ୍କ ଅଫିସରଙ୍କୁ ବ୍ରିଗେଡିୟର ଏବଂ ଯୁଗ୍ମ ଡାଇରେକ୍ଟର କର୍ଣ୍ଣଲର ରାଙ୍କ କରାଯାଇଛି। ୧୮ ଅକ୍ଟୋବରରେ ଏହି ସଂପର୍କିତ ଜାରି କରାଯାଇଥିବା […]

ministry-defence

ministry-defence

Rakesh Mallick
  • Published: Tuesday, 25 October 2016
  • Updated: 25 October 2016, 03:42 PM IST

Sports

Latest News

ନୂଆଦିଲ୍ଲୀ: ସରକାର ରକ୍ଷା ଅଧିକାରୀଙ୍କ ପଦମର୍ଯ୍ୟାଦା ପ୍ରଣାଳୀରେ ଅବନତି କରିବାର ନିଷ୍ପତ୍ତି ନେଇଛନ୍ତି। ଏହି ଅବନତି ସେମାନଙ୍କ ସମକକ୍ଷ ସେବା ଅଧିକାରୀଙ୍କ ତୁଳନାରେ କରାଯାଇଛି।

ହିନ୍ଦୁସ୍ତାନ ଟାଇମ୍ସ ଖବର ଅନୁଯାୟୀ ଜଣେ ସିଭିଲିଆନ୍ ପ୍ରିନ୍ସପାଲ ଡାଇରେକ୍ଟର ଯିଏ ଜଣେ ବ୍ରିଗେଡିୟର ରାଙ୍କ ସମକକ୍ଷ ଥିଲେ ବର୍ତ୍ତମାନ ସେମାନଙ୍କୁ ଟୁ-ଷ୍ଟାର ଜେନେରାଲ ରାଙ୍କ ଦିଆଯାଇଛି। ଜଣେ ଡାଇରେକ୍ଟର ରାଙ୍କ ଅଫିସରଙ୍କୁ ବ୍ରିଗେଡିୟର ଏବଂ ଯୁଗ୍ମ ଡାଇରେକ୍ଟର କର୍ଣ୍ଣଲର ରାଙ୍କ କରାଯାଇଛି।

୧୮ ଅକ୍ଟୋବରରେ ଏହି ସଂପର୍କିତ ଜାରି କରାଯାଇଥିବା ଏକ ନୋଟିସ୍ କୁ ରକ୍ଷାମନ୍ତ୍ରୀ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏପରି ହେବା ଦ୍ୱାରା ସେନା ଅଧିକାରୀଙ୍କ ମଧ୍ୟରେ ନିରାଶ ଭାବ ଦେଖାଯାଇଛି। ଏପରି ହେବା ଦ୍ୱାରା ସିଭିଲ ଏବଂ ସେନା ଅଧିକାରୀଙ୍କ ଭିତରେ ଦୂରତା ବଢ଼ିଯିବ ଯାହାର ସମାଧାନର ଆବଶ୍ୟକତା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story