ନିର୍ଭୟାଙ୍କ ମା’ କହିଲେ ସାରା ବିଶ୍ୱ ଦେଖୁଛି ବ୍ୟବସ୍ଥାର ବିଫଳତା

ନୂଆଦିଲ୍ଲୀ: ମଙ୍ଗଳବାର ହେବନି ନିର୍ଭୟା ଗଣଦୁଷ୍କର୍ମର ଦୋଷୀମାନଙ୍କୁ ଫାଶୀ। ଅର୍ଥାତ ଏହି ଦିନ ପାଇଁ ପୁଣି ଏକ ତାରିଖକୁ ଅପେକ୍ଷା କରିବାକୁ ହେବ। ଦିଲ୍ଲୀ କୋର୍ଟ ଏବାବଦରେ ରାୟ ଦେଇ କହିଛନ୍ତି, ଆଗାମୀ ନିର୍ଦ୍ଦେଶ ଯାଏ ଏହି ଫାଶୀ ହୋଇପାରିବନି। ତେବେ ଫାଶୀ ତାରିଖ ଘୁଞ୍ଚିବାକୁ ନେଇ ନିର୍ଭୟାଙ୍କ ମା’ ଆଶା ଦେବୀ କହିଛନ୍ତି, ଏହା ବ୍ୟବସ୍ଥାର ବିଫଳତାକୁ ଦେଖାଉଛି। ପୂରା ବିଶ୍ୱ ଦେଖୁଛି ଭାରତରେ କିଭଳି ନ୍ୟାୟ ବିଳମ୍ବିତ ହେଉଛି। ଲଗାତାର ୩ ଥର ଫାଶୀ […]

asha-Devi

asha-Devi

Subrat Kumar Nayak
  • Published: Monday, 02 March 2020
  • Updated: 02 March 2020, 07:13 PM IST

Sports

Latest News

ନୂଆଦିଲ୍ଲୀ: ମଙ୍ଗଳବାର ହେବନି ନିର୍ଭୟା ଗଣଦୁଷ୍କର୍ମର ଦୋଷୀମାନଙ୍କୁ ଫାଶୀ। ଅର୍ଥାତ ଏହି ଦିନ ପାଇଁ ପୁଣି ଏକ ତାରିଖକୁ ଅପେକ୍ଷା କରିବାକୁ ହେବ। ଦିଲ୍ଲୀ କୋର୍ଟ ଏବାବଦରେ ରାୟ ଦେଇ କହିଛନ୍ତି, ଆଗାମୀ ନିର୍ଦ୍ଦେଶ ଯାଏ ଏହି ଫାଶୀ ହୋଇପାରିବନି। ତେବେ ଫାଶୀ ତାରିଖ ଘୁଞ୍ଚିବାକୁ ନେଇ ନିର୍ଭୟାଙ୍କ ମା’ ଆଶା ଦେବୀ କହିଛନ୍ତି, ଏହା ବ୍ୟବସ୍ଥାର ବିଫଳତାକୁ ଦେଖାଉଛି। ପୂରା ବିଶ୍ୱ ଦେଖୁଛି ଭାରତରେ କିଭଳି ନ୍ୟାୟ ବିଳମ୍ବିତ ହେଉଛି।

ଲଗାତାର ୩ ଥର ଫାଶୀ ତାରିଖ ଘୁଞ୍ଚିବାକୁ ନେଇ ସେ କହିଛନ୍ତି, ମୁଁ ପ୍ରତିଦିନ ଆଶା ହରାଉଛି ଏବଂ ପୁଣି ସୁଦୃଢ଼ ହୋଇ ଛିଡ଼ା ହେଉଛି। ସେମାନେ ଦିନେ ନା ଦିନେ ଫାଶୀ ପାଇବେ। ନିର୍ଭୟା ସହ ଯାହା ହୋଇଥିଲା, ତାହାଠୁ ଖରାପ ଆଉ କିଛି ହେବନି।ତଥାପି ନ୍ୟାୟ ପାଇଁ ସଂଘର୍ଷ କରିବାକୁ ପଡ଼ୁଛି। କୋର୍ଟ ବସି ବସି ଡ୍ରାମା ଦେଖୁଛନ୍ତି କହି ସେ କ୍ଷୋଭ ପ୍ରକାଶ କରିଛନ୍ତି।
ଅତିରିକ୍ତ ସେସନ୍‌ ଜଜ୍‌ ଧର୍ମେନ୍ଦ୍ର ରାଣା ଏହି ରାୟ ଦେଛନ୍ତି। ଏହା ପୂର୍ବରୁ ସୋମବାର ଦୋଷୀ ପୱନ କୁମାର ଗୁପ୍ତା ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଥିଲା। ଏହି କାରଣରୁ ଫାଶୀ ତାରିଖରେ ସ୍ଥଗିତାଦେଶ ଆଣିବାକୁ ପଟିଆଲା ହାଉସ୍‌ରେ ଆବେଦନ କରାଯାଇଥିଲା। ଏହାର ଶୁଣାଣି କରି କୋର୍ଟ ଏଭଳି ରାୟ ଦେଇଛନ୍ତି।

ଆସନ୍ତାକାଲି ବା ମାର୍ଚ୍ଚ ୩ ତାରିଖରେ ଫାଶୀ ହେବ ବୋଲି ନିଶ୍ଚିତ ହୋଇସାରିଥିଲା। ୪ ଦୋଷୀ ଅକ୍ଷୟ ଠାକୁର, ମୁକେଶ ସିଂହ, ପୱନ ଗୁପ୍ତା ଏବଂ ବିନୟ ଶର୍ମା ଏହିଦିନ ଫାଶୀ ପାଇବାର ଥିଲା।

ଅନ୍ୟପକ୍ଷରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀଙ୍କ ଫାଶୀ ତାରିଖ ଘୁଞ୍ଚାଇବାକୁ ବାରମ୍ବାର ଆଇନର ଗଳାବାଟ ବ୍ୟବହାର କରୁଥିବା ଓକିଲ ଏପି ସିଂହଙ୍କୁ ଆଜି ପଟିଆଲା ହାଉସକୋର୍ଟ ବିଚାରପତି ମନଇଚ୍ଛା ଗାଳି ଗୁଲଜ କରିଛନ୍ତି। ଏପରି କି ଓକିଲ ଏପି ସିଂହଙ୍କୁ ନିଆଁ ସହ ଖେଳନା ବୋଲି ବିଚାରପତି ସତର୍କ କରାଇ ଦେଇଛନ୍ତି।
ପୂର୍ବରୁ ପଟିଆଲା ହାଉସ କୋର୍ଟ ୪ ନିର୍ଭୟା ଦୋଷୀଙ୍କୁ ମଙ୍ଗଳବାର ସକାଳ ୬ଟାରେ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଡେଥ ୱାରେଣ୍ଟ ଜାରି କରିଥିଲେ। ଏହାକୁ ଘୁଞ୍ଚାଇବା ପାଇଁ ଆଜି ଏପି ସିଂହ କୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିଲେ। ସୁପ୍ରିମକୋର୍ଟ ନିର୍ଭୟା ଦୋଷୀ ପବନ ଗୁପ୍ତାର କ୍ୟୁରେଟିଭ ପିଟିସନ ଖାରଜ କରିବା ପରେ ହିଁ ଏପି ସିଂହ ପଟିଆଲା ହାଉସ କୋର୍ଟରେ ଫାଶୀ ତାରିଖ ଘୁଞ୍ଚାଇବାକୁ ଆବେଦନ କରିଥିଲେ।

ଏହାର ଶୁଣାଣି ବେଳେ ବିଚାରପତି ଅତ୍ୟନ୍ତ କଟୁ ଭାଷାରେ ଏପି ସିଂହଙ୍କୁ ସମାଲୋଚନା କରିଛନ୍ତି। ଆଡସିନାଲ ସେସନ୍ସ ଜଜ୍‌ ଧର୍ମେନ୍ଦ୍ର ରାଣା କହିଛନ୍ତି, “ଆପଣ ନିଆଁ ସହ ଖେଳୁଛନ୍ତି। ତେଣୁ ଆପଣ ସତର୍କ ରୁହନ୍ତୁ। ଯଦି କେହି ଗୋଟିଏ ବି ଭୁଲ ଗୋଟି ଚାଳନା କରେ, ତା’ହେଲେ ଆପଣ ଜାଣିଛନ୍ତି ଏହାର ପରିଣାମ କେତେ ଭୟଙ୍କର ହେବ। ତେଣୁ ଯାହା ବି କରୁଛନ୍ତି, ଭଲ ଭାବେ ବୁଝି ବିଚାରି କରନ୍ତୁ। ଦୟା କରି ନିଆଁ ସହ ଖେଳନ୍ତୁ ନାହିଁ।”

ଏହା ପୂର୍ବରୁ ଫାଶୀ ଦଣ୍ଡରୁ ବର୍ତ୍ତିବା ପାଇଁ ପୱନ୍‌ କରିଥିବା କ୍ୟୁରେଟିଭ୍‌ ପିଟିନ୍‌ ମଧ୍ୟ ଖୋର୍ଟ ଖାରଜ କରିଥିଲେ। ପୂର୍ବରୁ ୩ ଜଣ ଦୋଷୀ କ୍ୟୁରେଟିଭ୍‌ ଓ ରାଜକ୍ଷମା ଆବେଦନ କରି ନିରାଶ ହୋଇଥିଲେ। ପୱନ୍‌ ପାଖରେ ଥିବା ଦୁଇଟି ଯାକ ସୁଯୋଗ ସରିଯାଇଛି। ତେବେ ଆଇନଗତ ଦୃଷ୍ଟିରୁ ଦେଖିଲେ ତା’ପାଇଁ ଏବେ ସୁପ୍ରିମ୍‌କୋର୍ଟ ଶେଷ ଭରସା। ସେ ରାଜକ୍ଷମା ଖାରଜ ହେବା ବିରୋଧରେ ସୁପ୍ରିମକୋର୍ଟ ଯାଇପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story