ଦିଲ୍ଲୀ ନୟା ବଜାର ଅଞ୍ଚଳରେ ବିସ୍ଫୋରଣ, ଜଣେ ମୃତ

ନୂଆଦିଲ୍ଲୀ: ଦିଲ୍ଲୀର ଲାହୋରୀ ଗେଟ୍‌ ପାଖରେ ଥିବା ନୟା ବଜାର ଅଞ୍ଚଳରେ ଆଜି ସକାଳେ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନିଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଦିଲ୍ଲୀ ପୋଲିସ ପହଁଞ୍ଚି ଅନୁସନ୍ଧାନ ଜାରି ରଖିଛି। ଖବର ମୁତାବକ ଏହି ରାସ୍ତା ଦେଇ ଯାଉଥିବା ଜଣେ ବ୍ୟକ୍ତିଙ୍କ ବ୍ୟାଗ୍‌ରୁ ବିସ୍ଫୋରଣ ଘଟିଥିଲା। ପ୍ରାରମ୍ଭିକ ସ୍ଥିତିରେ ପୋଲିସ ଖବର ଅନୁଯାୟୀ ମୃତ ବ୍ୟକ୍ତିର ବ୍ୟାଗ୍‌ରେ ବାଣ ଥିବାର ସୂଚନା ରହିଥିବା ବେଳେ ଫରେନସିକ୍‌ ରିପୋର୍ଟ […]

delhi-cp-bomb-blasts

delhi-cp-bomb-blasts

Rakesh Mallick
  • Published: Tuesday, 25 October 2016
  • Updated: 25 October 2016, 03:28 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀର ଲାହୋରୀ ଗେଟ୍‌ ପାଖରେ ଥିବା ନୟା ବଜାର ଅଞ୍ଚଳରେ ଆଜି ସକାଳେ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନିଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଦିଲ୍ଲୀ ପୋଲିସ ପହଁଞ୍ଚି ଅନୁସନ୍ଧାନ ଜାରି ରଖିଛି।

ଖବର ମୁତାବକ ଏହି ରାସ୍ତା ଦେଇ ଯାଉଥିବା ଜଣେ ବ୍ୟକ୍ତିଙ୍କ ବ୍ୟାଗ୍‌ରୁ ବିସ୍ଫୋରଣ ଘଟିଥିଲା। ପ୍ରାରମ୍ଭିକ ସ୍ଥିତିରେ ପୋଲିସ ଖବର ଅନୁଯାୟୀ ମୃତ ବ୍ୟକ୍ତିର ବ୍ୟାଗ୍‌ରେ ବାଣ ଥିବାର ସୂଚନା ରହିଥିବା ବେଳେ ଫରେନସିକ୍‌ ରିପୋର୍ଟ ଆସିବା ପରେ ସତ୍ୟତା ଜଣା ପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story