ନିର୍ଭୟା: ପୱନର ନାବାଳକ ଆବେଦନ ଖାରଜ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଜଣେ ନିର୍ଭୟା ଦୋଷୀର ନାବାଳକ ଆବେଦନକୁ ଖାରଜ କରିଦେଇଛନ୍ତି। ଏହି ଦୋଷୀ ପୱନ କୁମାର ଗୁପ୍ତା ଆବେଦନ କରିଥିଲା ସେ ଏବଂ ୫ ଜଣ ୨୦୧୨ ଡିସେମ୍ବରରେ ଜଣେ ପାରାମେଡିକ୍‌ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ସମୟରେସେ ନାବାଳକ ଥିଲା। ଏହି ପିଟିସନ୍‌ ଖାରଜ ହେବା ସହ ଏହା ସୁପ୍ରିମ୍‌କୋର୍ଟରେ ଆଗତ ହେବନାହିଁ ବୋଲି ଜଣାଯାଇଛି। ଅନ୍ୟପକ୍ଷରେ ଦୋଷୀର ଓକିଲ ଏପି ସିଂହଙ୍କୁ କୋର୍ଟ ୨୫ ହଜାର ଟଙ୍କାର ଫାଇନ୍‌ ଦେବାକୁ କହିଛନ୍ତି। ଏହି […]

nirvaya

nirvaya

Subrat Kumar Nayak
  • Published: Thursday, 19 December 2019
  • Updated: 19 December 2019, 05:53 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଜଣେ ନିର୍ଭୟା ଦୋଷୀର ନାବାଳକ ଆବେଦନକୁ ଖାରଜ କରିଦେଇଛନ୍ତି। ଏହି ଦୋଷୀ ପୱନ କୁମାର ଗୁପ୍ତା ଆବେଦନ କରିଥିଲା ସେ ଏବଂ ୫ ଜଣ ୨୦୧୨ ଡିସେମ୍ବରରେ ଜଣେ ପାରାମେଡିକ୍‌ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ସମୟରେସେ ନାବାଳକ ଥିଲା।

ଏହି ପିଟିସନ୍‌ ଖାରଜ ହେବା ସହ ଏହା ସୁପ୍ରିମ୍‌କୋର୍ଟରେ ଆଗତ ହେବନାହିଁ ବୋଲି ଜଣାଯାଇଛି। ଅନ୍ୟପକ୍ଷରେ ଦୋଷୀର ଓକିଲ ଏପି ସିଂହଙ୍କୁ କୋର୍ଟ ୨୫ ହଜାର ଟଙ୍କାର ଫାଇନ୍‌ ଦେବାକୁ କହିଛନ୍ତି। ଏହି ଓକିଲଙ୍କୁ ବାରମ୍ବାର ଫୋନ୍‌ ସତ୍ତ୍ୱେ ସେ ହାଜର ନହେବାରୁ ସେ କୋର୍ଟଙ୍କ ସମୟ ନଷ୍ଟ କରୁଥିବା ଦର୍ଶାଇ ତାଙ୍କୁ ଫାଇନ୍‌ ଦେବାକୁ କୁହାଯାଇଛି।

ଏହି ଆବେଦନରେ ଦୋଷୀ ପୱନ କୁମାର ଦର୍ଶାଇଥିଲା, “ତଦନ୍ତ ଅଧିକାରୀ ଆଦୌ କୌଣସି ଓସିଫିକେସନ୍‌ ଟେଷ୍ଟ କରାଇନଥିଲେ। ଏଜ୍‌ ଭେରିଫିକେସନ୍‌ ରିପୋର୍ଟକୁ ବିଶ୍ୱାସ କରାଯାଇପାରିବ ନାହିଁ। ଜୁଭେନାଇଲ ଜଷ୍ଟିସ୍‌ ଆକ୍ଟ ଅନୁଯାୟୀ ଦୋଷୀକୁ ଜୁଭେନାଇଲ ବୋଲି ବିଚାର କରାଯାଉ।”

ବର୍ତ୍ତମାନ ୪ ଜଣ ଫାଶୀ ପାଇବାର ଅଛି। କାରଣ ୬ ଜଣଙ୍କ ମଧ୍ୟରୁ ଜଣେ ଜେଲରେ ଆତ୍ମହତ୍ୟା କରିଥିବାବେଳେ ଆଉ ଜଣେ ନାବାଳକ ଥିବାରୁ ତାକୁ ବାଳ ସୁଧାର ଗୃହରେ ରଖାଯାଇଥିଲା ଏବଂ ପରେ ସେଠାରୁ ସେ ୩ ବର୍ଷ ପରେ ମୁକ୍ତି ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story