କହ୍ନେୟାଙ୍କ ନାମରେ ଚାଲିବ ଦେଶଦ୍ରୋହ ମାମଲା, ଦିଲ୍ଲୀ ସରକାର ଦେଲେ ଅନୁମତି

ନୂଆଦିଲ୍ଲୀ: ଶୁକ୍ରବାର ପୂର୍ବତନ ଜେଏନ୍‌ୟୁ ସଭାପତି କହ୍ନେୟା କୁମାରଙ୍କ ନାମରେ ଚାଲିବ ଦେଶଦ୍ରୋହ ମାମଲା। ଦିଲ୍ଲୀ ସରକାର ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ ସେଲ୍‌କୁ ଅନୁମତି ଦେବା ପରେ ଏହା ସ୍ପଷ୍ଟ ହୋଇଯାଇଛି। ଗତ ଲୋକସଭା ନିର୍ବାଚନରେ କହ୍ନେୟା ସିପିଆଇ ଟିକେଟ୍‌ରୁ ଲଢ଼ିଥିଲେ। କହ୍ନେୟା ଏବଂ ଜେଏନ୍‌ୟୁ ଛାତ୍ର ସଂଘର ଅନ୍ୟ ପୂର୍ବତନ ସଦସ୍ୟଙ୍କ ନାମରେ ଆସିଥିବା ଅଭିଯୋଗ ଅନୁଯାୟୀ, ସେମାନେ ଦେଶ ବିରୋଧୀ ସ୍ଲୋଗାନ ଦେଇଥିଲେ। ଏଥିରେ ଅଭିଯୁକ୍ତ ଅନ୍ୟମାନେ ହେଉଛନ୍ତି ଉମର ଖାଲିଦ୍, ଅନିର୍ବାଣ, ଆକିବ୍‌ […]

Kanheya

Kanheya

Subrat Kumar Nayak
  • Published: Friday, 28 February 2020
  • Updated: 28 February 2020, 08:56 PM IST

Sports

Latest News

ନୂଆଦିଲ୍ଲୀ: ଶୁକ୍ରବାର ପୂର୍ବତନ ଜେଏନ୍‌ୟୁ ସଭାପତି କହ୍ନେୟା କୁମାରଙ୍କ ନାମରେ ଚାଲିବ ଦେଶଦ୍ରୋହ ମାମଲା। ଦିଲ୍ଲୀ ସରକାର ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ ସେଲ୍‌କୁ ଅନୁମତି ଦେବା ପରେ ଏହା ସ୍ପଷ୍ଟ ହୋଇଯାଇଛି। ଗତ ଲୋକସଭା ନିର୍ବାଚନରେ କହ୍ନେୟା ସିପିଆଇ ଟିକେଟ୍‌ରୁ ଲଢ଼ିଥିଲେ।

କହ୍ନେୟା ଏବଂ ଜେଏନ୍‌ୟୁ ଛାତ୍ର ସଂଘର ଅନ୍ୟ ପୂର୍ବତନ ସଦସ୍ୟଙ୍କ ନାମରେ ଆସିଥିବା ଅଭିଯୋଗ ଅନୁଯାୟୀ, ସେମାନେ ଦେଶ ବିରୋଧୀ ସ୍ଲୋଗାନ ଦେଇଥିଲେ। ଏଥିରେ ଅଭିଯୁକ୍ତ ଅନ୍ୟମାନେ ହେଉଛନ୍ତି ଉମର ଖାଲିଦ୍, ଅନିର୍ବାଣ, ଆକିବ୍‌ ହୁସେନ୍‌, ମୁଜିବ୍‌, ଅମର ଗୁଲ, ବଶରତ ଅଲ୍ଲୀ ଏବଂ ଖାଲିଦ୍‌ ବସିର୍‌। ଏମାନଙ୍କ ବାବଦରେ ମଧ୍ୟ ଦିଲ୍ଲୀ ପୁଲିସ୍‌ ତଦନ୍ତ କରିବ। ତେବେ ବର୍ତ୍ତମାନ ସିପିଆଇ ପାଇଁ କହ୍ନେୟା ବିହାରରେ ପ୍ରଚାର କରୁଥିବାରୁ ତାଙ୍କ ଦଳକୁ ଏହା ଅଡ଼ୁଆରେ ପକାଇବ।

୨୦୧୬ ମସିହାରେ ଭାରତୀୟ ପିଙ୍ଗଳ କୋଡ୍‌ର ୧୨୪-ଏ ଏବଂ ୧୨୦ ବି ଅନୁଯାୟୀ ବସନ୍ତ କୁଞ୍ଜ ଥାନାରେ ମାମଲା ରୁଜୁ କରାଯାଇଥିଲା। ୨୦୧୯ ମସିହା ଜାନୁଆରୀ ୧୪ରେ ଏହି ମାମଲାରେ ଚାର୍ଜଶିଟ୍‌ ଦାଖଲ କରାଯାଇଥିଲା। କହ୍ନେୟା ଏବଂ ଜେଏନ୍‌ୟୁ ଛାତ୍ର ସଂଘର ଅନ୍ୟ ପୂର୍ବତନ ସଦସ୍ୟ ୨୦୧୬ ମସିହା ଫେବୃଆରୀ ୯ ତାରିଖରେ ଦେଶ ବିରୋଧୀ ସ୍ଲୋଗାନ ଦେଇଥିବା ଅଭିଯୋଗ ହୋଇଥିଲା। ଏହାର କିଛି ଭିଡିଓ ଭାଇରାଲ ହେବାପରେ ଘଟଣାର ୪ ଦିନ ପରେ କହ୍ନେୟା ଗିରଫ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story