ରାଜଧାନୀରେ ୩୧ ଯାଏ ସମସ୍ତ ସ୍କୁଲ ବନ୍ଦ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଅକ୍ଟୋବର ୧୫ ପରେ ଦେଶରେ ସ୍କୁଲ ଖୋଲିବାକୁ ଅନୁମିତି ଦେଇଥିଲେ ହେଁ ଦିଲ୍ଲୀରେ ଏହାକୁ ଲାଗୁ କରାଯିବ ନାହିଁ। ପୂର୍ବଭଳି ଅନଲକ-୫ ଅର୍ଥାତ ଅକ୍ଟୋବର ୩୧ ଯାଏ ଜାତୀୟ ରାଜଧାନୀ ଦିଲ୍ଲୀରେ ସମସ୍ତ ସ୍କୁଲ ବନ୍ଦ ରହିବ ବୋଲି ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି। ପୂର୍ବରୁ ଦିଲ୍ଲୀ ସରକାର ଅକ୍ଟୋବର ୫ ଯାଏ ସ୍କୁଲ ଗୁଡ଼ିକ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏବେ ସ୍କୁଲ ଗୁଡ଼ିକ ୩୧ ଅକ୍ଟୋବର ଯାଏ ବନ୍ଦ […]

g

g

Hemant Lenka
  • Published: Sunday, 04 October 2020
  • Updated: 04 October 2020, 06:46 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଅକ୍ଟୋବର ୧୫ ପରେ ଦେଶରେ ସ୍କୁଲ ଖୋଲିବାକୁ ଅନୁମିତି ଦେଇଥିଲେ ହେଁ ଦିଲ୍ଲୀରେ ଏହାକୁ ଲାଗୁ କରାଯିବ ନାହିଁ। ପୂର୍ବଭଳି ଅନଲକ-୫ ଅର୍ଥାତ ଅକ୍ଟୋବର ୩୧ ଯାଏ ଜାତୀୟ ରାଜଧାନୀ ଦିଲ୍ଲୀରେ ସମସ୍ତ ସ୍କୁଲ ବନ୍ଦ ରହିବ ବୋଲି ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି।

ପୂର୍ବରୁ ଦିଲ୍ଲୀ ସରକାର ଅକ୍ଟୋବର ୫ ଯାଏ ସ୍କୁଲ ଗୁଡ଼ିକ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏବେ ସ୍କୁଲ ଗୁଡ଼ିକ ୩୧ ଅକ୍ଟୋବର ଯାଏ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଥିଲେ ହେଁ ଅନଲାଇନରେ କ୍ଲାସ ଜାରି ରହିବ।

ସିସୋଦିଆ କହିଛନ୍ତି, “ଦିଲ୍ଲରେ ଥିବା ସମସ୍ତ ସ୍କୁଲ ୩୧ ତାରିଖ ଯାଏ ବନ୍ଦ ରହିବ। କରୋନା ପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜଣେ ଅଭିଭାବକ। ସେ ଜାଣିଛନ୍ତି ଯେ ବର୍ତ୍ତମାନର ସ୍ଥିତି କ’ଣ। ବର୍ତ୍ତମାନ ସ୍ଥିତିରେ ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ କୌଣସି ପ୍ରକାରର ରିସ୍କ ନେଇ ହେବନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story