ଆସନ୍ତା ସପ୍ତାହରେ ଦିଲ୍ଲୀରେ ପହଞ୍ଚିବ କରୋନା ଟିକା!

ନୂଆଦିଲ୍ଲୀ: କରୋନା ଟିକା ପାଇଁ ଚାଲିଥିବା ଅପେକ୍ଷାରେ ଅନ୍ତ ଘଟିବାକୁ ଯାଉଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ସପ୍ତାହରେ ଦେଶର ରାଜଧାନୀ ଦିଲ୍ଲୀରେ କରୋନା ଟିକାର ପ୍ରଥମ ସ୍ଲଟ ପହଞ୍ଚିବ। ତେବେ ଦିଲ୍ଲୀବାସୀଙ୍କୁ ଏହାର ଡୋଜ୍‌ କେବେ ମିଳିବ, ସେକଥା ଏଯାଏ ଜଣାପଡ଼ିନାହିଁ। ଲୋକଙ୍କୁ ଟିକା ଦେବା ପାଇଁ ଦିଲ୍ଲୀରେ ସ୍ୱାସ୍ଥ୍ୟକର୍ମୀଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଉଛି। ଟିକାକରଣ ବେଳେ କ’ଣ ସବୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ଓ କେମିତି ସୁରକ୍ଷିତ ଭାବେ ଟିକା […]

rs

rs

Hemant Lenka
  • Published: Tuesday, 22 December 2020
  • Updated: 22 December 2020, 02:01 PM IST

Sports

Latest News

ନୂଆଦିଲ୍ଲୀ: କରୋନା ଟିକା ପାଇଁ ଚାଲିଥିବା ଅପେକ୍ଷାରେ ଅନ୍ତ ଘଟିବାକୁ ଯାଉଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ସପ୍ତାହରେ ଦେଶର ରାଜଧାନୀ ଦିଲ୍ଲୀରେ କରୋନା ଟିକାର ପ୍ରଥମ ସ୍ଲଟ ପହଞ୍ଚିବ। ତେବେ ଦିଲ୍ଲୀବାସୀଙ୍କୁ ଏହାର ଡୋଜ୍‌ କେବେ ମିଳିବ, ସେକଥା ଏଯାଏ ଜଣାପଡ଼ିନାହିଁ।

ଲୋକଙ୍କୁ ଟିକା ଦେବା ପାଇଁ ଦିଲ୍ଲୀରେ ସ୍ୱାସ୍ଥ୍ୟକର୍ମୀଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଉଛି। ଟିକାକରଣ ବେଳେ କ’ଣ ସବୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ଓ କେମିତି ସୁରକ୍ଷିତ ଭାବେ ଟିକା ଲୋକଙ୍କୁ ପ୍ରଦାନ କରାଯିବ, ସେଥିପାଇଁ ସ୍ୱାସ୍ଥ୍ୟକର୍ମୀଙ୍କୁ ଶିକ୍ଷା ଦିଆଯାଉଛି। ଏହି ତାଲିମ କାର୍ଯ୍ୟକ୍ରମରେ ପ୍ରାୟ ୩୫୦୦ ସ୍ୱାସ୍ଥ୍ୟକର୍ମୀ ଭାଗ ନେଇଛନ୍ତି।

ସେହିପରି ଟିକାର ସଂରକ୍ଷଣ ପାଇଁ ଦିଲ୍ଲୀ ସରକାର ୬୦୯ଟି ଶୀତଳ ଭଣ୍ଡାର ଚିହ୍ନଟ କରିଛନ୍ତି। ସୋମବାର ଠାରୁ ଟିକାକରଣରେ ସାମିଲ ହେବାକୁ ଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଦିନିକିଆ ଟ୍ରେନିଂ ଦିଆଯାଉଛି। ରାଜୀବ ଗାନ୍ଧି ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ, ଲୋକନାୟକ ହସ୍ପିଟାଲ, କସ୍ତୁରାବ ହସ୍ପିଟାଲ, ବାବାସାହେବ ଆମ୍ବେଦକର ହସ୍ପିଟାଲ, ଜିଟିବି ହସ୍ପିଟାଲ ଓ ମହଲ କ୍ଲିନିକଗୁଡ଼ିକୁ ଶୀତଳ ଭଣ୍ଡାର ଭାବେ ବ୍ୟବହାର କରିବାକୁ ନିଷ୍ପତ୍ତି ହୋଇଛି।

ସେହିପରି ତାଲିମ କାର୍ଯ୍ୟକ୍ରମ ପାଇଁ ମୌଲାନା ଆଜାଦ ମେଡିକାଲ କଲେଜ ୩ ଜଣ ଡାକ୍ତରଙ୍କୁ ଟିକାକରଣର ଅଫିସର ଭାବେ ଚୟନ କରିଛି। ସେମାନେ ଅନ୍ୟ ଟିକାକରଣ ଅଫିସରଙ୍କୁ ତାଲିମ ଦେବେ ଓ ଏହି ତାଲିମପ୍ରାପ୍ତ ଅଧିକାରୀ ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟକର୍ମୀଙ୍କୁ ଟ୍ରେନିଂ ଦେବେ। ପ୍ରତିଟି କୋଲ୍ଡ ଚେନ୍‌ରେ ଟିକାକରଣ ଦାୟିତ୍ୱରେ ୬ ଜଣ ଅଧିକାରୀ ରହିବେ। ପ୍ରତି କୋଲ୍ଡ ଚେନ୍‌ ପଏଣ୍ଟରେ ୩ଟି ରୁମ୍‌ର ବ୍ୟବସ୍ଥା ମଧ୍ୟ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story