ତାହିର୍ ହୁସେନଙ୍କ ପିସ୍ତଲ ଜବତ କଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ବହିଷ୍କୃତ ଆମ୍ ଆଦମୀ ପାର୍ଟି (ଆପ୍) ନେତା ତଥା ଦିଲ୍ଲୀ ହିଂସାକାଣ୍ଡର ଅଭିଯୁକ୍ତ ତାହିର୍ ହୁସେନଙ୍କ ଲାଇସେନ୍ସ ପ୍ରାପ୍ତ ପିସ୍ତଲକୁ ଶନିବାର ଜବତ କରିଛି ଦିଲ୍ଲୀ ପୁଲିସ। ନିକଟରେ ହୋଇଥିବା ଦିଲ୍ଲୀ ହିଂସାକାଣ଼୍ଡରେ ଏହି ପିସ୍ତଲ ବ୍ୟବହାର କରାଯାଇଛି କି ନାହିଁ ଜାଣିବାକୁ ଏହାକୁ ଫରେନ୍ସିକ୍ ଲ୍ୟାବକୁ ପଠାଇ ଦିଆଯାଇଛି। ଏହାସହ ୨୪ ଲାଇଭ୍ କାର୍ଟିଜ୍ ସମେତ ତାହିରଙ୍କ ମୋବାଇଲକୁ ମଧ୍ୟ ଜବତ କରିଛି ପୁଲିସ୍। ଜବତ କାର୍ଟିଜ ଗୁଡ଼ିକୁ ମଧ୍ୟ ପରୀକ୍ଷଣ ଲାଗି ଫରେନସିକ୍ […]

TAHIR_HUSSAIN

TAHIR_HUSSAIN

Subhransu Sekhar
  • Published: Saturday, 07 March 2020
  • Updated: 07 March 2020, 06:03 PM IST

Sports

Latest News

ନୂଆଦିଲ୍ଲୀ: ବହିଷ୍କୃତ ଆମ୍ ଆଦମୀ ପାର୍ଟି (ଆପ୍) ନେତା ତଥା ଦିଲ୍ଲୀ ହିଂସାକାଣ୍ଡର ଅଭିଯୁକ୍ତ ତାହିର୍ ହୁସେନଙ୍କ ଲାଇସେନ୍ସ ପ୍ରାପ୍ତ ପିସ୍ତଲକୁ ଶନିବାର ଜବତ କରିଛି ଦିଲ୍ଲୀ ପୁଲିସ। ନିକଟରେ ହୋଇଥିବା ଦିଲ୍ଲୀ ହିଂସାକାଣ଼୍ଡରେ ଏହି ପିସ୍ତଲ ବ୍ୟବହାର କରାଯାଇଛି କି ନାହିଁ ଜାଣିବାକୁ ଏହାକୁ ଫରେନ୍ସିକ୍ ଲ୍ୟାବକୁ ପଠାଇ ଦିଆଯାଇଛି। ଏହାସହ ୨୪ ଲାଇଭ୍ କାର୍ଟିଜ୍ ସମେତ ତାହିରଙ୍କ ମୋବାଇଲକୁ ମଧ୍ୟ ଜବତ କରିଛି ପୁଲିସ୍। ଜବତ କାର୍ଟିଜ ଗୁଡ଼ିକୁ ମଧ୍ୟ ପରୀକ୍ଷଣ ଲାଗି ଫରେନସିକ୍ ଲ୍ୟାବକୁ ପଠାଯାଇଛି।

ସୂଚନାଯୋଗ୍ୟ, ନିକଟରେ ଉତ୍ତର-ପୂର୍ବ ଦିଲ୍ଲୀରେ ହୋଇଥିବା ହିଂସାକାଣ଼୍ଡରେ ଆଇବି ଅଫିସର ଅଙ୍କିତ ଶର୍ମାଙ୍କ ହତ୍ୟା ଅଭିଯୋଗରେ ଗୁରୁବାର ହୁସେନଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି। ଏହି ମାମଲାରେ ହୁସେନଙ୍କୁ ୭ ଦିନ ପାଇଁ ରିମାଣ୍ଡରେ ନେବା ପାଇଁ ପୁଲିସକୁ ଦିଲ୍ଲୀ କୋର୍ଟ ଅନୁମତି ଦେଇଛନ୍ତି। ଏହା ପୂର୍ବରୁ କାର୍କାରଡୁମା କୋର୍ଟ ଅଭିଯୁକ୍ତ ବହିଷ୍କୃତ ଆପ୍ ନେତା ହୁସେନଙ୍କୁ ସମ୍ପୃକ୍ତ ମାମଲାରେ ଆଗୁଆ ଜାମିନ ଆବେଦନ ଖାରଜ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story