ମାର୍ଚ୍ଚ ୧୧ରେ ‘ଦିଲ୍ଲୀ ହିଂସା’ ଆଲୋଚନା, ଉତ୍ତର ରଖିବେ ଶାହ

ନୂଆଦିଲ୍ଲୀ: ଗତ ସପ୍ତାହର ଦିଲ୍ଲୀ ହିଂସାକୁ ନେଇ ଆସନ୍ତା ୧୧ ତାରିଖରେ ସଂସଦରେ ଆଲୋଚନା ହେବ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏଥିରେ ସରକାରଙ୍କ ପକ୍ଷରୁ ଉତ୍ତର ରଖିବାର ଅଛି। ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଆଲୋଚନା ହେଉ ବୋଲି ବିରୋଧୀ ଦଳମାନେ ବେଶ କିଛି ଦିନ ଧରି ଆଲୋଚନା କରି ଆସୁଥିଲେ। ହୋଲି ପରେ ଏହି ପ୍ରସଙ୍ଗରେ ଆଲୋଚନା ହେଉ ବୋଲି ବାଚସ୍ପତି ଓମ୍‌ ବିର୍ଲା ମଧ୍ୟ ପୂର୍ବରୁ ମତ ରଖିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ […]

shah

shah

Subrat Kumar Nayak
  • Published: Friday, 06 March 2020
  • Updated: 06 March 2020, 06:46 PM IST

Sports

Latest News

ନୂଆଦିଲ୍ଲୀ: ଗତ ସପ୍ତାହର ଦିଲ୍ଲୀ ହିଂସାକୁ ନେଇ ଆସନ୍ତା ୧୧ ତାରିଖରେ ସଂସଦରେ ଆଲୋଚନା ହେବ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏଥିରେ ସରକାରଙ୍କ ପକ୍ଷରୁ ଉତ୍ତର ରଖିବାର ଅଛି। ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଆଲୋଚନା ହେଉ ବୋଲି ବିରୋଧୀ ଦଳମାନେ ବେଶ କିଛି ଦିନ ଧରି ଆଲୋଚନା କରି ଆସୁଥିଲେ। ହୋଲି ପରେ ଏହି ପ୍ରସଙ୍ଗରେ ଆଲୋଚନା ହେଉ ବୋଲି ବାଚସ୍ପତି ଓମ୍‌ ବିର୍ଲା ମଧ୍ୟ ପୂର୍ବରୁ ମତ ରଖିଥିଲେ।

ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହି ପ୍ରସଙ୍ଗରେ କହିଛନ୍ତି, “ଆଲୋଚନା ହେଉ ବୋଲି ବିରୋଧୀ ହିଁ ଦାବି କରିଥିବାରୁ, ଆମେ ଆଶା କରୁଛୁ, ବିରୋଧୀ ଦଳ ସଂସଦ କାର୍ଯ୍ୟରେ କୌଣସି ବାଧା ସୃଷ୍ଟି ନକରି ଆଲୋଚନାରେ ଭାଗ ନେବେ। ଏବେ ଦିଲ୍ଲୀରେ ଶାନ୍ତି ଫେରିଆସିଛି। ଏହି ବିତର୍କରେ ଭାଗ ନେବାରେ ଆମର କିଛି ସମସ୍ୟା ନାହିଁ।”

ଏହି ତାରିଖ ନେଇ ପୂର୍ବରୁ ବାଚସ୍ପତି ମଧ୍ୟ ପ୍ରସ୍ତାବ ଦେଇଥିଲେ। ଗୃହରେ ହୋହଲ୍ଲା କରୁଥିବା କଂଗ୍ରେସର ୭ ଜଣ ସାଂସଦଙ୍କୁ ସେ ଚଳିତ ଅଧିବେଶନ ପାଇଁ ନିଲମ୍ବିତ କରିବା ପରେ ବର୍ତ୍ତମାନ ଆଲୋଚନାର ତାରିଖ ଘୋଷଣା କରାଯାଇଛି। ନିଲମ୍ବିତ କଂଗ୍ରେସ ସାଂସଦ ଗୌରବ ଗୋଗୋଇ କହିଛନ୍ତି, “ସରକାର ହୋଲି ପରେ ଆଲୋଚନା ପାଇଁ କହିଛନ୍ତି। କିନ୍ତୁ ନିଜ ପରିବାରର ଲୋକଙ୍କୁ ହରାଇଥିବା ଲୋକେ କ’ଣ ହୋଲି ପାଳନ କରିପାରିବେ। ସେହି ସମସ୍ତ ପୁଲିସ୍‌ଙ୍କ ପରିବାର କ’ଣ ହୋଲି ମନାଇବେ ଯେଉଁମାନେ ହିଂସାରେ ପ୍ରାଣ ହରାଇଛନ୍ତି?”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story