ବିମୁଦ୍ରାକରଣର ଲାଭ ସଂପର୍କରେ ଲୋକଙ୍କୁ ବୁଝାଇବାକୁ ଦଳୀୟ ସାଂସଦଙ୍କୁ ମୋଦିଙ୍କ ପରାମର୍ଶ

ନୂଆଦିଲ୍ଲୀ: ସଂସଦରେ ବିଜେପି ସଂସଦୀୟ ଦଳ ବୈଠକରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଂସଦମାନଙ୍କୁ ବିମୁଦ୍ରାକରଣ ଏବଂ ଡିଜିଟାଇଜେସନ୍‌ର ଲାଭ ସଂପର୍କରେ ଜନତାଙ୍କ ନିକଟକୁ ଯାଇ ବୁଝାଇବାକୁ ଆହ୍ୱାନ କରିଛନ୍ତି। ବିଜେପି ସାଂସଦଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଯେପରି ଆପଣମାନେ ନିର୍ବାଚନର ପ୍ରଚାର କରନ୍ତି, ସେହିପରି ଗ୍ରାଉଣ୍ଡ ଜିରୋକୁ ଯାଇ ବିମୁଦ୍ରାକରଣ ଏବଂ ଡିଜିଟାଇଜେସନ୍‌ର ପ୍ରଚାର କରନ୍ତୁ। ଏହା କେବଳ ସରକାରଙ୍କ କାମ ନୁହେଁ। ଆପଣମାନେ ଜନତାଙ୍କ ଦ୍ୱାରା ମନୋନୀତ ହୋଇଥିବା ବ୍ୟକ୍ତି। ଏଟିଏମ୍‌ ବାହାରେ […]

for-pm-narendra-modi-notebandi

for-pm-narendra-modi-notebandi

Rakesh Mallick
  • Published: Wednesday, 07 December 2016
  • Updated: 07 December 2016, 02:14 PM IST

Sports

Latest News

ନୂଆଦିଲ୍ଲୀ: ସଂସଦରେ ବିଜେପି ସଂସଦୀୟ ଦଳ ବୈଠକରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଂସଦମାନଙ୍କୁ ବିମୁଦ୍ରାକରଣ ଏବଂ ଡିଜିଟାଇଜେସନ୍‌ର ଲାଭ ସଂପର୍କରେ ଜନତାଙ୍କ ନିକଟକୁ ଯାଇ ବୁଝାଇବାକୁ ଆହ୍ୱାନ କରିଛନ୍ତି।

ବିଜେପି ସାଂସଦଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଯେପରି ଆପଣମାନେ ନିର୍ବାଚନର ପ୍ରଚାର କରନ୍ତି, ସେହିପରି ଗ୍ରାଉଣ୍ଡ ଜିରୋକୁ ଯାଇ ବିମୁଦ୍ରାକରଣ ଏବଂ ଡିଜିଟାଇଜେସନ୍‌ର ପ୍ରଚାର କରନ୍ତୁ। ଏହା କେବଳ ସରକାରଙ୍କ କାମ ନୁହେଁ। ଆପଣମାନେ ଜନତାଙ୍କ ଦ୍ୱାରା ମନୋନୀତ ହୋଇଥିବା ବ୍ୟକ୍ତି। ଏଟିଏମ୍‌ ବାହାରେ ଧର୍ଯ୍ୟଧରି ଜନତାଙ୍କ ଲମ୍ବା ଲାଇନ୍‌ର ଅର୍ଥ ଦେଶର ଜନତା ଆମ ସହିତ ଅଛନ୍ତି।

ବିପକ୍ଷ ଦଳ ଗୃହରେ ହଟ୍ଟଗୋଳ କରୁଛନ୍ତି। ମୁଁ ରାଜ୍ୟସଭା ଗଲେ, ସେଠାରେ ବିପକ୍ଷଦଳ ମୋ ବିରୋଧରେ ନାରାବାଜି କରୁଛନ୍ତି। ତଥାପି ଗୃହରେ ମୁଁ ବସି ରହୁଛି କିନ୍ତୁ ସେମାନେ କୌଣସି ପ୍ରକାର ଆଲୋଚନା ଚାହାନ୍ତି ନାହିଁ। ଆପଣମାନେ ବିପକ୍ଷ ଦଳର କଳାକାରନାମାକୁ ପଦାରେ ପକାନ୍ତୁ ବୋଲି ବିଜେପି ସଂସଦୀୟ ଦଳ ବୈଠକରେ କହିଛନ୍ତି ପ୍ରଧାନମନ୍ତ୍ରୀ।

ଅନ୍ୟପଟେ ସଂସଦୀୟ କାର୍ଯ୍ୟମନ୍ତ୍ରୀ ଅନନ୍ତ କୁମାର ଏହି ବୈଠକରେ ଅଧିକ ତଥ୍ୟ ଦେବାକୁ ଯାଇ କହିଛନ୍ତି, ଯେପରି ନିର୍ବାଚନ ସମୟରେ ଦେଶସାରା ଇଭିଏମ୍‌ ସଂପର୍କରେ ପ୍ରଚାର କରାଯାଏ, ସେହିପରି ଦଳକୁ ଏହି ସମୟରେ କ୍ୟାସ୍‌ଲେସ୍‌ ସଂପର୍କରେ ପ୍ରଚାର କରିବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ବୈଠକରେ କେନ୍ଦ୍ର ପେଟ୍ରୋଲିଅମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲିଅମ୍‌ ମନ୍ତ୍ରାଳୟ ଦ୍ୱାରା କ୍ୟାସ୍‌ଲେସ୍‌ ସିଷ୍ଟମ ଲାଗୁ କରିବା ପାଇଁ କେଉଁ ପ୍ରକାର ପ୍ରୟାସ କରାଯାଉଛି ସେ ସଂପର୍କରେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story