ପାକିସ୍ତାନର ନୂଆ ଅସ୍ତ୍ର ମିତ୍ରୋଁ!

ନୂଆଦିଲ୍ଲୀ: ଟିକଟକର ବିକଳ୍ପ ଭାବରେ ତିଆରି ହୋଇଛି ମିତ୍ରୋଁ ଆପ୍ସ। ଏବେ ଏହା ଲୋକପ୍ରିୟତାର ଶୀର୍ଷରେ। ଆପଣ ଯଦି ଏହି ଆପ୍ସକୁ ଡାଉନଲୋଡ କରିଛନ୍ତି ତା’ହେଲେ ସାବଧାନ ଏହା ଟେରରିସ୍ତାନ ଦ୍ୱାରା ତିଆରି ହୋଇଛି। ଏହାର ପ୍ରମାଣ ଆପ୍ସର ପ୍ରମୋଟର ବାବଦରେ ଛାନଭିନ୍ କରିବା ପରେ ଜଣାପଡ଼ିଛି। ଏହାକୁ ଭାରତରେ ଦେଶୀ ଟିକଟକ ବୋଲି ମଧ୍ୟ କୁହାଯାଉଛି। ଏହି ଆପ୍ସ ତିଆରି ପାଇଁ ଆବଶ୍ୟକ କୋଡ୍ ମାତ୍ର ୨୫୦୦ ଟଙ୍କାରେ ବିକ୍ରି ହେଉଛି ବୋଲି ଜଣାପଡ଼ିଛି। ଏହି […]

MITRON

MITRON

Subhransu Sekhar
  • Published: Monday, 01 June 2020
  • Updated: 01 June 2020, 09:21 PM IST

Sports

Latest News

ନୂଆଦିଲ୍ଲୀ: ଟିକଟକର ବିକଳ୍ପ ଭାବରେ ତିଆରି ହୋଇଛି ମିତ୍ରୋଁ ଆପ୍ସ। ଏବେ ଏହା ଲୋକପ୍ରିୟତାର ଶୀର୍ଷରେ। ଆପଣ ଯଦି ଏହି ଆପ୍ସକୁ ଡାଉନଲୋଡ କରିଛନ୍ତି ତା’ହେଲେ ସାବଧାନ ଏହା ଟେରରିସ୍ତାନ ଦ୍ୱାରା ତିଆରି ହୋଇଛି। ଏହାର ପ୍ରମାଣ ଆପ୍ସର ପ୍ରମୋଟର ବାବଦରେ ଛାନଭିନ୍ କରିବା ପରେ ଜଣାପଡ଼ିଛି। ଏହାକୁ ଭାରତରେ ଦେଶୀ ଟିକଟକ ବୋଲି ମଧ୍ୟ କୁହାଯାଉଛି।

ଏହି ଆପ୍ସ ତିଆରି ପାଇଁ ଆବଶ୍ୟକ କୋଡ୍ ମାତ୍ର ୨୫୦୦ ଟଙ୍କାରେ ବିକ୍ରି ହେଉଛି ବୋଲି ଜଣାପଡ଼ିଛି। ଏହି କୋଡ କୋଡକନୟୋନ ପ୍ଲାଟଫର୍ମରେ ବିକ୍ରି ହେଉଥିବା ଜଣାପଡ଼ିଛି। ଏହି କୋଡ ୨୭୭ ଜଣ କିଣିଥିବା ଜଣାପଡ଼ିଛି। ଏହି ‘ମିତ୍ରୋଁ’ ଆପ୍ସକୁ କିଏ ତିଆରି କରିଛି ସେ ନେଇ କୌଣସି ସଠିକ୍ ସ୍ପଷ୍ଟୀକରଣ ଆସିନି। ହେଲେ ଏହାକୁ ସଫ୍ଟ କିଲର ନାମକ ଆଇଟି କମ୍ପାନୀ ପ୍ରମୋଟ କରିଥିବା ସୂଚନା ରହିଛି। ଏହି ମିତ୍ରୋଁ ଆପ୍ସ ପାକିସ୍ତାନର ଟିକଟିକ୍ ଆପ୍ସର ଡୁପ୍ଲିକେଟ୍ ବୋଲି ଜଣାପଡ଼ିଛି।

ଏହି ମିତ୍ରୋଁ ଆପ୍ସ ଭାରତର ବୋଲି ଖବର ପ୍ରଚାର ହେବା ପରେ ପାକିସ୍ତାନର କ୍ୟୁବକ୍ସସ ସଫ୍ଟଓ୍ୱୟାର କମ୍ପାନୀ ଟୁଇଟର ଜରିଆରେ ଭାରତୀୟ ଡେଭଲପରଙ୍କ ସହିତ କଥା ହୋଇଥିଲେ। ମିତ୍ରୋଁ ଆପ୍ସର ମୂଳ ପ୍ରତିଷ୍ଠାତା କ୍ୟୁବକ୍ସ ବୋଲି ଦାବି କରିଛି। ଟିକଟିକ୍ ଆପ୍ସ ତିଆରି କରିସାରିବା ପରେ ତା’ର କୋଡକୁ କୋଡକନୟୋନକୁ ବିକ୍ରି କରିଛି। ମାତ୍ର ୨,୫୭୧ ଟଙ୍କାରେ ଏହି ଆପ୍ସ କୋଡ ବିକ୍ରି କରିଥିବା ଜଣାପଡ଼ିଛି।

ଅନ୍ୟପଟେ କ୍ୟୁବକ୍ସସ ଟିମର ସଦସ୍ୟ ଇରଫାନ୍ ଶେଖ୍ କହିଛନ୍ତି, ଟିକଟିକ ଆପ୍ସକୁ ରିବ୍ରାଣ୍ଡ କରି ମିତ୍ରୋଁ ଆପ୍ସ ତିଆରି କରାଯାଇଛି। ଟିକଟିକ୍ ଆପ୍ସ ଏବଂ ମିତ୍ରୋଁ ଆପ୍ସରେ କୌଣସି ପାର୍ଥକ୍ୟ ନାହିଁ। ଦିଲ୍ଲୀର ଜଣେ ଆପ୍ସ ଡେଭଲପର ମଧ୍ୟ ଇରଫାନ୍ ଶେଖଙ୍କ କଥାକୁ ସତ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଚାଇନିଜ ଆପ୍ସ ଟିକଟିକ୍ ଆପ୍ସକୁ ଟକ୍କର ଦେବା ପାଇଁ ‘ମିତ୍ରୋଁ’ ଆପ୍ସ ତିଆରି କରାଯାଇଛି ବୋଲି କୁହାଯାଉଛି। ଏହା ମେଡ୍ ଇନ୍ ଇଣ୍ଡିଆ, ଆଇଆଇଟି ରୁରକିର ଜଣେ ଛାତ୍ର ତିଆରି କରିଛନ୍ତି ବୋଲି ପୂର୍ବରୁ ଖବର ପ୍ରସାରିତ ହୋଇଛି। ଆଇଆଇଟି ରୁରକିର ଛାତ୍ର ଶିବାଙ୍କ ଅଗ୍ରାଓ୍ୱାଲ ଏହି ଆପ୍ସ ତିଆରି କରିଥିବା ସୂଚନା ରହିଛି। ହେଲେ ଏଯାବତ ଏହି ବ୍ୟକ୍ତିୁ ସାମ୍ନାକୁ ଆସି ନାହାନ୍ତି। ଗୁଗୁଲ ପ୍ଲେ ଷ୍ଟୋରରେ ଏହି ଆପ୍ସ ଉପଲବ୍ଧ ରହିଛି। ଶ୍ରେଷ୍ଠ ୧୦ଟି ଫ୍ରି ଆପ୍ସ ଲିଷ୍ଟରେ ମଧ୍ୟ ଏହା ସ୍ଥାନିତ ହୋଇ ସାରିଛି। ୧୧, ଏପ୍ରିଲ, ୨୦୨୦ରେ ଏହି ଆପ୍ସ ରିଲିଜ୍ ହୋଇଛି। ୨୪ ମେ’ରେ ଅନ୍ତିମ ଥର ପାଇଁ ଏହି ଆପ୍ସ ଅପଡେଟ୍ ହୋଇଛି। ପେଟିଏମର ପୂର୍ବତନ ସଭାପତି ଦୀପକ ଟୁଇଟ୍ କରି ଏହି ସୂଚନା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story