ପଙ୍ଗପାଳ ଚିନ୍ତା, ପାଇଲଟଙ୍କ ପାଇଁ ସର୍କୁଲାର ଜାରି କଲା ଡିଜିସିଏ

ମୁମ୍ୱାଇ: ପଙ୍ଗପାଳ ଏବେ ଚାଷୀ ସହିତ ବିମାନ ଚାଳକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏହାକୁ ନଜରରେ ରଖି ଆଭିଏସନ ବିଭାଗର ନିର୍ଦ୍ଦେଶକ ବିମାନ ଚାଳକ ତଥା ପାଇଲଟ ମାନଙ୍କ ପାଇଁ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଆକାଶରେ ବିମାନ ଉଡିବା ବେଳେ ଯଦି କୌଣସି ସ୍ଥାନରେ ପଙ୍ଗପାଳଙ୍କର ସୂଚନା ମିଳେ ତା’ହେଲେ ସୂଚନା ଦେବାକୁ ଡିଜିସିଏ ନିର୍ଦ୍ଦେଶ ଦେଇଛି।

ସାଧାରଣତଃ ପଙ୍ଗପାଳ କମ୍ ଉଚ୍ଚତାରେ ଉଡ଼ି ବୁଲନ୍ତି। ତେଣୁ ବିମାନ ଅବତରଣ କରିବା ବେଳେ କିମ୍ୱା ଉଡ଼ିବାକୁ ଆରମ୍ଭ କରୁଥିବାବେଳେ ଅଡ଼ୁଆ ସୃଷ୍ଟି କରିପାରନ୍ତି। ଯଦି ବିମାନ ଉଡ଼ିବା ବେଳେ ପଙ୍ଗପାଳ ଆସିଯିବେ ତା’ହେଲେ ବିମାନ ଚାଳକ ଅଡ଼ୁଆରେ ପଡ଼ିବାର ସମ୍ବାବନା ରହିଛି। ଏମିତିକି ପଙ୍ଗପାଳ ପାଇଁ ପାଇଲଟଙ୍କୁ ରାସ୍ତା ଦେଖାଯାଇନପାରେ। ଏଭଳି ସ୍ଥିତରେ ଦୁର୍ଘଟଣା ହେବାର ଆଶଙ୍କା ରହିଛି ବୋଲି ଡିଜିସିଏ ଅନୁଭବ କରିଛି।

ଆହୁରି ପଢ଼ନ୍ତୁ

ବବ୍‌-କଟ୍‌ ହେୟାର ଷ୍ଟାଇଲ କରିଥିବା ହାତୀ ଇଣ୍ଟରନେଟ୍‌ର ନୂଆ ଷ୍ଟାର

୩ ମାସ ପରେ ଫେରିଲେ ପତ୍ନୀ, କରୋନା ଆଶଙ୍କାରେ ଘରେ ପୂରାଇଲେନି ସ୍ୱାମୀ

ବାଉଁସରେ ତିଆରି ଟିଫିନ ବକ୍ସ, ଭିଡିଓ ଭାଇରାଲ

ସୀମାରୁ ସେନା ପ୍ରତ୍ୟାହାର ସଂପୂର୍ଣ୍ଣ ଶେଷ ହେବାକୁ ଲାଗିବ ସମୟ, ପୁଣି ବସିବ ବୈଠକ

ଦୁଇ ଭାଇ, ହେଲେ ଗୋଟିଏ ପେଟ: ବିଶ୍ୱର ସବୁଠାରୁ ଅଧିକ ଦିନ ବଞ୍ଚିଥିବା ଯୋଡ଼ା ଭାଇଙ୍କ ପରଲୋକ

ନୀତୀଶ କୁମାରଙ୍କ ଭାଣିଜୀଙ୍କୁ କରୋନା, ମୁଖ୍ୟମନ୍ତ୍ରୀଙ୍କ ଘରକୁ ଗଲା ଭେଣ୍ଟିଲେଟର

ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ସହ ସମ୍ପର୍କ ରଖିଥିଲେ ୨୦୦ ପୁଲିସ୍‌ କର୍ମଚାରୀ!

କାହିଁକି ସୁଶାନ୍ତଙ୍କୁ ୪ଟି ଫିଲ୍ମରୁ ବାଦ୍‌ ଦେଇଥିଲେ ସଞ୍ଜୟ ଲୀଲା ବଂଶାଲୀ, ପୁଲିସ୍‌ ଆଗରେ ରଖିଲେ ତଥ୍ୟ

ଆମ୍ବୁଲାନ୍ସରେ କରୋନା ମୃତକଙ୍କ ଶବ ଆଣିଲେ, ପାର୍କିଂ ଅଞ୍ଚଳରେ ଫୋପାଡ଼ି ଚାଲିଗଲେ

ଦେଶରେ ୭ ଲକ୍ଷ ଡେଇଁଲା ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁସଂଖ୍ୟା ୨୦ ହଜାର ପାର୍‌

ଭାଇ ସହ ଏମିତି ଫଟୋ ଶେଆର୍ କରି ଟ୍ରୋଲ୍ ହୋଇଥିଲେ ସାରା

ବିଦେଶୀ ଶିକ୍ଷାର୍ଥୀଙ୍କୁ ଦେଶରୁ ବିଦା କରିବା ପାଇଁ ଆମେରିକାର ନୂଆ ରଣନୀତି