'ଆସନ୍ତା ୪-୫ ମାସରେ ବିଜେପି ନେତା ମୁଖ୍ୟମନ୍ତ୍ରୀ ବାସଭବନରେ ରହିବେ'

କୋଲକାତା: ୨୦୨୧ରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବ। ଏହା ପୂର୍ବରୁ ରାଜନୀତି ମଇଦାନରେ ଗୁଗଲି ଏବଂ ବାଉନସର ପକାଇବା ଆରମ୍ଭ କରିଛନ୍ତି ରାଜନୀତିକ ଦଳ। ମୁଖ୍ୟତଃ ଶାସନ ଗାଦିରେ ବସିଥିବା ଟିଏମସି ଓ ବିଜେପି ପରସ୍ପର ମଧ୍ୟରେ ଯୁଦ୍ଧଂ ଦେହି ଡାକରା ଦେଇଛନ୍ତି। ଦକ୍ଷିଣ ୨୪ ପ୍ରଗଣା ସମାବେଶରେ ବିଜେପି ରାଜ୍ୟ ସଭାପତି ତଥା ସାଂସଦ ଦିଲୀପ ଘୋଷ କହିଛନ୍ତି ଯେ ଆସନ୍ତା ୪-୫ ମାସ ମଧ୍ୟରେ ଜଣେ ବିଜେପି ମୁଖ୍ୟମନ୍ତ୍ରୀ ନବାନ୍ନ ଭବନରେ (ମୁଖ୍ୟମନ୍ତ୍ରୀଙ୍କ ବାସ […]

DILIP-GHOSE

DILIP-GHOSE

Subhransu Sekhar
  • Published: Saturday, 26 December 2020
  • Updated: 26 December 2020, 11:32 PM IST

Sports

Latest News

କୋଲକାତା: ୨୦୨୧ରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବ। ଏହା ପୂର୍ବରୁ ରାଜନୀତି ମଇଦାନରେ ଗୁଗଲି ଏବଂ ବାଉନସର ପକାଇବା ଆରମ୍ଭ କରିଛନ୍ତି ରାଜନୀତିକ ଦଳ। ମୁଖ୍ୟତଃ ଶାସନ ଗାଦିରେ ବସିଥିବା ଟିଏମସି ଓ ବିଜେପି ପରସ୍ପର ମଧ୍ୟରେ ଯୁଦ୍ଧଂ ଦେହି ଡାକରା ଦେଇଛନ୍ତି।

ଦକ୍ଷିଣ ୨୪ ପ୍ରଗଣା ସମାବେଶରେ ବିଜେପି ରାଜ୍ୟ ସଭାପତି ତଥା ସାଂସଦ ଦିଲୀପ ଘୋଷ କହିଛନ୍ତି ଯେ ଆସନ୍ତା ୪-୫ ମାସ ମଧ୍ୟରେ ଜଣେ ବିଜେପି ମୁଖ୍ୟମନ୍ତ୍ରୀ ନବାନ୍ନ ଭବନରେ (ମୁଖ୍ୟମନ୍ତ୍ରୀଙ୍କ ବାସ ଭବନ) ରହିବେ। ଯଦି ଟିଏମସି ଏହାକୁ ହଜମ କରିପାରୁନି, ତେଣୁ ହୋମିଓପାଥିକ ଔଷଧ ଖାଇବାକୁ ପରାମର୍ଶ ଦେଇଛନ୍ତି ଦିଲ୍ଲୀପ।

ଦିଲ୍ଲୀପ କହିଛନ୍ତି, ପ୍ରତିଶୋଧ ପରାୟଣ ହୋଇ ଆମ ଉପରେ ଆକ୍ରମଣ ହେଲେ ଆମେ ମଧ୍ୟ କଡ଼ା ଜବାବ ଦେବୁ। ଯାହାର କ୍ଷତ ଶୁଖାଇବା ପାଇଁ ବ୍ୟାଣ୍ଡେଜ କନା ମିଳିବନି ବୋଲି ସେ କହିଛନ୍ତି। ଆମେ ରାଜନୀତି ସ୍ୱାଭାବିକ ଭାବରେ କରିବାକୁ ଚାହୁଁ। କାରଣ ଆମର ହାତ ଓ ପାଦ କାମ କରୁଛି। ଯଦି ପ୍ରତିଶୋଧ ପରାୟଣ ହୋଇ ଆମ ଉପରେ ଆକ୍ରମଣ ହୁଏ ତେବେ ଆମେ ବାଧ୍ୟ ପ୍ରତିଶୋଧ ନେବୁ ବୋଲି ଶ୍ରୀ ଘୋଷ କହିଛନ୍ତି।

ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଏପ୍ରିଲ-ମେ' ରେ ହେବ ବୋଲି ଜଣାପଡ଼ିଛି। ୨୯୪ ଆସନ ପାଇଁ ଜୋରଦାର ଲଢ଼େଇ ହେବ। ବିଜେପି-ଟିଏମସି ମଧ୍ୟରେ ଲଢ଼େଇ ଜୋରଦାର ହେବ ବୋଲି ଜଣାପଡ଼ିଛି। ତେବେ କଂଗ୍ରେସ ମଧ୍ୟ ବାମ ଦଳ ସହ ମିଶି ନିର୍ବାଚନ ବୈତରଣୀ ପାର ହେବ ବୋଲି କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story