କଂଗ୍ରେସର ନିଯୁକ୍ତି ଘୋଷଣା: କାମ- ଟ୍ରମ୍ପ ଆସିଲେ ହାତ ହଲାଇବା, ଦରମା- ‘ଅଚ୍ଛେ ଦିନ୍‌’

ନୂଆଦିଲ୍ଲୀ: ଶନିବାର ଟ୍ୱିଟରରେ କଂଗ୍ରେସ ପକ୍ଷରୁ ମଜାଦାର ନିଯୁକ୍ତିର ଅଫର ଦିଆଯାଇଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତକୁ ନେଇ ଭାରତର ତତ୍ପରତା ବାବଦରେ ଏହି ଟ୍ୱିଟ୍‌ କରାଯାଇଛି। ସ୍ୱାଗତ ପାଇଁ ଲକ୍ଷ ଲକ୍ଷ ଭାରତୀୟ ଉପସ୍ଥିତ ରହିବେ ବୋଲି ଖୋଦ୍‌ ନିଜେ ଟ୍ରମ୍ପ ଘୋଷଣା କରିବା ଏବଂ ଏବେ ଏହି ଟ୍ୱିଟ୍‌ କଂଗ୍ରେସକୁ ସମାଲୋଚନା ପାଇଁ ଖୋରାକ ଯୋଗାଇଛି। ଏହି ଟ୍ୱିଟରେ ଏକ ନିଯୁକ୍ତି ବାବଦରେ ଲେଖାଯାଇଛି। ଜବ୍ ଡେସ୍କ୍ରିପସନ୍‌ ରହିଛି, ରାଷ୍ଟ୍ରପତି ଡୋନାଲ୍ଡ […]

trump

trump

Subrat Kumar Nayak
  • Published: Saturday, 22 February 2020
  • Updated: 22 February 2020, 04:22 PM IST

Sports

Latest News

ନୂଆଦିଲ୍ଲୀ: ଶନିବାର ଟ୍ୱିଟରରେ କଂଗ୍ରେସ ପକ୍ଷରୁ ମଜାଦାର ନିଯୁକ୍ତିର ଅଫର ଦିଆଯାଇଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତକୁ ନେଇ ଭାରତର ତତ୍ପରତା ବାବଦରେ ଏହି ଟ୍ୱିଟ୍‌ କରାଯାଇଛି। ସ୍ୱାଗତ ପାଇଁ ଲକ୍ଷ ଲକ୍ଷ ଭାରତୀୟ ଉପସ୍ଥିତ ରହିବେ ବୋଲି ଖୋଦ୍‌ ନିଜେ ଟ୍ରମ୍ପ ଘୋଷଣା କରିବା ଏବଂ ଏବେ ଏହି ଟ୍ୱିଟ୍‌ କଂଗ୍ରେସକୁ ସମାଲୋଚନା ପାଇଁ ଖୋରାକ ଯୋଗାଇଛି।

ଏହି ଟ୍ୱିଟରେ ଏକ ନିଯୁକ୍ତି ବାବଦରେ ଲେଖାଯାଇଛି। ଜବ୍ ଡେସ୍କ୍ରିପସନ୍‌ ରହିଛି, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆଡ଼କୁ ହାତ ହଲାଇବା। ଭ୍ୟାକାନ୍ସି ବା ଖାଲିଥିବା ପଦବୀ ସଂଖ୍ୟା ୬୯ ଲକ୍ଷ ଥିଲା। ଦରମା ଜାଗାରେ ଲେଖାଥିଲା, ଅଚ୍ଛେ ଦିନ୍‌ ମିଳିବ। ଆଉ ନିଯୁକ୍ତି ସ୍ଥଳ ବାବଦରେ ଲେଖାଯାଇଛି, ଇଣ୍ଡୀଆ ରୋଡ୍‌ଶୋ’, ମୋଟେରା ଷ୍ଟାଡିଅମ୍‌।

ସବୁଠାରୁ ମଜାଦାର କଥା ହେଉଛି, ଏଥିରେ ୬୯ ଲକ୍ଷ ଯୋଗଦେବେ କୁହାଯାଇଛି। ଅର୍ଥାତ ଟ୍ରମ୍ପଙ୍କ ଘୋଷଣା ୭୦ ଲକ୍ଷଠାରୁ ୧ ଲକ୍ଷ କମ୍‌। ଏପରି ଲେଖିବାର କାରଣ ହେଉଛି ଅହମ୍ମଦାବାଦ ମ୍ୟୁନିସିପାଲ କମିଶନର ବିଜୟ ନେହରା କହିଛନ୍ତି, ୧ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଯୋଗଦେବେ।

ତେବେ ଟ୍ରମ୍ପ ୟା ଭିତରେ ତାଙ୍କ ଆକଳନ ବଢ଼ାଇ ଦେଇଛନ୍ତି। ସେ କହିଛନ୍ତି ୧୦ ମିଲିଅନ୍‌ ଲୋକ ଏଥିରେ ଯୋଗଦେବେ। ୟାପରେ ଯେତେ ଗହଳି ହେଲେ ବି ତାଙ୍କୁ ସନ୍ତୁଷ୍ଟ ଲାଗିବନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story