ଦିନେ ତାଜ ମହଲର ମାଲିକ ଥିଲେ ଟ୍ରମ୍ପ!

ନୂଆଦିଲ୍ଲୀ: ଆଜିଠାରୁ ଦୁଇଦିଆ ଭାରତ ଗସ୍ତରେ ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଗ୍ରାସ୍ଥିତ ବିଶ୍ୱ ପ୍ରସିଦ୍ଧ ତାଜମହଲ ଯିବେ। ତେବେ ମଜାଦାର କଥା ହେଉଛି ଟ୍ରମ୍ପ ମଧ୍ୟ ଦିନେ ତାଜ ମହଲର ମାଲିକ ଥିଲେ। ଏହି ତାଜମହଲ ଭାରତର ଐତିହ୍ୟ ତାଜମହଲ ନୁହେଁ, ବରଂ ଏକ କ୍ୟାସିନୋ ଥିଲା। ୧୯୯୦ ମସିହାରେ ନ୍ୟୁଜର୍ସିର ଆଟଲାଣ୍ଟିକ୍‌ ସହରରେ ଏହା ପ୍ରତିଷ୍ଠିତ ହୋଇଥିଲା। ଏହା ଆରମ୍ଭ ହେବାର କିଛି ମାସ ମଧ୍ୟରେ ଏହା ଗମ୍ଭୀର ଭାବେ ଆର୍ଥିକ କ୍ଷତିଗ୍ରସ୍ତ […]

taz-trump

taz-trump

Subrat Kumar Nayak
  • Published: Monday, 24 February 2020
  • Updated: 24 February 2020, 04:20 PM IST

Sports

Latest News

ନୂଆଦିଲ୍ଲୀ: ଆଜିଠାରୁ ଦୁଇଦିଆ ଭାରତ ଗସ୍ତରେ ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଗ୍ରାସ୍ଥିତ ବିଶ୍ୱ ପ୍ରସିଦ୍ଧ ତାଜମହଲ ଯିବେ। ତେବେ ମଜାଦାର କଥା ହେଉଛି ଟ୍ରମ୍ପ ମଧ୍ୟ ଦିନେ ତାଜ ମହଲର ମାଲିକ ଥିଲେ। ଏହି ତାଜମହଲ ଭାରତର ଐତିହ୍ୟ ତାଜମହଲ ନୁହେଁ, ବରଂ ଏକ କ୍ୟାସିନୋ ଥିଲା।

୧୯୯୦ ମସିହାରେ ନ୍ୟୁଜର୍ସିର ଆଟଲାଣ୍ଟିକ୍‌ ସହରରେ ଏହା ପ୍ରତିଷ୍ଠିତ ହୋଇଥିଲା। ଏହା ଆରମ୍ଭ ହେବାର କିଛି ମାସ ମଧ୍ୟରେ ଏହା ଗମ୍ଭୀର ଭାବେ ଆର୍ଥିକ କ୍ଷତିଗ୍ରସ୍ତ ହୋଇଥିଲା। ଏପରିକି ଦେବାଳିଆପଣର ଶିକାର ହେବାଯାଏ କଥା ଯାଇଥିଲା। ଏହି ସମୟରେ ଟ୍ରମ୍ପ କୋଟି କୋଟି ଟଙ୍କା ଆୟ କରୁଥିଲେ। କିନ୍ତୁ ଶେଷରେ ସ୍ଥିତି ଏପରି ହୋଇଥିଲା ଯେ ଏହି କ୍ୟାସିନୋକୁ ମୂଳ କମ୍ପାନୀ ଟ୍ରମ୍ପ ଏଣ୍ଟରଟେନମେଣ୍ଟ ରିସୋର୍ଟସ୍‌ ଅଧୀନକୁ ଆସିଥିଲା।

୨୦୧୭ ମସିହା ବେଳକୁ ହାର୍ଡ ରକ୍‌ କାଫେର ମାଲିକଙ୍କୁ ସେ ଏହି କ୍ୟାସିନୋ ବିକି ଦେଇଥିଲେ। ସେତେବେଳକୁ ମୂଳ କମ୍ପାନୀରେ ମଧ୍ୟ ଅଂଶଧନ ନଥିଲା। ଏହି ସମୟ ବେଳକୁ ସେ ଆମେରିକା ରାଷ୍ଟ୍ରପତି ହେବା ସହ ‘ମେକ୍‌ ଆମେରିକା ଗ୍ରେଟ୍‌ ଏଗେନ୍‌’ ନାରା ଦେବା ଆରମ୍ଭ କରିଥିଲେ। ଆଜି ସନ୍ଧ୍ୟାରେ ସେ ଉତ୍ତର ପ୍ରଦେଶ ଗସ୍ତରେ ଯାଇ ଆଗ୍ରା ସ୍ଥିତ ପ୍ରକୃତ ତାଜମହଲ ପରିଦର୍ଶନ କରିବେ, ଯାହାକି ମୋଗଲ ସମ୍ରାଟ ଶାହଜହାନ୍‌ ନିର୍ମାଣ କରାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story