ଭାରତରେ କେଉଁଠି ରହିଛି ଟ୍ରମ୍ପଙ୍କ ସାମ୍ରାଜ୍ୟ?

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୪ ତାରିଖ ଦିନ ଭାରତ ଗସ୍ତରେ ଆସୁଛନ୍ତି। ଏହି ଅବସରରେ ତାଙ୍କ ସହ ସ୍ତ୍ରୀ ମେଲାନିଆ ଟ୍ରମ୍ପ ଏବଂ ଝିଅ ଇଭାଙ୍କା ଟ୍ରମ୍ପ ମଧ୍ୟ ଆସୁଛନ୍ତି। ଡୋନାଲ୍ଡ ଟ୍ରମ୍ପ ଜଣେ ନେତା ସହିତ ଆମେରିକାର ଜଣେ ବଡ଼ ବ୍ୟବସାୟୀ। ରିୟଲ ଇଷ୍ଟେସ ବିଜନେସରେ ତାଙ୍କର ବ୍ୟବସାୟ ରହିଛି। ଟ୍ରମ୍ପ ନର୍ଥ ଆମେରିକା ପରେ ସବୁଠାରୁ ଅଧିକ ନିବେଶ ଭାରତରେ କରିଛନ୍ତି। ତେଣୁ ଟ୍ରମ୍ପଙ୍କ ଭାରତ ଗସ୍ତ ଖାଲି ରାଜନୀତିକ ଦୃଷ୍ଟିକୋଣରୁ […]

TRUMP

TRUMP

Subhransu Sekhar
  • Published: Saturday, 22 February 2020
  • Updated: 22 February 2020, 08:19 PM IST

Sports

Latest News

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୪ ତାରିଖ ଦିନ ଭାରତ ଗସ୍ତରେ ଆସୁଛନ୍ତି। ଏହି ଅବସରରେ ତାଙ୍କ ସହ ସ୍ତ୍ରୀ ମେଲାନିଆ ଟ୍ରମ୍ପ ଏବଂ ଝିଅ ଇଭାଙ୍କା ଟ୍ରମ୍ପ ମଧ୍ୟ ଆସୁଛନ୍ତି। ଡୋନାଲ୍ଡ ଟ୍ରମ୍ପ ଜଣେ ନେତା ସହିତ ଆମେରିକାର ଜଣେ ବଡ଼ ବ୍ୟବସାୟୀ। ରିୟଲ ଇଷ୍ଟେସ ବିଜନେସରେ ତାଙ୍କର ବ୍ୟବସାୟ ରହିଛି। ଟ୍ରମ୍ପ ନର୍ଥ ଆମେରିକା ପରେ ସବୁଠାରୁ ଅଧିକ ନିବେଶ ଭାରତରେ କରିଛନ୍ତି। ତେଣୁ ଟ୍ରମ୍ପଙ୍କ ଭାରତ ଗସ୍ତ ଖାଲି ରାଜନୀତିକ ଦୃଷ୍ଟିକୋଣରୁ ନୁହଁ ବ୍ୟବସାୟିକ ଦୃଷ୍ଟିକୋଣକୁ ମଧ୍ୟ ଦେଖାଯାଉଛି। ଭାରତରେ ଟ୍ରମ୍ପଙ୍କର ରିୟଲ ଇଷ୍ଟେଟ ବିଜନେସ ରହିଛି। ଏହି ବ୍ୟବସାୟ ତାଙ୍କ ପୁଅ ଜୁନିୟର ଟ୍ରମ୍ପ ବୁଝୁସୁଝା କରୁଥିବା ଜଣାପଡ଼ିଛି।

ଡୋନାଲ୍ଡ ଟ୍ରମ୍ପଙ୍କ କମ୍ପାନୀ ‘ଦ ଟ୍ରମ୍ପ ଅରଗାନାଇଜେସନ’। ଭାରତରେ ଟ୍ରମ୍ପଙ୍କର ଯେଉଁ ବ୍ୟବସାୟ ରହିଛି ତାହା ‘ଦ ଟ୍ରମ୍ପ ଅରଗାନାଇଜେସନ’ କମ୍ପାନୀର ଅନ୍ତର୍ଭୁକ୍ତ। ଏହି କମ୍ପାନୀ ଟ୍ରମ୍ପଙ୍କ ଜେଜେ ମା’ ଏଲିଜାବେଥ କ୍ରାଇସ୍ଟ ଟ୍ରମ୍ପ ଓ ତାଙ୍କ ବାପା ଫ୍ରେଡ ଟ୍ରମ୍ପ କରିଥିଲେ। କମ୍ପାନୀର ବାର୍ଷିକ ଆୟ ୫ ହଜାର କୋଟି ରହିଛି।

୨୦୧୩ରେ ଟ୍ରମ୍ପଙ୍କ କମ୍ପାନୀ ଭାରତୀୟ ବଜାରରେ ପ୍ରବେଶ କରିଥିଲା। ଭାରତର କମ୍ପାନୀ ସହିତ ମିଶି ଏହି କମ୍ପାନୀ ଦେଶର ୫ଟି ସ୍ଥାନରେ ବିଳାସମୟପୂର୍ଣ୍ଣ ଆବାସିକ ଆପାର୍ଟମେଣ୍ଟ ତିଆରି କରିଛି। ଟ୍ରମ୍ପଙ୍କ କମ୍ପାନୀ ସହିତ ଭାରତର ଲୋଢ଼ା ଗ୍ରୁପ, ପଞ୍ଚଶୀଲ ରିୟଲଟି, ଏମ୩ଏମ, ଟ୍ରିବେକା ରହିଛନ୍ତି। ଟ୍ରମ୍ପଙ୍କ ବ୍ରାଣ୍ଡ ଭେଲ୍ୟୁ ବଜାରରେ ଭଲ ରହିଛି ବୋଲି ଏହି କମ୍ପାନୀମାନେ କହିଛନ୍ତି।

ପୁଣେ, ମୁମ୍ୱାଇ, କୋଲକାତା ଓ ଗୁରୁଗାଁଓରେ ଦୁଇଟି ଆପାର୍ଟମେଣ୍ଟ ରହିଛି। ଏହି ସବୁ ସ୍ଥାନରେ ଟ୍ରମ୍ପଙ୍କର ଯେଉଁ ବ୍ୟବସାୟିକ ଆପାର୍ଟମେଣ୍ଟ ରହିଛି ତାହା ସର୍ବନିମ୍ନ ୧୪୦ଟି, ମୁମ୍ୱାଇରେ ୩୦୦ଟି ରହିଛି।
ପୁଣେ ସ୍ଥିତ ଟ୍ରମ୍ପ ଟାଓ୍ୱାରରେ ବଲିଉଡ ଅଭିନେତା ଋଷି କପୁର ଏବଂ ତାଙ୍କ ପୁଅ ରଣବୀର କପୁରଙ୍କର ଆପାର୍ଟମେଣ୍ଟ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story