ମୋଦିଙ୍କ ବୈଠକରେ ମମତା କହିଲେ, କରୋନାକୁ ନେଇ କେନ୍ଦ୍ର ରାଜନୀତି ନକରୁ

ନୂଆଦିଲ୍ଲୀ: କରୋନା ଭାଇରସ ମହାମାରୀ ବେଳେ କେନ୍ଦ୍ର ରାଜନୀତି ନକରିବା ଉଚିତ୍। ରାଜ୍ୟରେ ଏହି ଭାଇରସର ମୁକାବିଲା କରିବା ପାଇଁ ଯଥା ସମ୍ଭବ ଚେଷ୍ଟା କରୁଛୁ। ଏଭଳି ସ୍ଥିତିରେ କେନ୍ଦ୍ର ସରକାର ରାଜନୀତି ନକରନ୍ତୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ମୁଖ୍ୟମନ୍ତ୍ରୀଙ୍କ ସହିତ ବୈଠକ କରିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଭଳି କହିଛନ୍ତି। କରୋନା ପାଇଁ ଦେଶ ଏବେ ଲକଡାଉନ୍ ରହିଛି। ମେ’ ୧୭ରେ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଅବଧି ଶେଷ ହେଉଛି। ଏବା […]

MAMATA BANERJEE

MAMATA BANERJEE

Subhransu Sekhar
  • Published: Monday, 11 May 2020
  • Updated: 11 May 2020, 07:02 PM IST

Sports

Latest News

ନୂଆଦିଲ୍ଲୀ: କରୋନା ଭାଇରସ ମହାମାରୀ ବେଳେ କେନ୍ଦ୍ର ରାଜନୀତି ନକରିବା ଉଚିତ୍। ରାଜ୍ୟରେ ଏହି ଭାଇରସର ମୁକାବିଲା କରିବା ପାଇଁ ଯଥା ସମ୍ଭବ ଚେଷ୍ଟା କରୁଛୁ। ଏଭଳି ସ୍ଥିତିରେ କେନ୍ଦ୍ର ସରକାର ରାଜନୀତି ନକରନ୍ତୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ମୁଖ୍ୟମନ୍ତ୍ରୀଙ୍କ ସହିତ ବୈଠକ କରିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଭଳି କହିଛନ୍ତି।

କରୋନା ପାଇଁ ଦେଶ ଏବେ ଲକଡାଉନ୍ ରହିଛି। ମେ’ ୧୭ରେ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଅବଧି ଶେଷ ହେଉଛି। ଏବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଭିଡିଓ କନଫରେନସିଂ ଜରିଆରେ ବୈଠକ କରିଥିଲେ। ଏହି ବୈଠକରେ ମୋଦିଙ୍କ ଆଗରେ ଏଭଳି କହିଛନ୍ତି ମମତା ବାନାର୍ଜୀ।

ସଂଘୀୟ ବ୍ୟବସ୍ଥା ପ୍ରତି ସମ୍ମାନ ଦିଆଯିବା ଦରକାର। ସମସ୍ତ ରାଜ୍ୟକୁ ସମାନ ଗୁରୁତ୍ୱ ଦିଆଯିବା ଦରକାର। ଆମେ ସମସ୍ତେ ଟିମ୍ ଇଣ୍ଡିଆ ଭାବରେ କାମ କରିବା ଦରକାର ବୋଲି ମମତା ବାନାର୍ଜୀ କହିଛନ୍ତି।
ନିକଟରେ ପଶ୍ଚିମବଙ୍ଗରେ କରୋନା ଟେଷ୍ଟକୁ ନେଇ କେନ୍ଦ୍ର ମମତା ସରକାରକୁ ଚେତାବନୀ ଦେଇଥିଲା। ପଡୋଶୀ ଦେଶ ବାଂଲାଦେଶକୁ ମାଲ ପରିବହନ ପାଇଁ ପଶ୍ଚିମବଙ୍ଗ ସରକାର ଅନୁମତି ଦେଇନଥିଲା। ଏହାଦ୍ୱାରା ଦେଶର ଅନ୍ତର୍ଜାତୀୟ ସମ୍ପର୍କ ପ୍ରତି ବିପଦ ରହିଥିବା କହିଥିଲା କେନ୍ଦ୍ର। ଏ ନେଇ କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା ପଶ୍ଚିମବଙ୍ଗ ଶାସନ ସଚିବ ରାଜୀବ ସିହ୍ନାଙ୍କୁ ଚିଠି ଲେଖି କହିଥିଲେ, ପଶ୍ଚିମବଙ୍ଗ ଏଭଳି କରିବା ଦ୍ୱାରା ଦେଶର ସମ୍ୱିଧାନ ସହିତ ଗୃହ ମନ୍ତ୍ରଣାଳୟର ଆଦେଶକୁ ଉଲ୍ଲଂଘନ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story