ଦ୍ୱିତୀୟ ଦିନରେ ଗୁଜ୍ଜରଙ୍କ ରେଳ ରୋକ: ୭୦ ଟ୍ରେନ ପ୍ରଭାବିତ

ଜୟପୁର: ସଂରକ୍ଷଣ ଦାବିରେ ଦୁଇଦିନ ହେବ ରେଳରୋକ କରିଛନ୍ତି ରାଜସ୍ଥାନର ଗୁଜ୍ଜର ସମ୍ପ୍ରଦାୟ। ଆଜି ଏହି ରେଳରୋକ ଦ୍ୱତୀୟ ଦିନରେ ପହଞ୍ଚିଛି। ରେଳରୋକ ଯୋଗୁଁ ଦିଲ୍ଲୀ ଓ ମମ୍ବାଇର ବ୍ୟସ୍ତବହୁଳ ରୁଟରେ ୭୦ଟି ଟ୍ରେନ୍ ପ୍ରଭାବିତ ହୋଇଥିବାବେଳେ ୧୦ରୁ ଅଧିକ ଟ୍ରେନର ଗତିପଥ ବଦଳାଯାଇଥିବା ବେଳେ କିଛି ଟ୍ରେନର ଏହି ରୁଟରେ ଗମନାଗମନ କରିବାକୁ ବାରଣ କରାଯାଇଛି। ଏହି ରୁଟରେ ଯାତାୟତ କରୁଥିବା ରାଜଧାନୀ ଓ ଶତାବ୍ଧି ଏକ୍ସପ୍ରେସର ମଧ୍ୟ ପ୍ରଭାବିତ ହୋଇଛି। ଗତକାଲି ସକାଳ ୬ଟାରୁ […]

gujjar-agitation

gujjar-agitation

Rakesh Mallick
  • Published: Friday, 22 May 2015
  • Updated: 22 May 2015, 10:42 AM IST

Sports

Latest News

ଜୟପୁର: ସଂରକ୍ଷଣ ଦାବିରେ ଦୁଇଦିନ ହେବ ରେଳରୋକ କରିଛନ୍ତି ରାଜସ୍ଥାନର ଗୁଜ୍ଜର ସମ୍ପ୍ରଦାୟ। ଆଜି ଏହି ରେଳରୋକ ଦ୍ୱତୀୟ ଦିନରେ ପହଞ୍ଚିଛି। ରେଳରୋକ ଯୋଗୁଁ ଦିଲ୍ଲୀ ଓ ମମ୍ବାଇର ବ୍ୟସ୍ତବହୁଳ ରୁଟରେ ୭୦ଟି ଟ୍ରେନ୍ ପ୍ରଭାବିତ ହୋଇଥିବାବେଳେ ୧୦ରୁ ଅଧିକ ଟ୍ରେନର ଗତିପଥ ବଦଳାଯାଇଥିବା ବେଳେ କିଛି ଟ୍ରେନର ଏହି ରୁଟରେ ଗମନାଗମନ କରିବାକୁ ବାରଣ କରାଯାଇଛି। ଏହି ରୁଟରେ ଯାତାୟତ କରୁଥିବା ରାଜଧାନୀ ଓ ଶତାବ୍ଧି ଏକ୍ସପ୍ରେସର ମଧ୍ୟ ପ୍ରଭାବିତ ହୋଇଛି। ଗତକାଲି ସକାଳ ୬ଟାରୁ କର୍ଣ୍ଣଲ କିରୋରି ସିଂହ ବନସଲାଙ୍କ ନେତୃତ୍ୱରେ ୫ହଜାରରୁ ଅଧିକ ଗୁଜ୍ଜର ସଂପ୍ରଦାୟର ଲୋକ ଭରତପୁର ଜିଲାରେ ଦିଲ୍ଲୀ-ମୁମ୍ୱଇ ରେଳଧାରଣାକୁ ତାଡି ଧାରଣାରେ ବସିଛନ୍ତି। ଓବିସି ବର୍ଗରେ ସ୍ୱତନ୍ତ୍ର ଶ୍ରେଣୀ ପାଇଁ ଗୁଜ୍ଜରମାନେ ଦାବି କରୁଛନ୍ତି। ଏନେଇ ଆଜି ଭାରତପୁରର ସମୋଗାର ଗାଁରେ ଏକ ବିଶାଳ ମହାପଞ୍ଚାୟତ ଡକାଯାଇଛି। ଏଥିରେ ୧୦ହଜାରରୁ ଅଧିକ ଗୁଜ୍ଜର ସାମିଲ ହେବା ଆଶା କରାଯାଉଛି ବୋଲି କହିଛନ୍ତି କର୍ଣ୍ଣଲ କିରୋରି ସିଂହ ବନସଲା। ଅନ୍ୟପକ୍ଷରେ ରାଜସ୍ଥାନ ସରକାରଙ୍କ କହିବା କଥା ଯେ, ଏହିତ ମାମଲା ଏବେ କୋର୍ଟରେ ବିଚରାଧିନ ରହିଛି। ବିଚାର ଶେଷ ହେବା ପରେ ରାଜସ୍ଥାନ ସରକାର ଆଲୋଚନା ପାଇଁ ରାଜି ଅଛି ବୋଲି ମୁଖ୍ୟମନ୍ତ୍ରୀ ବୁସୁନ୍ଧରା ରାଜେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story