ଦୋହଲିଗଲା ଉତ୍ତର-ପୂର୍ବ ଭାରତ

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଭାରତର ଅନେକ ରାଜ୍ୟରେ ଆଜି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୫ ରହିଥିଲା। ବିହାର, ଆସାମ, ପଶ୍ଚିମବଙ୍ଗ, ନାଗାଲାଣ୍ଡ, ମଣିପୁର, ସିକ୍କିମ ଓ ଅରୁଣାଚଳ ପ୍ରଦେଶର ଅନେକ ସ୍ଥାନରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ସକାଳ ପ୍ରାୟ ୧୦ଟା ୨୨ମିନିଟ୍‌ରେ ୧୫ ସେକେଣ୍ଡ ପର୍ଯ୍ୟନ୍ତ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଏ ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା କୋକରାଝର। ଏଥିଯୋଗୁଁ କୌଣସି ସ୍ଥାନରେ କିଛି କ୍ଷତି ଘଟିଥିବା ନେଇ କୌଣସି […]

earthduake

earthduake

Jitendra Garnayak
  • Published: Wednesday, 12 September 2018
  • Updated: 12 September 2018, 06:04 AM IST

Sports

Latest News

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଭାରତର ଅନେକ ରାଜ୍ୟରେ ଆଜି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୫ ରହିଥିଲା।

ବିହାର, ଆସାମ, ପଶ୍ଚିମବଙ୍ଗ, ନାଗାଲାଣ୍ଡ, ମଣିପୁର, ସିକ୍କିମ ଓ ଅରୁଣାଚଳ ପ୍ରଦେଶର ଅନେକ ସ୍ଥାନରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ସକାଳ ପ୍ରାୟ ୧୦ଟା ୨୨ମିନିଟ୍‌ରେ ୧୫ ସେକେଣ୍ଡ ପର୍ଯ୍ୟନ୍ତ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଏ ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା କୋକରାଝର।

ଏଥିଯୋଗୁଁ କୌଣସି ସ୍ଥାନରେ କିଛି କ୍ଷତି ଘଟିଥିବା ନେଇ କୌଣସି ସୂଚନା ଆସି ନାହିଁ।

ଏହା ପୂର୍ବରୁ ଆଜି ସକାଳ ପ୍ରାୟ ୫ଟା ୧୫ ମିନିଟ୍‌ରେ ଜମ୍ମୁ-କଶ୍ମୀର ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୪.୬ ରହିଥିଲା। ସେହିପରି ହରିୟାଣାରେ ସକାଳ ୫ଟା ୪୩ ମିନିଟ୍‌ରେ ଭୂକମ୍ପ ହୋଇଥିଲା। ଏହାର ତୀବ୍ରତା ୩.୧ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story