୧୭ଟି ରାଜ୍ୟ ସହିତ ପୁଡ଼ୁଚେରୀରେ ଉପନିର୍ବାଚନ ତାରିଖ ଘୋଷଣା

ନୂଆଦିଲ୍ଲୀ: ହରିଆନା ଓ ମହାରାଷ୍ଟ୍ର ସହ ୧୮ଟି ରାଜ୍ୟରେ ହେବ ବିଧାନସଭା ଉପ ନିର୍ବାଚନ। ମୁଖ୍ୟ ନିର୍ବାଚନ କମିଶନ ସୁନୀଲ ଅରୋରା ଆଜି ଏହି ଘୋଷଣା କରିଛନ୍ତି। ଯେଉଁଥିରେ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ମଧ୍ୟ ରହିଛି। ହରିଆନା ଓ ମହାରାଷ୍ଟ୍ର ସହିତ ଉପ ନିର୍ବାଚନ ସ୍ଥାନ ଗୁଡ଼ିକରେ ମଧ୍ୟ ଅକ୍ଚୋବର ୨୧ରେ ଭୋଟ୍ ପଡ଼ିବ ୨୪ରେ ଗଣତି ହେବ। ଉପନିର୍ବାଚନ ହେବାକୁ ଥିବା ରାଜ୍ୟ ଗୁଡ଼ିକର ଆସନ ସଂଖ୍ୟା ହେଲା କର୍ଣ୍ଣାଟକାର ୧୫, ଉତ୍ତର ପ୍ରଦେଶର […]

sunil arora

sunil arora

Subhransu Sekhar
  • Published: Saturday, 21 September 2019
  • Updated: 21 September 2019, 02:29 PM IST

Sports

Latest News

ନୂଆଦିଲ୍ଲୀ: ହରିଆନା ଓ ମହାରାଷ୍ଟ୍ର ସହ ୧୮ଟି ରାଜ୍ୟରେ ହେବ ବିଧାନସଭା ଉପ ନିର୍ବାଚନ। ମୁଖ୍ୟ ନିର୍ବାଚନ କମିଶନ ସୁନୀଲ ଅରୋରା ଆଜି ଏହି ଘୋଷଣା କରିଛନ୍ତି। ଯେଉଁଥିରେ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ମଧ୍ୟ ରହିଛି। ହରିଆନା ଓ ମହାରାଷ୍ଟ୍ର ସହିତ ଉପ ନିର୍ବାଚନ ସ୍ଥାନ ଗୁଡ଼ିକରେ ମଧ୍ୟ ଅକ୍ଚୋବର ୨୧ରେ ଭୋଟ୍ ପଡ଼ିବ ୨୪ରେ ଗଣତି ହେବ।

ଉପନିର୍ବାଚନ ହେବାକୁ ଥିବା ରାଜ୍ୟ ଗୁଡ଼ିକର ଆସନ ସଂଖ୍ୟା ହେଲା କର୍ଣ୍ଣାଟକାର ୧୫, ଉତ୍ତର ପ୍ରଦେଶର ୧୧, କେରଳ ଏବଂ ବିହାରରେ ୫ଟି ଆସନ, ଗୁଜରାଟ, ଆସାମ ଏବଂ ପଞ୍ଜାବରେ ୪ଟି ଆସନ, ସିକିମରେ ୩ଟି, ହିମାଚଳ ପ୍ରଦେଶର ୨ଟି ଆସନ, ଓଡ଼ିଶା, ତାମିଲନାଡୁ, ଅରୁଣାଚଳ ପ୍ରଦେଶ, ତେଲେଙ୍ଗାନା, ମଧ୍ୟ ପ୍ରଦେଶ, ମେଘାଳୟ ଏବଂ ପୁଡୁଚେରୀରେ ଗୋଟିଏ ଲେଖାଏଁ।

ଚଳିତମାସ ୨୩ ତାରିଖରେ ଏଥିପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ନାମାଙ୍କନ ଦାଖଲ କରିବାର ଅନ୍ତିମ ତାରିଖ ସେପ୍ଟେମ୍ୱର ୩୦ ରହିଛି। ସେହିପରି ଅକ୍ଟୋବର ୧ ସୁଦ୍ଧା ସମସ୍ତ ଯାଞ୍ଚ ପ୍ରକ୍ରିୟା ଶେଷ ହେବ। ଅକ୍ଚୋବର ୩ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ରହିବ। ଅକ୍ଚୋବର ୨୭ ସୁଦ୍ଧା ସମସ୍ତ ନିର୍ବାଚନ ପ୍ରକ୍ରିୟା ଶେଷ ହେବ ବୋଲି ନିର୍ବାଚନ କମିଶନ ସୁନୀଲ ଅରୋରା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story