ସଞ୍ଜୟ ରାଉତଙ୍କ ଭାଇର ସମ୍ପତ୍ତି ଜବତ କଲା ଇଡି

ମୁମ୍ୱାଇ: ପିଏମସି ବ୍ୟାଙ୍କ ଘୋଟାଲା ମାମଲାରେ ଇଡି ଆଜି ପ୍ରବୀଣ ରାଉତଙ୍କ ସମ୍ପତ୍ତି ଜବତ କରିଛି। ପାଖାପାଖି ୭୨ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ଇଡି। ପ୍ରବୀଣ ରାଉତ ହେଉଛନ୍ତି ଶିବସେନା ସାଂସଦ ତଥା ମୁଖପାତ୍ର ସଞ୍ଜୟ ରାଉତଙ୍କ ଭାଇ। ଏହି ବ୍ୟାଙ୍କ ଘୋଟାଲା ବାବଦରେ ଅଧିକ ତଦନ୍ତ ପାଇଁ ସଞ୍ଜୟଙ୍କ ସ୍ତ୍ରୀ ବର୍ଷାଙ୍କୁ ସମନ୍ କରିଛି ଇଡି। ଡିସେମ୍ୱର ୨୯ରେ ହାଜର ହେବା ପାଇଁ ବର୍ଷାଙ୍କୁ ସମନ କରିଥିଲା ଇଡି। ହେଲେ ହାଜର ହେବା […]

sanjay-rout

sanjay-rout

Subhransu Sekhar
  • Published: Friday, 01 January 2021
  • Updated: 01 January 2021, 07:48 PM IST

Sports

Latest News

ମୁମ୍ୱାଇ: ପିଏମସି ବ୍ୟାଙ୍କ ଘୋଟାଲା ମାମଲାରେ ଇଡି ଆଜି ପ୍ରବୀଣ ରାଉତଙ୍କ ସମ୍ପତ୍ତି ଜବତ କରିଛି। ପାଖାପାଖି ୭୨ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ଇଡି। ପ୍ରବୀଣ ରାଉତ ହେଉଛନ୍ତି ଶିବସେନା ସାଂସଦ ତଥା ମୁଖପାତ୍ର ସଞ୍ଜୟ ରାଉତଙ୍କ ଭାଇ। ଏହି ବ୍ୟାଙ୍କ ଘୋଟାଲା ବାବଦରେ ଅଧିକ ତଦନ୍ତ ପାଇଁ ସଞ୍ଜୟଙ୍କ ସ୍ତ୍ରୀ ବର୍ଷାଙ୍କୁ ସମନ୍ କରିଛି ଇଡି। ଡିସେମ୍ୱର ୨୯ରେ ହାଜର ହେବା ପାଇଁ ବର୍ଷାଙ୍କୁ ସମନ କରିଥିଲା ଇଡି। ହେଲେ ହାଜର ହେବା ପାଇଁ ସମୟ ମାଗିଛନ୍ତି ବର୍ଷା। ଜାନୁଆରୀ ୫ରେ ବର୍ଷା ହାଜର ହେବେ ବୋଲି ଜଣାପଡ଼ିଛି।

ପ୍ରବୀଣଙ୍କ ଭାଇଙ୍କ ଆକାଉଣ୍ଟରୁ ବର୍ଷାଙ୍କ ଆକାଉଣ୍ଟଙ୍କୁ ମୋଟା ଅଙ୍କର ପଇସା ଟ୍ରାନ୍ସଫର ହୋଇଛି। ତେଣୁ ଇଡି ସମନ କରିଛି ବର୍ଷାଙ୍କୁ। ୪,୩୦୦ କୋଟି ଟଙ୍କାର ଏହି ଘୋଟାଲାରେ ପ୍ରବୀଣଙ୍କ ସ୍ତ୍ରୀ ମାଧୁରୀଙ୍କୁ ମଧ୍ୟ ଇଡି ଜେରା କରି ବୟାନ ରେକର୍ଡ କରିସାରିଛି। ଏହି ମାମଲାରେ ପ୍ରବୀଣ ଗିରଫ ହୋଇଥିଲେ। ୯୦ କୋଟି ଟଙ୍କାର ଠକେଇ ଅଭିଯୋଗ ରହିଛି ପ୍ରବୀଣଙ୍କ ନାଁରେ।

ବର୍ଷାଙ୍କ ନାଁରେ ଠକେଇ ଅଭିଯୋଗକୁ ଖାରଜ କରିଛନ୍ତି ସଞ୍ଜୟ। ଏହା ଉଦ୍ଦେଶ୍ୟମୂଳକ ଭାବରେ କରାଯାଉଛି ବୋଲି ଶିବସେନା ସାଂସଦ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story