ବେଜିଂ ବିରୋଧରେ ଛିଡ଼ା ହେଲେ ଆମେରିକା ସମେତ ୭ ଦେଶ

ଓ୍ୱାଶିଂଟନ: କରୋନା ଭାଇରସ, ହଂକଂ ଏବଂ ତାଇଓ୍ୱାନ ପ୍ରସଙ୍ଗରେ ଏବେ ବିବାଦରେ ଛନ୍ଦି ହୋଇଛି କରୋନା ଭାଇରସ ମୁଖ୍ୟ ଖଳନାୟକ ଚୀନ୍। ଲଦାଖ ପ୍ରସଙ୍ଗରେ ମଧ୍ୟ ଚୀନ୍ ସହିତ ଭାରତର ତିକ୍ତତା ଆରମ୍ଭ ହୋଇଛି। ଏହାକୁ ଦେଖି ବିଶ୍ୱର ୮ଟି ଦେଶ ଏକାଠି ହୋଇଛନ୍ତି ଚୀନକୁ ଘେରିବା ପାଇଁ। ଏହି ଗୋଷ୍ଠୀ ଚୀନର ବୈଷୟିକ ବ୍ୟବସାୟ, ସୁରକ୍ଷା ଏବଂ ମାନବାଧିକାରକୁ କାଉଣ୍ଟର କରିବା ପାଇଁ ତିଆରି ହୋଇଛି। ଏହାର ନାମ ଆଇପିଏସି (ଇଣ୍ଟର-ପାର୍ଲାମେଣ୍ଟାରୀ ଆଲାଏନ୍ସ ଅନ୍ ଚାଇନା) […]

chaina president

chaina president

Subhransu Sekhar
  • Published: Saturday, 06 June 2020
  • Updated: 06 June 2020, 10:13 PM IST

Sports

Latest News

ଓ୍ୱାଶିଂଟନ: କରୋନା ଭାଇରସ, ହଂକଂ ଏବଂ ତାଇଓ୍ୱାନ ପ୍ରସଙ୍ଗରେ ଏବେ ବିବାଦରେ ଛନ୍ଦି ହୋଇଛି କରୋନା ଭାଇରସ ମୁଖ୍ୟ ଖଳନାୟକ ଚୀନ୍। ଲଦାଖ ପ୍ରସଙ୍ଗରେ ମଧ୍ୟ ଚୀନ୍ ସହିତ ଭାରତର ତିକ୍ତତା ଆରମ୍ଭ ହୋଇଛି। ଏହାକୁ ଦେଖି ବିଶ୍ୱର ୮ଟି ଦେଶ ଏକାଠି ହୋଇଛନ୍ତି ଚୀନକୁ ଘେରିବା ପାଇଁ। ଏହି ଗୋଷ୍ଠୀ ଚୀନର ବୈଷୟିକ ବ୍ୟବସାୟ, ସୁରକ୍ଷା ଏବଂ ମାନବାଧିକାରକୁ କାଉଣ୍ଟର କରିବା ପାଇଁ ତିଆରି ହୋଇଛି। ଏହାର ନାମ ଆଇପିଏସି (ଇଣ୍ଟର-ପାର୍ଲାମେଣ୍ଟାରୀ ଆଲାଏନ୍ସ ଅନ୍ ଚାଇନା) ରହିଛି।

ତେବେ ଚୀନ୍ କିନ୍ତୁ ତା’ବିରୋଧରେ ତିଆରି ହେଉଥିବା ମଞ୍ଚ ବା ଗୋଷ୍ଠୀକୁ ଖାତିର କରେ ନାହିଁ ବୋଲି କହିଛି। ପାଶ୍ଚାତ୍ୟ ଦେଶମାନେ ଚୀନକୁ ଘେରିବା ପାଇଁ ଯେଉଁ ଚିନ୍ତା କରୁଛନ୍ତି ସେଥିରୁ ନିବୃତ ରହିବା ଦରକାର ବୋଲି ବେଜିଂ କହିଛି। ଚୀନ୍ ୨୦ ଦଶକର ନାହିଁ କହି ପରୋକ୍ଷରେ ନିଜର ଶକ୍ତି ଆଇପିଏସି ଦେଶ ତୁଳନାରେ ଅଧିକ ରହିଛି ବୋଲି କହିଛି।

ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, ଶୁକ୍ରବାର ଏହି ଆଇପିଏସି ତିଆରି ହୋଇଛି। ଏଥିରେ ଆମେରିକା, ଜର୍ମାନୀ, ବ୍ରିଟେନ୍, ଜାପାନ୍, ଅଷ୍ଟ୍ରେଲିଆ, କାନାଡା, ସ୍ୱୀଡେନ୍, ନାର୍ବେ ଏବଂ ୟୁରୋପ ସଂସଦର ସଦସ୍ୟ ସାମିଲ୍ ରହିଛନ୍ତି। ସ୍ୱତନ୍ତ୍ର ରଣନୀତି କରି ଚୀନକୁ ସମସ୍ତ ଦିଗରୁ ଘେରିବା ପାଇଁ ଆଇପିଏସି ଯୋଜନା କରିଛି। ସବୁଠୁ ବଡ଼ କଥା ହେଲା ଏହି ଗ୍ରୁପର ସହ ଅଧ୍ୟକ୍ଷ ଆମେରିକାର ରିପବ୍ଲିକାନ ପାର୍ଟିର ସିନେଟର ମାର୍କୋ ଋବିୟୋ ରହିଛନ୍ତି।

ଚୀନର କମ୍ୟୁନିଷ୍ଟ ପାର୍ଟିର ସରକାର ବୈଷୟିକ ବ୍ୟବସାୟକୁ ଚ୍ୟାଲେଞ୍ଜ କରିଛି। ପୂର୍ବରୁ ଚୀନ ସହ ମୁହାଁମୁହିଁ ହେଉଥିଲେ ଗୋଟିଏ ଲେଖାଁଏ ଦେଶ। ଏଥିପାଇଁ ବିଭିନ୍ନ ସ୍ତରରେ ଏଥିପାଇଁ ସେହି ଦେଶ ଗୁଡ଼ିକ ପଛଘୁଞ୍ଚା ଦେଉଥିଲେ। ଏବେ ସମସ୍ତେ ମିଶି ଚୀନକୁ ଘେରିବା ଦରକାର। କରୋନା ଭାଇରସ ପାଇଁ ଆମେରିକା ଏବଂ ଚୀନ ମଧ୍ୟରେ ବିବାଦ ବଢ଼ିଛି। ଏହାର ପ୍ରଭାବ ଉଭୟ ଟ୍ରେଡ୍ ଏବଂ ଟ୍ରାଭେଲ୍ସ ଉପରେ ପଡ଼ିଛି ବୋଲି ଋବିୟୋ କହିଛନ୍ତି।

ତେବେ ଚୀନ୍ ଏହି ଆଇପିଏସକୁ ଖାତିର କରିନାହିଁ। ଏହି ଗ୍ରୁପକୁ ୧୯୦୦ ମସିହା ବେଳର ବ୍ରିଟେନ୍, ଆମେରିକା, ଜର୍ମାନୀ, ଫ୍ରାନ୍ସ, ଋଷିଆ, ଜାପାନ, ଇଟାଲୀ ଏବଂ ଅଷ୍ଟ୍ରେଲିଆ-ହଂଗରୀର (୮ ନେଶନ ଆଲାଏନ୍ସ) ବୋଲି କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story