ଧାରଣା ଶେଷ କଲେ ଆନ୍ଦୋଳନରତ ଆଠ ନିଲମ୍ବିତ ରାଜ୍ୟସଭା ସାଂସଦ

ନୂଆଦିଲ୍ଲୀ: ରାଜ୍ୟସଭାରୁ ନିଲମ୍ବନକୁ ବିରୋଧ କରି ଧାରଣାରେ ବସିଥିବା ବିରୋଧୀ ଦଳର ୮ ସାଂସଦ ବିରୋଧ ଶେଷ କରିଛନ୍ତି। ନିଲମ୍ବିତ ହେବା ପରେ ଗତକାଲିଠାରୁ ଏହି ୮ ସାଂସଦ ସଂସଦ ପରିସରରେ ଧାରଣା ଦେଇଥିଲେ। ଆମ୍ ଆଦମୀ ପାର୍ଟିର ସଞ୍ଜୟ ସିଂ, ଟିଏମସିର ଡେରେକ ଓ’ବ୍ରାଇନ୍ ଏଥିରେ ସାମିଲ ହୋଇଥିଲେ। ସରକାରଙ୍କ ଆଗରେ ବିରୋଧୀ ତିନି ଦାବି ରଖିଛନ୍ତି। ଯଦି ସରକାର ରାଜି ନହେବେ ତା’ହେଲେ ଚଳିତ ଅଧିବେଶନରେ ବିରୋଧୀ ଗୃହ କାର୍ଯ୍ୟରେ ଯୋଗ ଦେବେନି ବୋଲି […]

8 suspended mp

8 suspended mp

Subhransu Sekhar
  • Published: Tuesday, 22 September 2020
  • Updated: 22 September 2020, 02:40 PM IST

Sports

Latest News

ନୂଆଦିଲ୍ଲୀ: ରାଜ୍ୟସଭାରୁ ନିଲମ୍ବନକୁ ବିରୋଧ କରି ଧାରଣାରେ ବସିଥିବା ବିରୋଧୀ ଦଳର ୮ ସାଂସଦ ବିରୋଧ ଶେଷ କରିଛନ୍ତି। ନିଲମ୍ବିତ ହେବା ପରେ ଗତକାଲିଠାରୁ ଏହି ୮ ସାଂସଦ ସଂସଦ ପରିସରରେ ଧାରଣା ଦେଇଥିଲେ। ଆମ୍ ଆଦମୀ ପାର୍ଟିର ସଞ୍ଜୟ ସିଂ, ଟିଏମସିର ଡେରେକ ଓ’ବ୍ରାଇନ୍ ଏଥିରେ ସାମିଲ ହୋଇଥିଲେ।

ସରକାରଙ୍କ ଆଗରେ ବିରୋଧୀ ତିନି ଦାବି ରଖିଛନ୍ତି। ଯଦି ସରକାର ରାଜି ନହେବେ ତା'ହେଲେ ଚଳିତ ଅଧିବେଶନରେ ବିରୋଧୀ ଗୃହ କାର୍ଯ୍ୟରେ ଯୋଗ ଦେବେନି ବୋଲି କହିଛନ୍ତି। ତେଣୁ ନିଲମ୍ୱିତ ଆଠ ସାଂସଦ ମଧ୍ୟ ଧାରଣା ଶେଷ କରି ଅନ୍ୟ ବିରୋଧୀଙ୍କ କଥାରେ ଏକ ହୋଇଛନ୍ତି।

ରାଜ୍ୟସଭାରେ କଂଗ୍ରେସ ଦଳର ନେତା ଗୁଲାମ ନବୀ ଆଜାଦ୍ ଗୃହରେ ତିନି ଦାବି କରିଛନ୍ତି। ସେ କହିଛନ୍ତି ସରକାର ଏକ ବିଲ୍ ଆଣି ସୁନିଶ୍ଚିତ କରିବା ଦରକାର କି ଘରୋଇ କମ୍ପାନୀମାନେ ସରକାରଙ୍କ ଦ୍ୱାରା ସ୍ଥିର ହୋଇଥିବା ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ଠାରୁ କମ୍ ମୂଲ୍ୟରେ ଚାଷୀଙ୍କଠୁ ଶସ୍ୟ କିଣି ପାରିବେ ନାହିଁ। ଏଥିସହ ସରକାର ସ୍ନାମୀନାଥନ ଫର୍ମୁଲାରେ ସମୟ ସମୟରେ ଏମଏସପି ସ୍ଥିର କରିବା ଦରକାର ଏବଂ ଆଠ ସାଂସଦଙ୍କ ଉପରୁ ନିଲମ୍ୱନ ଆଦେଶ ପ୍ରତ୍ୟାହାର କରାଯିବା ଦରକାର।

ଆଜି ସକାଳେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ସିଂ ଆଠ ସାଂସଦଙ୍କୁ ଭେଟିବା ପାଇଁ ଯାଇଥିଲେ। ଏପରିକି ସେ ସମସ୍ତଙ୍କ ପାଇଁ ଚା' ଏବଂ ଜଳଖିଆ ମଧ୍ୟ ନେଇଥିଲେ। ଯାହାକୁ ବିରୋଧୀ ଦଳର ଅନେକ ନେତା, ସମାଜସେବୀ ଏବଂ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story