ବାରାଣସୀ ଲୋକସଭା ଆସନର ଏସପି ପ୍ରାର୍ଥୀ ତେଜ୍ ବାହାଦୁରଙ୍କୁ ନୋଟିସ୍, ନାକଚ ହୋଇପାରେ ପ୍ରାର୍ଥିପତ୍ର

ବାରାଣସୀ: ଉତ୍ତର ପ୍ରଦେଶ ବାରାଣସୀ ଲୋକସଭା ଆସନରୁ ସମାଜବାଦୀ ପାର୍ଟି ଟିକେଟ୍‌ରେ ପ୍ରାର୍ଥୀ ହୋଇଥିବା ତେଜ ବାହାଦୁର ଯାଦବଙ୍କୁ ନିର୍ବାଚନ କମିଶନ ନୋଟିସ୍‌ ପଠାଇଛନ୍ତି। ପ୍ରାର୍ଥିପତ୍ରରେ ଦେଇଥିବା ତଥ୍ୟରେ ବିଭେଦ ରହିଥିବାରୁ ନିର୍ବାଚନ କମିଶନ ଗତକାଲି ତାଙ୍କୁ ନୋଟିସ୍ ପଠାଇଛନ୍ତି। ଆଜି ନୋଟିସର ଉତ୍ତର ରଖିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ନିର୍ବାଚନ କମିଶନ ତାଙ୍କ  ଉତ୍ତରରେ ସନ୍ତୁଷ୍ଟ ନ ହୁଅନ୍ତି, ତା’ହେଲେ ତାଙ୍କ ନାମାଙ୍କନପତ୍ର ନାକଚ ହୋଇପାରେ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ ୨୦୧୭ ମସିହାରେ […]

tej bahadur sp candidate

tej bahadur sp candidate

Subhransu Sekhar
  • Published: Wednesday, 01 May 2019
  • Updated: 01 May 2019, 10:54 AM IST

Sports

Latest News

ବାରାଣସୀ: ଉତ୍ତର ପ୍ରଦେଶ ବାରାଣସୀ ଲୋକସଭା ଆସନରୁ ସମାଜବାଦୀ ପାର୍ଟି ଟିକେଟ୍‌ରେ ପ୍ରାର୍ଥୀ ହୋଇଥିବା ତେଜ ବାହାଦୁର ଯାଦବଙ୍କୁ ନିର୍ବାଚନ କମିଶନ ନୋଟିସ୍‌ ପଠାଇଛନ୍ତି। ପ୍ରାର୍ଥିପତ୍ରରେ ଦେଇଥିବା ତଥ୍ୟରେ ବିଭେଦ ରହିଥିବାରୁ ନିର୍ବାଚନ କମିଶନ ଗତକାଲି ତାଙ୍କୁ ନୋଟିସ୍ ପଠାଇଛନ୍ତି। ଆଜି ନୋଟିସର ଉତ୍ତର ରଖିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ନିର୍ବାଚନ କମିଶନ ତାଙ୍କ  ଉତ୍ତରରେ ସନ୍ତୁଷ୍ଟ ନ ହୁଅନ୍ତି, ତା’ହେଲେ ତାଙ୍କ ନାମାଙ୍କନପତ୍ର ନାକଚ ହୋଇପାରେ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ ୨୦୧୭ ମସିହାରେ ବିଏସଫରୁ ୫ ବର୍ଷ ପାଇଁ ବହିଷ୍କୃତ ହୋଇଥିଲେ ତେଜ ବାହାଦୁର ଯାଦବ। ସେନାରେ ଦିଆଯାଉଥିବା ଖାଦ୍ୟର ମାନକୁ ନେଇ ସୋଶାଲ ମିଡ଼ିଆରେ ଏକ ଭିଡ଼ିଓ ଛାଡିଥିଲେ, ଏହାପରେ ସେନାର ଅନୁଶାସନକୁ ଉଲ୍ଲଂଘନ କରୁଥିବା ଦର୍ଶାଇ କେନ୍ଦ୍ର ସରକାର ତେଜ ବାହାଦୁରଙ୍କୁ ବହିଷ୍କୃତ କରିଥିଲେ।

କେନ୍ଦ୍ରଗୃହ ମନ୍ତ୍ରୀ ରାଜନାଥ ସିଂହ ତେଜ ବାହାଦୁରଙ୍କ ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ପ୍ରଧାନମନ୍ତ୍ରୀଙ୍କ ଅଫିସ ମଧ୍ୟ ରିପୋର୍ଟ ତଲବ କରିଥିଲା। ତଦନ୍ତରେ ତେଜ ବାହାଦୁରଙ୍କ ଅଭିଯୋଗ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ମିଛ ବୋଲି ପ୍ରମାଣିତ ହୋଇଥିଲା। ଏହାପରେ କେନ୍ଦ୍ର ସରକାର ୫ ବର୍ଷ ପାଇଁ ତେଜ୍ ବାହାଦୁରଙ୍କୁ ବହିଷ୍କୃତ କରିଥିଲେ।

ତେବେ ନାମାଙ୍କନ ଦାଖଲ କରିବା ସମୟରେ ତେଜ ବାହାଦୁର ବିଏସଫରୁ ବହିଷ୍କୃତ ହୋଇଥିବା ସ୍ୱୀକାର କରିଥିଲେ। ହେଲେ କୌଣସି କାରଣରୁ ସେ ପୁଣିଥରେ ନାମାଙ୍କନ ଦାଖଲ କରିଥିଲେ। ଯେଉଁଥିରେ ସେ କାହିଁକି ବହିଷୃତ ହୋଇଛନ୍ତି ସେଥିରେ ଅଲଗା କାରଣ ଦର୍ଶାଇଥିଲେ। ଦୁଇଟି ନାମାଙ୍କନ ପତ୍ରରେ ବହିଷ୍କୃତ ହେବାର କାରଣ ମଧ୍ୟରେ ବିଭେଦ ରହିବାରୁ ନିର୍ବାଚନ କମିଶନ ତେଜ ବାହାଦୁରଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇଛନ୍ତି।

ତେବେ ସମାଜବାଦୀ ପାର୍ଟି ଏ ନେଇ ନିର୍ବାଚନ କମିଶନଙ୍କୁ ସମାଲୋଚନା କରିଛି। ବାରାଣସୀରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇଥିବାରୁ ନିର୍ବାଚନ କମିଶନ ପିଏମଓ କଥାରେ ପରିଚାଳିତ ହେଉଛନ୍ତି ବୋଲି ଅଭିଯୋଗ କରିଛି ଏସପି। ଏଥିସହ କାରଣ ଦର୍ଶାଅର ଜବାବ ରଖିବା ପାଇଁ କମ୍ ସମୟ ଦିଆଯାଇଥିବା ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story