୧୮ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା

ନୂଆଦିଲ୍ଲୀ: ଦେଶର ୭ଟି ରାଜ୍ୟରେ ଖାଲି ପଡ଼ିଥିବା ୧୮ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ। ଏ ନେଇ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି। ଜୁନ୍ ୧୯ ରହିଛି ନିର୍ବାଚନ ତାରିଖ। ଆନ୍ଧ୍ରପ୍ରଦେଶ, ଗୁଜରାଟ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମଣିପୁର, ମେଘାଳୟ ଏବଂ ରାଜସ୍ଥାନରେ ୧୮ଟି ଆସନ ଖାଲି ପଡ଼ିଛି। ୧୯ ତାରିଖ ଦିନ ଭୋଟିଂ ହେବ ଆଉ ଅପରାହ୍ନ ୫ଟା ସୁଦ୍ଧା ଭୋଟ ଗଣତି ହେବ ବୋଲି ଜଣାପଡ଼ିଛି। Elections to Council of States […]

ELECTION COMMISSION

ELECTION COMMISSION

Subhransu Sekhar
  • Published: Monday, 01 June 2020
  • Updated: 01 June 2020, 06:48 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ୭ଟି ରାଜ୍ୟରେ ଖାଲି ପଡ଼ିଥିବା ୧୮ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ। ଏ ନେଇ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି। ଜୁନ୍ ୧୯ ରହିଛି ନିର୍ବାଚନ ତାରିଖ। ଆନ୍ଧ୍ରପ୍ରଦେଶ, ଗୁଜରାଟ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମଣିପୁର, ମେଘାଳୟ ଏବଂ ରାଜସ୍ଥାନରେ ୧୮ଟି ଆସନ ଖାଲି ପଡ଼ିଛି। ୧୯ ତାରିଖ ଦିନ ଭୋଟିଂ ହେବ ଆଉ ଅପରାହ୍ନ ୫ଟା ସୁଦ୍ଧା ଭୋଟ ଗଣତି ହେବ ବୋଲି ଜଣାପଡ଼ିଛି।

https://twitter.com/ANI/status/1267431906393509892

ସୂଚନାଯୋଗ୍ୟ, ଏହି ୧୮ ଆସନ ପାଇଁ ମାର୍ଚ୍ଚ ୨୬ରେ ନିର୍ବାଚନ ହେବ ବୋଲି ତାରିଖ ଘୋଷଣା ହୋଇଥିଲା। ହେଲେ କରୋନା ମହାମାରୀ ପାଇଁ ଦେଶ ୨୫ ତାରିଖ ପାଖରୁ ଲକଡାଉନ୍ ରହିଥିବାରୁ ସାମୟିକ ସମୟ ପାଇଁ ନିର୍ବାଚନ ବାତିଲ୍ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story