ପେଟ୍ରୋଲ ଡିଜେଲ୍‌ ପାଇଁ ଟାଙ୍କିରେ ଆଉ ଲାଗିବନି ଭିଡ଼: ଖୁବ ଶୀଘ୍ର ରାସ୍ତାରେ ଦେଖିବାକୁ ମିଳିବ ବିନା ତେଲର ଗାଡ଼ି

  ନୂଆଦିଲ୍ଲୀ: ଆଗକୁ ଆପଣଙ୍କ ଗାଡ଼ିରେ ବାରମ୍ବାର ପେଟ୍ରୋଲ କିମ୍ବା ଡିଜେଲ ଭରି ପକେଟ ଖାଲି କରିବାକୁ ପଡିବ ନାହିଁ। କାରଣ ଖୁବ ଶୀଘ୍ର ଆପଣଙ୍କ ପାଖରେ ପହଞ୍ଚିବ ହାଇ ଟୋକ୍ନୋଲୋଜିର ଇଲେକଟ୍ରକ୍ କାର।  ୨୦୩୦ ସୁଧା ଭାରତୀୟ ରାସ୍ତାରେ ଡିଜେଲ ପେଟ୍ରୋଲ କାର ବଦଳରେ ଇଲେକଟ୍ରିକ କାର ଦୌଡିବ। ଏହି ସୂଚନା ଦେଇଛନ୍ତି ଖୋଦ କେନ୍ଦ୍ର ଶକ୍ତି ମନ୍ତ୍ରୀ ପୀୟୂଷ ଗୋଏଲ। ଏହି ଯୋଜନା କର୍ଯ୍ୟକାରି ହେଲେ ୬୦ ବିଲିୟନ ଆମେରିକୀୟ ଡଲାର ମୂଲ୍ୟରେ ତେଲ […]

nissan-leaf-charging

nissan-leaf-charging

Rakesh Mallick
  • Published: Tuesday, 30 May 2017
  • Updated: 30 May 2017, 10:18 PM IST

Sports

Latest News

ନୂଆଦିଲ୍ଲୀ: ଆଗକୁ ଆପଣଙ୍କ ଗାଡ଼ିରେ ବାରମ୍ବାର ପେଟ୍ରୋଲ କିମ୍ବା ଡିଜେଲ ଭରି ପକେଟ ଖାଲି କରିବାକୁ ପଡିବ ନାହିଁ। କାରଣ ଖୁବ ଶୀଘ୍ର ଆପଣଙ୍କ ପାଖରେ ପହଞ୍ଚିବ ହାଇ ଟୋକ୍ନୋଲୋଜିର ଇଲେକଟ୍ରକ୍ କାର।  ୨୦୩୦ ସୁଧା ଭାରତୀୟ ରାସ୍ତାରେ ଡିଜେଲ ପେଟ୍ରୋଲ କାର ବଦଳରେ ଇଲେକଟ୍ରିକ କାର ଦୌଡିବ। ଏହି ସୂଚନା ଦେଇଛନ୍ତି ଖୋଦ କେନ୍ଦ୍ର ଶକ୍ତି ମନ୍ତ୍ରୀ ପୀୟୂଷ ଗୋଏଲ। ଏହି ଯୋଜନା କର୍ଯ୍ୟକାରି ହେଲେ ୬୦ ବିଲିୟନ ଆମେରିକୀୟ ଡଲାର ମୂଲ୍ୟରେ ତେଲ ସଂଚୟ ହେବା ସହିତ ପ୍ରଦୂଷଣରୁ ମୁକ୍ତି ମିଳିବ।   ସରକାରଙ୍କର ଏଭଳି ନିଷ୍ପତ୍ତିକୁ ଦେଶର ବଡ ବଡ ଅଟୋମୋବାଇଲ କମ୍ପାନୀ ପ୍ରଶଂସା କରିବା ସହିତ ଯୋଜନାକୁ ସଫଳ କରିବା ପାଇଁ ଜୋରସୋରରେ ଲାଗି ପଡିଛନ୍ତି।

ଗାଡିରେ ବ୍ୟବହାର ହେଉଥିବା ବ୍ୟାଟ୍ରି ବାହାର ଦେଶରୁ ଆମଦାନି ହେଉଥିବାରୁ ଗାଡିଗୁଡିକର ମୂଲ୍ୟ ଆକାଶ ଛୁଆଁ ହେଉଛି। ତେଣୁ ଏହାକୁ ଆମ ଦେଶରେ ତିଆରି କରିବାକୁ ଅଟୋମୋବାଇଲ କମ୍ପାନୀଗୁଡିକ ଲାଗିପଡିଛନ୍ତି। ଯଦି ଏହା ସମ୍ବବ ହୁଏ ତାହେଲେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇବା ସହିତ ଗାଡି ଗୁଡିକର ଦାମ ମଧ୍ୟ କମ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story