ଏଭରେଷ୍ଟ ଆରୋହଣ କରିବାକୁ ଯାଇଥିବା ୩୪ ଯବାନ ସୁରକ୍ଷିତ

-ପ୍ରାଣ ହରାଇଛନ୍ତି୨୨ ପର୍ବତାରୋହୀ -ବେସ୍ କ୍ୟାମ୍ପରୁ ୬୧ ଜଣଙ୍କୁ ଉଦ୍ଧାର କରାଗଲା ନୂଆଦିଲ୍ଲୀ: ଏଭରେଷ୍ଟ ଆରୋହଣ କରିବା ପାଇଁ ନେପାଳ ଯାଇଥିବା ଭାରତୀୟ ସେନାର ୩୪ ଜଣ ଯବାନ ସୁରକ୍ଷିତ ଅଛନ୍ତି । ସେହିଭଳି ଆସାମରୁ ଯାଇଥିବା ଅନ୍ୟ୧୧ ଜଣିଆ ପର୍ବତାରୋହୀ ଟିମର ସମସ୍ତ ସଦସ୍ୟ ମଧ୍ୟ ସୁରକ୍ଷିତ ଅଛନ୍ତି। ଗତକାଲି ନେପାଳରେ ଭୂମିକମ୍ପ ଯୋଗୁ ଏଭରେଷ୍ଟରୁ ବରଫ ଅତଡ଼ା ଖସି ଆସିବାରୁ ବେସ କ୍ୟାମ୍ପରେ ଥିବା ପର୍ବତାରୋହୀମାନଙ୍କ ମଧ୍ୟରୁ ୨୨ ଜଣଙ୍କ ମୃତୁ୍ୟ ହୋଇଯାଇଥିଲା। ଏମାନେ […]

evarest

evarest

Rakesh Mallick
  • Published: Sunday, 26 April 2015
  • Updated: 26 April 2015, 11:20 AM IST

Sports

Latest News

-ପ୍ରାଣ ହରାଇଛନ୍ତି୨୨ ପର୍ବତାରୋହୀ
-ବେସ୍ କ୍ୟାମ୍ପରୁ ୬୧ ଜଣଙ୍କୁ ଉଦ୍ଧାର କରାଗଲା

ନୂଆଦିଲ୍ଲୀ: ଏଭରେଷ୍ଟ ଆରୋହଣ କରିବା ପାଇଁ ନେପାଳ ଯାଇଥିବା ଭାରତୀୟ ସେନାର ୩୪ ଜଣ ଯବାନ ସୁରକ୍ଷିତ ଅଛନ୍ତି । ସେହିଭଳି ଆସାମରୁ ଯାଇଥିବା ଅନ୍ୟ୧୧ ଜଣିଆ ପର୍ବତାରୋହୀ ଟିମର ସମସ୍ତ ସଦସ୍ୟ ମଧ୍ୟ ସୁରକ୍ଷିତ ଅଛନ୍ତି। ଗତକାଲି ନେପାଳରେ ଭୂମିକମ୍ପ ଯୋଗୁ ଏଭରେଷ୍ଟରୁ ବରଫ ଅତଡ଼ା ଖସି ଆସିବାରୁ ବେସ କ୍ୟାମ୍ପରେ ଥିବା ପର୍ବତାରୋହୀମାନଙ୍କ ମଧ୍ୟରୁ ୨୨ ଜଣଙ୍କ ମୃତୁ୍ୟ ହୋଇଯାଇଥିଲା। ଏମାନେ ସମସ୍ତେ ବିଦେଶୀ ନାଗରିକ ବୋଲି ଜଣାପଡ଼ିଛି । ସେନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବରଫ ଅତଡ଼ା ଖସି ପ୍ରାଣ ହରାଇଥିବା ପର୍ବତାରୋହୀମାନଙ୍କ ମରଶରୀରକୁ ଆଣିବା ପାଇଁ ଆଜି ସକାଳେ ଅପରେସନ ଆରମ୍ଭ ହୋଇଥିଲା । ୬ଟି ହେଲିକପ୍ଟର ବେସ୍ କ୍ୟାମ୍ପରେ ଓହ୍ଲାଇଥିଲେ । ଖବର ମିଳିବା ସୁଦ୍ଧା ସେଠାରୁ ୨୨ ଜଣଙ୍କ ମୃତ ଦେହକୁ ଅଣାଯାଇଥିବା ବେଳେ ୬୧ ଜଣଙ୍କୁ ଉଦ୍ଧାର କରାଯାଇଛି।

ସୂଚନାଯୋଗ୍ୟ, ମେଜର ଆର.ଏସ ଜମୱାଲଙ୍କ ନେତୃତ୍ୱରେ ଭାରତୀୟ ସେନାର ୩୪ ଜଣ ଯବାନ ଏଭରେଷ୍ଟ ଆରୋହଣ କରିବାକୁ ଯାଇଥିଲେ । ମେ’ ମଧ୍ୟଭାଗରୁ ସେମାନେ ଏଭରେଷ୍ଟ ଆରୋହଣ କରିଥାଆନ୍ତେ । ସେଥିପାଇଁ ସେମାନେ ବେସ କ୍ୟାମ୍ପରେ ଯୋଗ ଦେଇ ଅଭ୍ୟାସ ଚଳାଇଥିଲେ । କ୍ୟାପଟେନ ଏମ.ଏସ କୋହଲିଙ୍କ ନେତୃତ୍ୱରେ ଭାରତୀୟ ସେନାର ଯବାନମାନେ ପ୍ରଥମେ ଏଭରେଷ୍ଟ ଆରୋହଣ କରିଥିଲେ । ଆଉ ଏହାର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ୩୪ ଜଣ ଯବାନ ଏଭରେଷ୍ଟ ଆରୋହଣ କରିବାକୁ ଯାଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story