ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡେଜ୍‌ଙ୍କ ପରଲୋକ

ନୂଆଦିଲ୍ଲୀ: ସମତା ପାର୍ଟିର ପ୍ରତିଷ୍ଠାତା ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡେଜ୍‌ଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ଆଜି ସକାଳ ପ୍ରାୟ ସାତଟା ବେଳେ ସେ ଦିଲ୍ଲୀରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିଲେ ଓ ସର୍ବସାଧାରଣରୁ ଦୂରେଇ ରହିଥିଲେ। କିଛି ଦିନ ହେଲା ସେ ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ଥିଲେ। ଭାରତୀୟ ରାଜନୀତିରେ ତାଙ୍କର ଐତିହାସିକ ଯୋଗଦାନ ରହିଛି। ସମତା […]

georgefernandes

georgefernandes

Jitendra Garnayak
  • Published: Tuesday, 29 January 2019
  • Updated: 29 January 2019, 10:05 AM IST

Sports

Latest News

ନୂଆଦିଲ୍ଲୀ: ସମତା ପାର୍ଟିର ପ୍ରତିଷ୍ଠାତା ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡେଜ୍‌ଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ଆଜି ସକାଳ ପ୍ରାୟ ସାତଟା ବେଳେ ସେ ଦିଲ୍ଲୀରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିଲେ ଓ ସର୍ବସାଧାରଣରୁ ଦୂରେଇ ରହିଥିଲେ। କିଛି ଦିନ ହେଲା ସେ ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ଥିଲେ।

ଭାରତୀୟ ରାଜନୀତିରେ ତାଙ୍କର ଐତିହାସିକ ଯୋଗଦାନ ରହିଛି। ସମତା ପାର୍ଟି ଗଠନ କରିବା ପୂର୍ବରୁ ସେ ଜନତା ଦଳରେ ଥିଲେ। ସେ ୯ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ।

୧୯୮୯ରୁ ୧୯୯୦ ମଧ୍ୟରେ ଭି.ପି ସିଂହ ପ୍ରଧାନମନ୍ତ୍ରୀ ଥିବା ବେଳେ ଜର୍ଜ ଫର୍ଣ୍ଣାଣ୍ଡେଜ୍‌ ରେଳ ମନ୍ତ୍ରୀ ଥିଲେ। ୧୯୯୮ରୁ ୨୦୦୪ ମଧ୍ୟରେ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ବେଳେ ଜର୍ଜ ଫର୍ଣ୍ଣାଡେଜ୍ ଦେଶର ପ୍ରତିରକ୍ଷା ମନ୍ତ୍ରୀ ହୋଇଥିଲେ। ସେ ପ୍ରତିରକ୍ଷା ମନ୍ତ୍ରୀ ଥିବା ବେଳେ ହିଁ ଭାରତ ପୋଖରାନରେ ପରମାଣୁ ବୋମା ପରୀକ୍ଷା କରିଥିଲା। ୨୦୦୯ ଅଗଷ୍ଟରୁ ୨୦୧୦ ଜୁଲାଇ ପର୍ଯ୍ୟନ୍ତ ଶେଷ ଥର ପାଇଁ ସାଂସଦ ହୋଇଥିଲେ ଓ ରାଜ୍ୟସଭାରେ ଥିଲେ।

କର୍ଣ୍ଣାଟକର ମେଙ୍ଗାଲୁରୁରେ ୧୯୩୦ ମସିହା ଜୁନ୍ ୩ ତାରିଖରେ ଜନ୍ମ ହୋଇଥିବା ଜର୍ଜ ଫର୍ଣ୍ଣାଣ୍ଡେଜ୍‌ ୧୯୪୯ରେ ମୁମ୍ବାଇ ଆସିଥିଲେ ଓ ବିଭିନ୍ନ ସୋଶାଲିଷ୍ଟ୍ ଟ୍ରେଡ୍‌ ୟୁନିୟନ ଆନ୍ଦୋଳନରେ ସାମିଲ ହୋଇଥିଲେ। ତା’ପରେ ସେ ଟ୍ରେଡ୍ ୟୁନିୟନ ନେତା ହୋଇଯାଇଥିଲେ। ସେ ପ୍ରଥମେ ୧୯୬୭ରେ ଲୋକସଭାକୁ ନିର୍ବାଚିତ ହୋଇଆସିଥିଲେ। ସେତେବେଳେ ସେ ଦକ୍ଷିଣ ବମ୍ବେ (ଦକ୍ଷିଣ ମୁମ୍ବାଇ) ଆସନରେ କଂଗ୍ରେସ ପ୍ରାର୍ଥୀ ଏସ୍‌.କେ ପାଟିଲ୍‌ଙ୍କୁ ହରାଇ ଚର୍ଚ୍ଚାକୁ ଆସିଥିଲେ।

୧୯୭୦ରେ ଦେଶରେ ହୋଇଥିବା ସୋଶାଲିଷ୍ଟ ଆନ୍ଦୋଳନରେ ସେ ଥିଲେ ଜଣେ ପ୍ରମୁଖ ନେତା। ଦେଶରେ ଯେତେବେଳେ ଜରୁରୀ କାଳୀନ ସ୍ଥିତି ଜାରି ହୋଇଥିଲା, ସେତେବେଳେ ସେ ସରକାର ବିରୋଧରେ ସ୍ୱର ଉଠାଇଥିଲେ ଓ ଜେଲ୍ ଯାଇଥିଲେ। ୧୯୭୭ ମସିହାରେ ସେ ଜେଲ୍‌ରେ ଥାଇ ସେ ମୁଜାଫରପୁର ଆସନରୁ ନିର୍ବାଚନ ଲଢ଼ିଥିଲେ ଓ ଜିତିଥିଲେ। ସେତେବେଳେ ସେ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ମନ୍ତ୍ରିମଣ୍ଡଳରେ ଶିଳ୍ପ ମନ୍ତ୍ରୀ ହୋଇଥିଲେ।

ସେ ସବୁବେଳେ ତାଙ୍କ ନେତୃତ୍ୱ ପାଇଁ ମନେ ରହିବେ। ସେ ଅଲ୍‌ ଇଣ୍ଡିଆ ରେଲୱେମେନ୍‌ସ ଫେଡେରେସନ୍‌ର ସଭାପତି ଥିଲେ। ୧୯୭୪ରେ ସେ ଯେଉଁ ରେଲୱେ ଆନ୍ଦୋଳନ କରିଥିଲେ ତାହା ସେତେବେଳର ସରକାରଙ୍କ ମୁଣ୍ଡବ୍ୟଥାର କାରଣ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story