ମାଲଡିଭସର ପୂର୍ବତନ ଉପରାଷ୍ଟ୍ରପତିଙ୍କୁ ସ୍ୱଦେଶ ଫେରାଇଦେଲା ଭାରତ

ନୂଆଦିଲ୍ଲୀ: ଚେନ୍ନାଇରେ ଅଟକ ଥିବା ମାଲ୍‌ଡିଭ୍‌ସର ପୂର୍ବତନ ଉପରାଷ୍ଟ୍ରପତି ଅହମ୍ମଦ ଅଦୀବ୍‌ ଆଜି ସ୍ୱଦେଶ ଫେରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବୀଶ କୁମାର ଏହି ସୂଚନା ଦେଇଛନ୍ତି। ଗୁରୁବାର ସମୁଦ୍ରପଥରେ ଏକ ବୋଟ ଯୋଗେ ଭାରତ ଆସୁଥିବା ବେଳେ ତାମିଲନାଡୁର ତୁତିକୋରିନ ଠାରେ ତାଙ୍କୁ ଅଟକ ରଖିଥିଲା ଭାରତୀୟ କୋଷ୍ଟ ଗାର୍ଡ। ସେ ଭାରତ ଆସିବା ପାଇଁ ଆବଶ୍ୟକ ପ୍ରମାଣପତ୍ର ସାଙ୍ଗରେ ଆଣିନଥିବାରୁ ତାଙ୍କୁ ଭାରତୀୟ କୋଷ୍ଟ ଗାର୍ଡ ଅଟକ ରଖିଥିଲା। ସୂଚନାଯୋଗ୍ୟ, ଅହମ୍ମଦ ଅଦୀବ ହେଉଛନ୍ତି […]

maldives

maldives

Subhransu Sekhar
  • Published: Saturday, 03 August 2019
  • Updated: 03 August 2019, 02:41 PM IST

Sports

Latest News

ନୂଆଦିଲ୍ଲୀ: ଚେନ୍ନାଇରେ ଅଟକ ଥିବା ମାଲ୍‌ଡିଭ୍‌ସର ପୂର୍ବତନ ଉପରାଷ୍ଟ୍ରପତି ଅହମ୍ମଦ ଅଦୀବ୍‌ ଆଜି ସ୍ୱଦେଶ ଫେରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବୀଶ କୁମାର ଏହି ସୂଚନା ଦେଇଛନ୍ତି। ଗୁରୁବାର ସମୁଦ୍ରପଥରେ ଏକ ବୋଟ ଯୋଗେ ଭାରତ ଆସୁଥିବା ବେଳେ ତାମିଲନାଡୁର ତୁତିକୋରିନ ଠାରେ ତାଙ୍କୁ ଅଟକ ରଖିଥିଲା ଭାରତୀୟ କୋଷ୍ଟ ଗାର୍ଡ। ସେ ଭାରତ ଆସିବା ପାଇଁ ଆବଶ୍ୟକ ପ୍ରମାଣପତ୍ର ସାଙ୍ଗରେ ଆଣିନଥିବାରୁ ତାଙ୍କୁ ଭାରତୀୟ କୋଷ୍ଟ ଗାର୍ଡ ଅଟକ ରଖିଥିଲା।

ସୂଚନାଯୋଗ୍ୟ, ଅହମ୍ମଦ ଅଦୀବ ହେଉଛନ୍ତି ମାଲଡିଭସର ସବୁଠୁ କମ୍ ବୟସରେ ଉପରାଷ୍ଟ୍ରପତି ହୋଇଥିବା ରାଜନେତା। ଉପରାଷ୍ଟ୍ରପତି ହେବା ପରେ ସେ ରାଷ୍ଟ୍ରପତି ଅବଦୁଲ୍ଲାହ ୟମିନଙ୍କ ଉପରକୁ ବୋମା ପକାଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ଅହମ୍ମଦ ଜେଲ ଯାଇଥିଲେ। ଚଳିତ ବର୍ଷ ମେ' ମାସରେ ସେ ଜାମିନରେ ମୁକୁଳିଥିଲେ। ଏହାପରେ ଅହମ୍ମଦ ଅନ୍ୟ ଏକ ଦୂର୍ନୀତି ମାମଲାରେ ଛନ୍ଦି ହୋଇଛନ୍ତି। ସେ ଦୀର୍ଘ ଦିନ ଧରି ମାଲଡିଭସରେ ଗୃହବନ୍ଦୀ ହୋଇ ରହିଥିଲେ। ଏହାପରେ ତାଙ୍କ ଜୀବନପ୍ରତି ବିପଦ ଥିବା ହୃଦବୋଧ କରି ସେ ଭାରତରେ ରାଜନୀତିକ ଆଶ୍ରୟ ନେବାକୁ ଚାହୁଁଥିଲେ।

ଭାରତକୁ ଜଳପଥରେ ପ୍ରବେଶ କରିବା ପାଇଁ ଅନେକ ପ୍ରବେଶ ପଥ ରହିଛି। ଯେଉଁଠିକି ଆବଶ୍ୟକ କାଗଜ ପତ୍ର ଦେଖାଇଲେ ଭାରତୀୟ କୋଷ୍ଟ ଗାର୍ଡ ଭାରତରେ ପ୍ରବେଶ କରିବା ପାଇଁ ଅନୁମତି ଦିଅନ୍ତି। ହେଲେ ମାଲ୍‌ଡିଭ୍‌ସର ପୂର୍ବତନ ଉପରାଷ୍ଟ୍ରପତି ଆବଶ୍ୟକ କାଗଜପତ୍ର ଦେଖାଇବାରେ ସକ୍ଷମ ହୋଇ ନଥିଲେ। ଏହାପରେ ତାମିଲନାଡ଼ୁର ତୁତିକୋରିନ୍‌ ବନ୍ଦର କର୍ତ୍ତୃପକ୍ଷ ଅହମ୍ମଦ ଆଦୀବ୍‌ଙ୍କୁ ଅଟକ ରଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story