ଭିଆଇପି ନମ୍ବର ପାଇଁ ୫.୫୧ ଲକ୍ଷ ଖର୍ଚ୍ଚ କଲେ ବିଜେପି ବିଧାୟକ

ଡେରାଡୁନ୍‌: ବିବାଦୀୟ ଭିଡିଓ ଭାଇରାଲ ହେବା ପରେ ଦଳରୁ ବହିଷ୍କୃତ ହୋଇଥିବା ବିଜେପି ବିଧାୟକ କୁଅଁର ପ୍ରଣବ ଚାମ୍ପିୟନଙ୍କୁ ନେଇ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। କିଛି ଦିନ ତଳେ ପ୍ରଣବ ଭିଆଇପି ନମ୍ବର ହାସଲ କରିବା ପାଇଁ ୫.୫୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ଏହି ଅର୍ଥ ବଦଳରେ ତାଙ୍କୁ ‘୦୦୦୧’ ନମ୍ବର ପ୍ଲେଟ ଗାଡ଼ିରେ ଲଗାଇବାକୁ ଅନୁମତି ମିଳିଥିଲା। ଅତିରିକ୍ତ ପରିବହନ ଅଫିସର ଅରବିନ୍ଦ ପାଣ୍ଡେ କହିଛନ୍ତି, “ଭିଆଇପି ନମ୍ବର ପାଇଁ ବିଧାୟକ […]

we

we

Hemant Lenka
  • Published: Friday, 12 July 2019
  • Updated: 12 July 2019, 04:22 PM IST

Sports

Latest News

ଡେରାଡୁନ୍‌: ବିବାଦୀୟ ଭିଡିଓ ଭାଇରାଲ ହେବା ପରେ ଦଳରୁ ବହିଷ୍କୃତ ହୋଇଥିବା ବିଜେପି ବିଧାୟକ କୁଅଁର ପ୍ରଣବ ଚାମ୍ପିୟନଙ୍କୁ ନେଇ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। କିଛି ଦିନ ତଳେ ପ୍ରଣବ ଭିଆଇପି ନମ୍ବର ହାସଲ କରିବା ପାଇଁ ୫.୫୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ଏହି ଅର୍ଥ ବଦଳରେ ତାଙ୍କୁ ‘୦୦୦୧’ ନମ୍ବର ପ୍ଲେଟ ଗାଡ଼ିରେ ଲଗାଇବାକୁ ଅନୁମତି ମିଳିଥିଲା।

ଅତିରିକ୍ତ ପରିବହନ ଅଫିସର ଅରବିନ୍ଦ ପାଣ୍ଡେ କହିଛନ୍ତି, “ଭିଆଇପି ନମ୍ବର ପାଇଁ ବିଧାୟକ ଚାମ୍ପିୟନ ଯେତିକି ଟଙ୍କା ଖର୍ଚ୍ଚ କରିଛନ୍ତି, ଡେରାଡୁନ୍‌ରେ ଏତେ ବଡ଼ ପରିମାଣର ଟଙ୍କା ପୂର୍ବରୁ କେହି ଦେଇ ନଥିଲେ। ୨୦୧୭ ଜାନୁଆରୀ ମାସରୁ ଭିଆଇପି ନମ୍ବର ପାଇଁ ଅନଲାଇନ୍‌ରେ ଆବେଦନ କରିବାର ନିୟମ ପ୍ରଣୟନ କରାଯାଇଛି।

ଏଥିପାଇଁ ଅନେକ ଲୋକ ଆବେଦନ ମଧ୍ୟ କରୁଛନ୍ତି। କିନ୍ତୁ ଗତ ୨ ବର୍ଷ ମଧ୍ୟରେ ଭିଆଇପି ନମ୍ବର ପାଇଁ ବିଧାୟକ ଚାମ୍ପିୟନ ହିଁ ସବୁଠାରୁ ଅଧିକ ଟଙ୍କା ଦେଇଛନ୍ତି।”

କିଛି ଦିନ ତଳେ ବନ୍ଧୁକ ଫୁଟାଉଥିବା ବେଳେ ବିଧାୟକ ଚାମ୍ପିୟନଙ୍କ ଭିଡିଓ ଭାଇରାଲ ହୋଇଥିଲା। ଏକ ହସ୍ପିଟାଲ୍‌ରେ ସେ ଏଭଳି କାଣ୍ଡ ଭିଆଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story