‘କରୋନା ଗୋଷ୍ଠୀ ସଂକ୍ରମିତ ହୋଇଛି’

ନୂଆଦିଲ୍ଲୀ: ଦେଶରେ କରୋନା ଏବେ ଗୋଷ୍ଠୀ ସଂକ୍ରମିତ ହୋଇଛି। ଦିଲ୍ଲୀ ଏମ୍ସର ବିଶେଷଜ୍ଞ, ଆଇସିଏମଆର ବିଶେଷଜ୍ଞ ଗ୍ରୁପର ଦୁଇ ସଦସ୍ୟ ଏଭଳି କହିଛନ୍ତି। ଧନୀ ବର୍ଗର ଲୋକଙ୍କ ପାଖରେ ଏହି ଭାଇରସ ସଂକ୍ରମିତ ହୋଇଛି ବୋଲି ବିଶେଷଜ୍ଞ କହିଛନ୍ତି। ତେବେ ସରକାର କିନ୍ତୁ ଏ ନେଇ କୌଣସି ମତ ରଖି ନାହାନ୍ତି। ଖବର ସରବରାହ ସଂସ୍ଥା ପିଟିଆଇର ରିପୋର୍ଟ ଅନୁଯାୟୀ, ଇଣ୍ଡିଆନ୍ ପବ୍ଲିକ୍ ହେଲ୍ଥ ଆସୋସିଏସନ, ଆଇପିଏଚଏ, ଇଣ୍ଡିଆନ୍ ଆସୋସିଏସନ ଅଫ୍ ପ୍ରିଭେଣ୍ଟିଭ୍ ଆଣ୍ଡ ସୋଶାଲ ମେଡିସିନକ […]

coronavirus

coronavirus

Subhransu Sekhar
  • Published: Monday, 01 June 2020
  • Updated: 01 June 2020, 06:34 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ କରୋନା ଏବେ ଗୋଷ୍ଠୀ ସଂକ୍ରମିତ ହୋଇଛି। ଦିଲ୍ଲୀ ଏମ୍ସର ବିଶେଷଜ୍ଞ, ଆଇସିଏମଆର ବିଶେଷଜ୍ଞ ଗ୍ରୁପର ଦୁଇ ସଦସ୍ୟ ଏଭଳି କହିଛନ୍ତି। ଧନୀ ବର୍ଗର ଲୋକଙ୍କ ପାଖରେ ଏହି ଭାଇରସ ସଂକ୍ରମିତ ହୋଇଛି ବୋଲି ବିଶେଷଜ୍ଞ କହିଛନ୍ତି। ତେବେ ସରକାର କିନ୍ତୁ ଏ ନେଇ କୌଣସି ମତ ରଖି ନାହାନ୍ତି।

ଖବର ସରବରାହ ସଂସ୍ଥା ପିଟିଆଇର ରିପୋର୍ଟ ଅନୁଯାୟୀ, ଇଣ୍ଡିଆନ୍ ପବ୍ଲିକ୍ ହେଲ୍ଥ ଆସୋସିଏସନ, ଆଇପିଏଚଏ, ଇଣ୍ଡିଆନ୍ ଆସୋସିଏସନ ଅଫ୍ ପ୍ରିଭେଣ୍ଟିଭ୍ ଆଣ୍ଡ ସୋଶାଲ ମେଡିସିନକ ବିଶେଷଜ୍ଞ କରୋନା ଗୋଷ୍ଠୀ ସଂକ୍ରମିତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଦେଇଛନ୍ତି। ଦେଶର ଧନୀ ଏବଂ ମଧ୍ୟମ ବର୍ଗର ଅଞ୍ଚଳରେ କରୋନା ଗୋଷ୍ଠୀ ସଂକ୍ରମିତ ହୋଇଛି ବୋଲି ରିପୋର୍ଟରେ କୁହାଯାଇଛି।

କରୋନାକୁ ରୋକିବା ପାଇଁ ଦେଶ ଲକଡାଉନ୍ ରହିଥିଲା। ହେଲେ ଚତୁର୍ଥ ପର୍ଯ୍ୟାୟରେ ସରକାର ନିୟମ କୋହଳ କରିବା ପରେ କରୋନା ଅଧିକ ପ୍ରସାରିତ ହୋଇଛି।

ସୂଚନାଯୋଗ୍ୟ, ସୋମବାର ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୯୦, ୫୩୫ ଛୁଇଁଛି। ଏଥିସହ କରୋନା ପ୍ରଭାବିତ ଦେଶ ତାଲିକାରେ ସାତ ନମ୍ୱରରେ ରହିଛି ଭାରତ। ଏଥିରୁ ୫,୩୯୪ ଜଣଙ୍କର ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story