ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସାଇନ୍ସରେ ବିସ୍ଫୋରଣ, ରିସର୍ଚ୍ଚର ମୃତ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଥିବା ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ(ଆଇଆଇଏସ୍‌ସି)ରେ ଆଜି ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ଜଣେ ରିସର୍ଚ୍ଚରଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ବିସ୍ଫୋରଣର କାରଣ ଜଣାପଡ଼ି ନଥିଲେ ହେଁ ହାଇଡ୍ରୋଜେନ୍‌ ସିଲିଣ୍ଡରରୁ ନିଆଁ ଲାଗି ଏଭଳି ଘଟଣା ଘଟିଥିବା କୁହାଯାଉଛି। ଆଜି ଅପରାହ୍ଣ ପ୍ରାୟ ୨.୨୦ରେ ଏରୋସ୍ପେସ୍‌ ଲ୍ୟାବରେ ଏହି ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଲ୍ୟାବ ମଧ୍ୟରେ ଗବେଷଣାରତ ରିସର୍ଚ୍ଚରମାନେ ୨୦ […]

u

u

Hemant Lenka
  • Published: Wednesday, 05 December 2018
  • Updated: 05 December 2018, 07:23 PM IST

Sports

Latest News

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଥିବା ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ(ଆଇଆଇଏସ୍‌ସି)ରେ ଆଜି ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ଜଣେ ରିସର୍ଚ୍ଚରଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ବିସ୍ଫୋରଣର କାରଣ ଜଣାପଡ଼ି ନଥିଲେ ହେଁ ହାଇଡ୍ରୋଜେନ୍‌ ସିଲିଣ୍ଡରରୁ ନିଆଁ ଲାଗି ଏଭଳି ଘଟଣା ଘଟିଥିବା କୁହାଯାଉଛି।

ଆଜି ଅପରାହ୍ଣ ପ୍ରାୟ ୨.୨୦ରେ ଏରୋସ୍ପେସ୍‌ ଲ୍ୟାବରେ ଏହି ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଲ୍ୟାବ ମଧ୍ୟରେ ଗବେଷଣାରତ ରିସର୍ଚ୍ଚରମାନେ ୨୦ ଫୁଟ୍‌ ଦୂରକୁ ଛିଟିକି ପଡ଼ିଥିଲେ। ଫଳରେ ଜଣଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଅନ୍ୟମାନଙ୍କୁ ତୁରନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ପ୍ରଥମଥର ପାଇଁ ଆଇଆଇଏସ୍‌ସିରେ ଏଭଳି ଦୁର୍ଘଟଣା ଘଟିଥିବା ଜଣେ ଅଧିକାରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story